Puspanjali Rout   (Puspanjali)
827 Followers · 50 Following

My hobby my style my life
"ମୁଁ ଦୂର ଆକାଶର ପକ୍ଷୀ ଟିଏ"🕊️🕊️🕊️।
YouTube channel 👇👇🙏
Joined 24 December 2020


My hobby my style my life
"ମୁଁ ଦୂର ଆକାଶର ପକ୍ଷୀ ଟିଏ"🕊️🕊️🕊️।
YouTube channel 👇👇🙏
Joined 24 December 2020
2 FEB AT 6:56

"ଅଜଣା ଅଚିହ୍ନା ଥିଲେ ଆମେ ଦୁହେଁ
ପରିଚୟ ତୁମର ଦେଲ
ତୁମ ନାଆଁ ର ମୁଦି ଆଙ୍ଗୁଳି ରେ ମୋ ଦେଇ
ନିଜର ବନେଇ ନେଲ
ସାରା ଜୀବନକୁ ସାଥୀ ହେବାପାଇଁ
କଥା ତୁମେ ମୋତେ ଦେଲ
ତୁମ ପରିଚୟେ ମୋ ପରିଚୟ ଯୋଡ଼ି
ନିଜର ବନେଇ ନେଲ....♥️♥️💍♥️♥️"

-


6 AUG 2023 AT 18:30

"ବନ୍ଧୁ ହେଉଛି ଏମିତି ଏକ ଶବ୍ଦ ଯାହାକୁ କି ବର୍ଣ୍ଣନା କରିବା ଅତି କଷ୍ଟ କର।
ବନ୍ଧୁ ହିଁ ହେହୁଛି ଏହି ସାର ସଂସାର ରେ ଏମିତି ଜଣେ
ଯିଏକି ଢି ଢ଼ି ବର୍ଷା ରେ ଓଦା ହୋଇଥିବା ମୁହଁ ଭିତରୁ ମଧ୍ୟ ଆଖିର ଲୁହ କୁ ଦେଖି ପାରି ଥାଏ।"

-


6 AUG 2023 AT 18:24

"ଅଧୁରା ସ୍ଵପ୍ନ କେବେ ଖୁସି ଦିଏ ନାହିଁ
ଅଧା ଲେଖା ଚିଠି ପଢ଼ି କିଛି ବୁଝିହୁଏ ନାହିଁ ।"

-


6 AUG 2023 AT 18:19

"ନିଜକୁ ମାଗୁଛି ନିଜ ଅନୁମତି
ଭୁଲିବାକୁ ମୋର ସବୁ ପୁରୁଣା ସ୍ମୃତି ।
ଅଦିନେ ମୋ ଓଠେ ହସ ଫୁଟେଇ
ଅକାରଣେ ଆଜି ଦେଲା କନ୍ଦେଇ।
ଆଉ କାହା ଖୁସିରେ ଖୁସି ସିଏ ଆଜି
ମୋତେ କରିଦେଇ ପର
ଆଉ କାହାକୁ କରିଛି ନିଜର
ସିଏ ବଡ ବେଦରଦି ସ୍ୱାର୍ଥପର।"


-


6 DEC 2022 AT 22:42

"ବେଳେବେଳେ ମୋର ଏମିତି ଇଚ୍ଛା ହୁଏ ଯେମିତି କି ମୁଁ
ମୋ ଜୀବନରେ ଘଟିଥିବା ସେ ସମସ୍ତ ସ୍ମୃତି କୁ ଲିଭେଇ ଦେବି
ଯୋଉ ସ୍ମୃତି କୁ କି ମୁଁ କେବେ ଭୁଲିବାକୁ ଚାହୁଁନି କିନ୍ତୁ ସେ ସ୍ମୃତି ମୋତେ ବାରମ୍ବାର କଷ୍ଟ ଦଉଚି, କିନ୍ତୁ କଣ କରିବି ଜୀବନ ଟା ପରା ଏକ ଏମିତି ଚିତ୍ର ଯାହାକୁ କି ଆଙ୍କିବା ପାଇଁ ତ ପେନ୍ସିଲ ଅଛି ହେଲେ ତାକୁ ଲିଭାଇବା ପାଇଁ ଇରେଜର ନାହିଁ।"

-


28 NOV 2022 AT 14:43

"ଜରୁରୀ ତ ନୁହେଁ ନା ଯେ ଆମେ ଯାହାକୁ ଭଲ ପାଉଛନ୍ତି
ତା ସାଥିରେ ସାରା ଜୀବନ ରହିବା।
ଜରୁରୀ ତ ଏହା କି ଯାହାକୁ ଆମେ ଭଲପାଉଛନ୍ତି
ତା ସହ ସବୁବେଳେ ରହିବା ।
ତା ସୁଖରେ ଆମେ ତା ସହ ନ ରହିଲେ ବି
ତା ଦୁଃଖରେ ସବୁବେଳେ ତାର ସାଥ ଦେବା।
ପ୍ରକୃତ ଭଲପାଇବା ର କେବେ ଶେଷ ନଥାଏ
ବାସ୍ ସମୟ ସବୁବେଳେ ସମାନ ନଥାଏ ।
ତେଣୁ ଯେତିକି ସମୟ ତା ସହ ରହିବା
ସେତିକି ସମୟ ରେ ସାରା ଜୀବନ ର ଖୁସି
ଦୁହେଁ ଦୁହିଁଙ୍କ ସହ ବାଣ୍ଟିବା ।"

-


5 OCT 2022 AT 6:38

ମାଆ ଦୁର୍ଗା
"ଶରତର ଆଗମନେ ଆସେଜେ ପାର୍ବଣ
କାଶତଣ୍ଡି ହସି ଭଜୁ ଥାଏ ମା ଦୂର୍ଗାଙ୍କ ର ନାମ ।
ମାଆଙ୍କର ଆଗମନେ ହସେ ଗାଁ ଠୁ ସହର
ଚତୁର୍ଦ୍ଦିଗ ବାସୁଥାଏ ଚନ୍ଦନ କର୍ପୂର ।
ଭକ୍ତଙ୍କର ଅପେକ୍ଷାର ଅନ୍ତ ଯେ ଘଟିଲା
ମାଆଙ୍କର ଦିବ୍ୟ ରୂପ ଦର୍ଶନ ମିଳିଲା ।
ପାପର ବିନାଶ ପାଇଁ ତୁମେ ଅବତାର ନେଲ
ମହିଷା କୁ ବୋଧ କରି ମହିଷା ମର୍ଦ୍ଧିନୀ ସାଜିଲ।
ଅନେକ ପାପର ତୁମେ ଅନ୍ତ ଯେ କରିଛ
ବିଭିନ୍ନ ରୂପ ଧରି ତୁମେ ଅସୁର ସଂହାର କରିଛ।
ଦୁଃଖ କର ଦୂର ମା ତୁମେ ଦୁଃଖ ବିନାଶିନୀ
ଶୁମ୍ଭ ନିଶୁମ୍ଭ ଅଇରୀ ମାଗୋ ମହିଷମର୍ଦ୍ଧିନୀ,
ସର୍ବ ଶକ୍ତି ସ୍ୱରୂପିଣୀ ବିପଦ ଭଞ୍ଜିନି
ଶାନ୍ତି ପ୍ରଦାୟିନି ମାଆ ସିଂହ ବାହିନୀ।"— % &

-


24 SEP 2022 AT 11:31

"तेरी प्यार की मेहंदी
हातो में रचाई ही हम
इंतजार ही तुम्हारा
कब आओगे तुम।"— % &

-


23 SEP 2022 AT 12:17

..ଇଚ୍ଛା..♥️
"ଯଦି ମୋତେ ମୋର ଗୋଟିଏ ଇଚ୍ଛା
ପୂରଣ କରିବାର ସୁଯୋଗ ମିଳନ୍ତା
ତେବେ ଈଶ୍ବରଙ୍କ ପାଖରେ ମୁଁ ତତେ ସାତଜନ୍ମ ପାଇଁ ମାଗିନଥାନ୍ତି!
ବରଂ ତୋ ସହ ଗୋଟିଏ ଦିନରେ ସାତ ଜନ୍ମ ର ଜୀବନ ବଞ୍ଚିବାକୁ ଚାହିଁଥାନ୍ତି।"— % &

-


23 SEP 2022 AT 8:25

"मेरा प्यार सच्चा था इसलिए तुम्हारा इंतजार करना पड़ा वरना आज की स्वार्थी दुनिया में इंतजार करने की जरूरत नहीं पड़ती।"— % &

-


Fetching Puspanjali Rout Quotes