N G   (N G)
713 Followers · 330 Following

Joined 16 November 2019


Joined 16 November 2019
28 AUG AT 21:52

ବିରକ୍ତିଆ ପ୍ରେମିକ

-


18 AUG AT 21:22

ତୁମ ପ୍ରେମରୁ ମୋର ବହିଷ୍କାର ନିଶ୍ଚିତ
ଏ ଆଭାସ ମୁଁ ପାଇ ସାରିଛି,
ମୋ ଆତ୍ମାରୁ ତୁମ ବିଚ୍ଛେଦ ଅସମ୍ଭବ
ଈଶ୍ୱରଙ୍କୁ ପ୍ରମାଣ ଦେଇ ସାରିଛି l

ହଁ, ମୋ ଭବିଷ୍ୟତ ଉଜାଡ଼ିବାକୁ
ତୁମେ ଶତ ପ୍ରତିଶତ ସକ୍ଷମ,
ତୁମ ଛଳନାରେ ଜଳିଯିବି ମୁଁ
ରହିଯିବ ମୋ ଆତ୍ମା, ଆତ୍ମାରେ ତୁମେ l

ତୁମେ ମୋ ଦେହରେ ମୁହଁରେ
ପ୍ରେମର ପରିଚୟ ଦେଲ,
ମୁଁ ପାଗଳ ଯେ ମୋ ଆତ୍ମାକୁ
ତୁମ ନାଁ ରେ ପ୍ରେମମୟ କରିଦେଲି l

ଯଦି ଏ ଦୁନିଆରେ ଆତ୍ମା ଅମର
ତାହେଲେ ମୋ ପ୍ରେମ ବି ଅମର,
ମୋ ଦୁନିଆରେ ତୁମ ସ୍ମୃତି ସହ
ଏ ପ୍ରେମାତ୍ମା ଚିରକାଳ ପାଇଁ ଅମର l

-


12 AUG AT 21:13

ସଭିଏଁ କୁହନ୍ତି ମୁଁ କଳଙ୍କିତ,
ସେ ଜାଣେ
ମୁଁ ଯେ ତୁମ ପାଇଁ ସମର୍ପିତ l

-


26 JUL AT 19:58







-


23 JUL AT 19:44

ମୋତେ କିଏ ବୁଝେନା

-


4 JUN AT 13:17

ଏ ନିଃଶ୍ୱାସ ନ ହେଉ ଶେଷ

-


31 MAY AT 21:15

कितनी झूठी थी वो मोहब्बत की कसमें ,
आज तुम भी जिंदा हो और हम भी !
फर्क सिर्फ इतना है ...
तुम किसी और के साथ
और मैं तुम्हारे यादों के साथ l

-


29 MAY AT 10:08

ନୂଆ ସମ୍ପର୍କଟେ ଆରମ୍ଭ ତ କରିଦେଲି
ହେଲେ, ନାମକରଣ କରିବା ଭୁଲିଗଲି !

-


24 MAY AT 23:03

बदला क्या है
ये तो मुझे पता नहीं ,
लेकिन यकीन मानों
मुझमें पहले जैसा कुछ भी नहीं है l

-


20 MAY AT 22:21

ମୁଁ ତୁମ ପାଇଁ ଆଣିଥିବା କାନ ଝୁମୁକା ହଳକ
ଆଜି ନିଜ ଲକ୍ଷ୍ୟ ପଥର ସନ୍ଧାନରେ,
ତୁମ କାନରେ ଝୁଲି ମୋକ୍ଷ ପାଇବ; ଅଥବା
ମୋ ଅସ୍ଥି ପାଖରେ ପଡି ଭାଗ୍ୟକୁ ନିନ୍ଦିବ l

-


Fetching N G Quotes