Truptimayee Panda   (ମୁଁ ମଲ୍ଲିକା ✍️)
1.6k Followers · 11 Following

read more
Joined 17 September 2019


read more
Joined 17 September 2019
3 JUL AT 9:26

ଭରସା ଦେଇଥିବା ମଣିଷଟା ଯଦି କଥା ରଖି ପାରନ୍ତା; ତାହେଲେ ବୋଧହୁଏ ଏ " ଆପେକ୍ଷା “ ଶବ୍ଦଟା ଶବ୍ଦକୋଶରେ ନଥାନ୍ତା !!

-


3 JUL AT 9:20

ଟଙ୍କା ର ମୂଲ୍ୟ ବୁଝୁଥିବା ମଣିଷ ଯଦି ଥରେ ମଣିଷର ମୂଲ୍ୟ ବୁଝି ପାରନ୍ତା ତାହେଲେ କେତେ ଭଲ ହୁଅନ୍ତା ଭାବିଲେ ??

-


1 JUL AT 17:10

ମୁଁ ତୁମ ଜୀବନର ସେଇ ରଫଖାତା ;
ଯେଉଁ ରଫଖାତାରେ ତୁମର ସବୁ ଭୁଲ୍ ର ଶବ୍ଦ କୁ ତମେ ନିଜେ ସୁଧାରି ନେଇଛ ।।



-


1 JUL AT 17:03

ମୁଁ ଏକ ଏମିତି ରଫଖାତା
ଯେଉଁଥିରେ
ସବୁକିଛି ଭୁଲ୍ ଠିକ୍ କୁ
ଆପଣେଇ ନିଏ ।
ଆଉ ଅପେକ୍ଷା ରଖିଥାଏ
ସବୁ ଅଭ୍ୟାସର
ଶେଷରେ
ତମେ ନିଜକୁ କେତେ ସଜାଡି ନେଇଛ ।

-


3 JUN AT 17:36

ସମୟର ଭିଟାମାଟି କୁ
ଭାଙ୍ଗିବାର
ସେ ଦୁଃସାହସ ;

କଥା କହିବାର
ପଦେ ମୋହ ମାୟାକୁ ବି
ଭାଙ୍ଗିରୁଜି
ଚୁରମାର୍ କରିଦିଏ !!

ସାହସ ତ ଅନେକ ଭଲ
ହେଲେ;
ତୁମ ଭିତରର ସେ ଦୁଃସାହସ
ତୁମକୁ କିଲବିଲ୍ କରିଦେବ !!!!

-


2 JUN AT 16:59

ସେ ସମୟ
ଆଉଥରେ
ଫେରି ଆସନ୍ତାନି;;

ଯେ ସମୟକୁ ମୁଁ ଆଜି ବି ଭାଳି ହୁଏ !

ସେ ପିଲା ଦିନ ଭାରି ମନେ ପଡେ !!

-


2 JUN AT 16:57

ସେ ସମୟ
ଆଉଥରେ
ଫେରି ଆସନ୍ତାନି;;

ଯେ ସମୟକୁ ମୁଁ ଆଜି ବି ଭାଳି ହୁଏ !

ସେ ପିଲା ଦିନ ଭାରି ମନେ ପଡେ !!

-


2 JUN AT 16:50

ଭଲ ପାଉଥିବା
ସେ ମଣିଷକୁ ପାଇବା ପାଇଁ

ସେତେବେଳର ସେ
ଭାଗ୍ୟସହ ଲଢେଇ
ଆଜି ତାକୁ
ଭୁଲିବା ପାଇଁ ନିଜ ମନ ସହ
ଲଢେଇ କରିବା ପର୍ଯ୍ୟନ୍ତ ପହଞ୍ଚାଇ ଦେଲା !!!!

-


2 JUN AT 10:43

ସେ ତ ଚାହୁଁଥିଲା
ମୁଁ ଫେରିଯାଏ;;
ଅବିବେକୀ ପ୍ରେମିକା ଟେ ପରି !!!

-


21 MAY AT 1:38

ବିଚରା ଏ ହୃଦୟ !
ତମେ କାଣିଚାଏ ଭଲ ପାଇବା ଜାଚିଦେଇ ଦେଖ
ଦେଖିବ ;ସେ ଭୁଲିଯିବ ସବୁକିଛି !!

-


Fetching Truptimayee Panda Quotes