CHARUBALA PADHI   (©Charubala Padhi)
719 Followers · 106 Following

Joined 3 September 2019


Joined 3 September 2019
19 JUN 2022 AT 15:02

~ବାପା~

-


9 JUN 2022 AT 21:00

जब कोई साथ देता है
हाथों में हाथ देता है,
रांहो में गिर जाऊं कभि
तो वो संभालना चाहे।
फिर जिंदगी कि ये कठिन सफर
आसान हो हि जाता है।

-


8 JUN 2022 AT 14:43


ନିଦରୁ ସପନ ଯେତିକି ଦୂର,
ନିଶାରୁ ନିର୍ଜନ ଯେତିକି ଦୂର
ତୁମେ ମୋ ଠାରୁ ସେତିକି ଦୂର ।

ଆଖିରୁ ପଲକ ଯେତିକି ଦୂର
ଫୁଲଠୁ ମହକ ଯେତିକି ଦୂର
ତୁମେ ମୋ ଠାରୁ ସେତିକି ଦୂର ।

ନଦୀରୁ ସାଗର ଯେତିକି ଦୂର
ମଧୁଠୁ ଭ୍ରମର ଯେତିକି ଦୂର
ତୁମେ ମୋ ଠାରୁ ସେତିକି ଦୂର ।

ହୃଦରୁ ସ୍ପନ୍ଦନ ଯେତିକି ଦୂର
ଜୀବଠୁ ଜୀବନ ଯେତିକି ଦୂର
ତୁମେ ମୋ ଠାରୁ ସେତିକି ଦୂର ।

-


26 JAN 2022 AT 20:01


ସିକ୍ତ ଯା ମାଟି ବୀରର ଶୋଣିତେ
ଯାହାର ସନ୍ତାନ ଥାଏ ସତ୍ୟପଥେ
ଧନ୍ୟ ସେହି ମାଟି ଧନ୍ୟ ମୋ ଭାରତ
ସ୍ୱାଧୀନ ଲଭିଲା ଅହିଂସା ମନ୍ତ୍ରେ ।

-


9 DEC 2021 AT 17:50

आजकल कहां किसी के पास वक्त है,
सब अपने आप् में मस्त है,
अगर हो आप् किसिके लिये खास
वो खुद् हि वक्त निकाल लेते है ।

-


27 SEP 2021 AT 16:22

एक कप् चाय
और् हमारा
प्यारा कविता किताब्
पास में बेठा तु
और् मेरे हाथों में तेरा हाथ

-


24 SEP 2021 AT 20:03


~ତୁମେ~

-


20 JUN 2021 AT 11:01

|| ବାପା ||
•••••••••••
ତମାମ୍ ଜୀବନ
ସଂସାର ବୋଝକୁ ପିଠିରେ ବୋହି
ସଳଖି ଚାଲୁଥିବା ମଣିଷଟେ “ବାପା”।

ନିଜ ରକ୍ତକୁ ପାଣି କରି ସନ୍ତାନ ଦେହରେ
ରକ୍ତ ସଞ୍ଚାରୁଥିବା ମଣିଷଟେ “ବାପା”।

ନିଜ ସ୍ବପ୍ନକୁ ପାହାଚ କରି ସନ୍ତାନକୁ
ଆକାଶ ଛୁଏଁଇବାର କାନ୍ଧଟେ “ବାପା”।
ତାଗିଦ୍ ପଛର ନରମ ହୃଦୟଟେ “ବାପା”।

-


7 MAR 2021 AT 21:36


ହସଲୁହ ଭରା ଜୀବନଟା ପରା ମନରେ ରଖ ତୁ ଧୈର୍ଯ୍ୟ
ଦୁଃଖକୁ ବରିଲେ ସୁଖ ତୁ ଲଭିବୁ ସଂଯମୀ ହେବା ତୋ କାର୍ଯ୍ୟ ।

-


14 JAN 2021 AT 18:03


ଚିଠି : ଚିତ୍ତ ଚିଟାଉ

-


Fetching CHARUBALA PADHI Quotes