ଅନେକ ରାତିର ନିଦ ନିରୋଳାରେ
ବିକିଦେଲା ପରେ,
ଲୋଭ ନଥାଏ ସ୍ୱପ୍ନରେ,
ଥରେ ମୋହ ଛିନ୍ନ ହେଲା ପରେ
ଭୟ ନଥାଏ ସେ ଶୂନ୍ୟତାକୁ ଆଦରିବାରେ l-
କିଛି ସ୍ୱପ୍ନର କାହାଣୀ କେବଳ ରାତିକ ପାଇଁ,
କିଛି ଅଶାର ଆୟୁଷ ଦିନଟିଏର ଆଲୋକ,
କିଛି ବିଶ୍ୱାସ
ଝଡ଼ ସହ ଭୁଶୁଡି ପଡେ,
କିଛି ସତ ସଞ୍ଜ ସହ ଢଳି ଯାଏ,
କିଛି ଭରସା ଜଳି ଯାଏ ସମୟ ସାଥିରେ,
ସଂଜ୍ଞାହୀନ ଜୀବନର ସଂଜ୍ଞା ଖୋଜୁ ଖୋଜୁ
ଏ ଜୀବନର ବାଲିଘର ଏମିତି ଭାଙ୍ଗେ
ପୁଣି ଗଢ଼ା ବି ହୁଏ ଢେଉ ସାଥିରେ l-
ତୁମେ ସଦ୍ୟ ପ୍ରସ୍ପୁଟିତ କାବ୍ୟ,
ଆଉ ମୁଁ ଏକ ଦଗ୍ଧ କାହାଣୀ l
କି ସାମଞ୍ଜସ୍ୟ ଆଉ କି ପ୍ରଭେଦତା
ତୁମ ମୋ ମଧ୍ୟରେ?
କେଉଁ ଅନ୍ତରଙ୍ଗତା ଆଉ
କେଉଁ ଦୂରତ୍ୱର ତୁଳନା!
(ସମ୍ପୂର୍ଣ୍ଣ ଲେଖାଟି ଅନୁଶୀର୍ଷକରେ)-
वक़्त ऐसाभी आता है,
जब वक़्त बदलता है l
रोशनीकी चाहत भले ही हो,
रोज शाम ढलती है l
जवाबकी तलाश है आपको हमसे,
जरा आईनातो देख लेते,
कितनी बेवस है जिंदगी, "उलझी हुई"
पहले खुदको सुलझा लेते l
हमेतो आदत है अंधेरोंकी,
अमाबाससे जाने कितने समझौते की है,
दिया हमारी बुझानेसे पहले,
कास, वो आंधी को रोक लेते l-
Be sorry for the mistake,
it shows your greatness !!
but,
don't bend down too much
in front of anybody which leads
to losing your dignity.-
The lyrics I feel in you,
penned it as poetry.
You may not be a writer,
but the essence of my ink ❤
@Dharitri_Panigrahi-
किस्से बहत होती है जिंदगी मैं,
लेकिन याद हमेसा वही रहती है,
जो दिल मैं होकर,
दिल से गुजर के जाती है l-
I have huge hope
but I am helpless,
Though I am earning
I am useless,
though I am learning,
I am "bloody" aimless.
I am not a feminist
but I am a girl,
I don't slam this society,
I slam the mentality they have.
DHARITRI PANIGRAHI
(Read in the caption)-
What you do or say,
true or lie
justice or injustice
can be hidden from your eyes,
but the soul is not blind.
If nobody,
but it's you "& only you" from the
inside
that knows the truth behind .-