QUOTES ON #ସମ୍ପର୍କ

#ସମ୍ପର୍କ quotes

Trending | Latest
1 OCT 2020 AT 20:38

💥ସମ୍ପର୍କ ରେ କଳଙ୍କ ର ଛିଟା💥





(ସମ୍ପୂର୍ଣ୍ଣ ଲେଖା ଅନୁଶୀର୍ଷକ ରେ.......)
👇👇👇👇👇👇👇👇👇

-


18 JUL 2020 AT 23:01


କାହିଁକି କେଜାଣି
ଅଳନ୍ଧୁ ଲାଗି ଯାଇଥିଲେ ବି
ଫିଙ୍ଗିବାକୁ ଇଚ୍ଛା ହୁଏନାହିଁ,

ମୋର ଯେତେ ସବୁ ପୁରୁଣା,ମଇଳା ଜିନିଷକୁ
ଅମଡ଼ା ପଥରୁ ସାଉଁଟି ଥିବା କିଛି ପାଦଚିହ୍ନକୁ,
କିଛି ଏଣେ ତେଣେ ବିଚ୍ଛୁରିତ ସମ୍ପର୍କକୁ,
ଆଉ ତା ସହ ବିତି ଯାଇଥିବା କିଛି ସ୍ମୃତିକୁ।

-


11 JUN 2021 AT 11:20

ସମ୍ପର୍କ
ଯୋଉଠି ଜଣେ କହିବା ପୂର୍ବରୁ ଆଉ ଜଣେ ତା ଭାବନାକୁ ବୁଝିପରିଥାଏ, ଯୋଉଠି ଶବ୍ଦ କମ୍ ଥାଏ ଆଉ ବୁଝିବା ଅଧିକ।
ଯୋଉଠି ସନ୍ଦେହ କମ୍ ଆଉ ବିଶ୍ଵାସ ଅଧିକ ଥାଏ।
ଯୋଉଠି କିଛି ପାଇବାର ଆଶା ଠାରୁ ଭଲପାଇବା ଅଧିକ ଥାଏ।


-


3 AUG 2020 AT 23:37

ସମ୍ପର୍କର ସୂତାଖିଅ ଅଡୁଆତଡୁଆ ହୋଇ ଗଣ୍ଠି ପଡିଗଲେ
ସେଥିରେ ଗୁନ୍ଥା ମାଳି ଛିଡି ଯାଏନି !

  କିନ୍ତୁ, ଯେବେ ସେ ଦାମୀ ମାଳିଗୁଡିକ ସରୁ ସୂତା
ଖଣ୍ଡେକୁ ତା'ର ଦାମ୍ ପଚାରନ୍ତି, ମୂଲ୍ୟ ମାଗନ୍ତି,
  ସ୍ୱତନ୍ତ୍ରତାକୁ ଜାହିର କରିବାକୁ ଯାଇ ଆଘାତ ଦିଅନ୍ତି
ସେତେବେଳେ ସେମାନେ
ଆପେ ଆପେ ବିକ୍ଷିପ୍ତ ହୋଇ ଭୂମିରେ ଲୋଟି ପଡନ୍ତି l

-


22 JUN 2021 AT 19:12

ସମ୍ପର୍କ

-


24 SEP 2021 AT 20:03


~ତୁମେ~

-


18 SEP 2020 AT 15:30

ସମ୍ପର୍କ ଗଢିବା ଆଉ ଭାନ୍ଗିବା ଠାରୁ ସଜାଡି ରଖିବା ଟା ବେସି ଗୁରୁତ୍ବପୂର୍ଣ୍ଣ।

-


8 SEP 2020 AT 15:28

ତମେ ସ୍ବର ଉତ୍ତୋଳନ କର !
ସ୍ବପ୍ନଲଭ୍ୟର ଆଶାକୁ ଭାଙ୍ଗି ନୁହଁ ବରଂ ବିପ୍ଳବ କରିବା ସିଖ ।
ସବୁବେଳେ ଏମିତି ଖାଲି ପରିସ୍ଥିତିର
ଦାସ ସାଜି ଆତ୍ମସମୀକ୍ଷାର ଆବଶ୍ୟକତା ନାହିଁ ।
ସେମିତି ହେଲେ ଶେଷକୁ ତୁମ ହାତ ମୁଠାରେ ଥିବା
ସେ ସବୁ ଫଳାଫଳ ବାଲି ଗରଡା ପରି ଜଳରେ ତର୍ପଣ ହୋଇଯିବ।

-


25 JUN 2021 AT 12:41

ବେଳେବେଳେ ଇଚ୍ଛା ନଥିଲେ ବି କିଛି ସମ୍ପର୍କରେ
ପୂର୍ଣ୍ଣଛେଦ ପକେଇବାକୁ ପଡ଼େ ।

-


1 JUN 2021 AT 16:07

ଅଣନିଃଶ୍ୱାସୀ ଲାଗେନା
ଯେଉଁଠି ସମ୍ପର୍କକୁ
ସାହାଯ୍ୟର ତରାଜୁରେ ମପାଯାଏ
କମ୍ ବେଶି କରି ?

-