QUOTES ON #ଭାରତ

#ଭାରତ quotes

Trending | Latest
5 APR 2021 AT 11:32

ଆଜି ଦେଶକୁ ସୁରକ୍ଷା ଦବାକୁ ଯାଇ
ଜୀବନ ଦେଲେ ୨୨ ଯବାନ୍
ଏହି ବଳିଦାନ କେବେ ବୃଥାରେ ଯିବନି
ଜଣ ଜଣଙ୍କର ନିଆଯିବ ହିସାବ୍....🇮🇳

୫ ଘଣ୍ଟା ଧରି ଲଢେ଼ଇ କଲେ ସେ
କେବଳ ଆମରି ପାଇଁ
ଏ ଚୁଟିଆ ନକ୍ସଲ୍ କୋଉଠି ଥିଲେ
୩ ଆଡୁ ଆସିଲେ ଧାଇଁ....🇮🇳

ଆରେ ସାହସ ଅଛି ତ ସାମ୍ନାକୁ ଆସ
ଦେଖିବ ଆମ ଯବାନ୍ ଙ୍କ ଦମ୍
ଗୋଟି ଗୋଟି କରି ପଦା କରିଦେବେ
ଆମ ଦେଶରୁ ତୁମେ ମାନେ ହେଇଯିବ କମ୍....🇮🇳

ସମୟ ଆସିବ ଲୀନ ହେବ ତୁମେ
ଚାରିଆଡେ ରକ୍ତର ସୁଅ ଛୁଟିବ
୨୨ ଯବାନ୍ ଙ୍କ ଜୀବନ ବଦଳରେ
୨୨00 ନକ୍ସଲ୍ ଙ୍କ ମୁଣ୍ଡ ଗଡିବ....🇮🇳

-


12 MAY 2020 AT 20:17

ଭାରତ ବି ଗୋଟେ ଅଜବ ଦେଶ,
ଯେଉଁଠାରେ ଗଳି ଠୁ ଆରମ୍ଭ କରି ରାଜରାସ୍ତାରେ ଜୀବ ଜନ୍ତୁ ବୁଲି ପାରୁଛନ୍ତି
ସେଠାରେ ଘରର ଝିଅ ସାଧାରଣ ରାସ୍ତାରେ ମଧ୍ୟ ଏକା ବୁଲିପାରୁନି।😔

-


25 NOV 2018 AT 1:30

ଆଜି ର ଭାରତ
*********
ନାରଙ୍ଗୀ ଯୋଗିନୀ,ଶୁଭ୍ର ତୋ ତଟିନୀ
ହିମାଳୟ ଯା ଉଚ୍ଚ ମଥା ।
ପାଦେ ଗଙ୍ଗା ଜଳ, ସମର୍ପେ ସ୍ୱ କୂଳ
ଶୁଣେ ଭାବି ବିଶ୍ୱଶ୍ରୋତା ।
ତ୍ରିରଙ୍ଗା ମଧ୍ୟମ ଅଶୋକଚକ୍ରରେ
ପୃଥିବୀ ବକ୍ଷରେ ତୁ ଶୋଭିତ ।

ସବୁଧର୍ମେକର୍ମେ ଦିନେ ହସୁଥିଲୁ
ଆଜି କାହିଁ କହ ଲାଗୁ ତୁ ଦୁଃଖିତ
ସମାଜର ଦୋଷ ସମାଜକୁ ଠେଲି
ବ୍ୟକ୍ତି ତ ବେଶ୍ ଆନନ୍ଦିତ !
ରାଜନୀତି ପାଇଁ ଦେଶ ନାଁ ଯୋଡି
ଦେଶକୁ କଲେଣି ଭୃଲୁଣ୍ଠିତ ।

ତୁ ଖୁସି ହୋ କି.. ବହୁତ ସହିଛୁ
ବଳି ତ ଦେଇଛୁ ତୋ ମାତୃତ୍ୱ ।
ପରୋକ୍ଷରେ କିନ୍ତୁN କଣ ବା ମିଳିଛି
କିଛି ତାତ୍ସଲ୍ୟ,ଆଉ ଅପରିଷ୍କାର ସତ୍ୟ ।

-


16 MAY 2020 AT 14:34

ଯେତେବେଳେ ଆମେ କିଛି କିଣିଛୁ,
ଆମେ ନିଶ୍ଚିତ ଭାବରେ MRP ଏବଂ Expiry date ଦେଖୁ l
ଆସନ୍ତୁ “Made in India” ଦେଖିବାର ଏକ ନୂଆ ଅଭ୍ୟାସ ମଧ୍ୟ ଯୋଡିବା |
ଆଉ ଆମ ଦେଶର ଅର୍ଥବ୍ୟବସ୍ଥା ବୃଦ୍ଧି କରିବାରେ ସହଯୋଗ କରିବା |

ଜୟ ଭାରତ ମାତା 🙏

-


16 MAY 2020 AT 9:28

ଆମ ଭାରତର ସବୁ ଝିଅ ସୁନ୍ଦର୍ ହୋଇଥାନ୍ତି।


କିଏ ସୁନ୍ଦର୍ ହୃଦୟରୁ

କିଏ ଓପୋ ମୋବାଇଲରୁ।
😜😂😜

-


7 AUG 2019 AT 15:52

ତ୍ରିରଙ୍ଗା ଭାରତର ଚିତ୍କାର କରୁଛି,
ମୋ ତିନି ରଙ୍ଗର ଟିକିଏ ସମ୍ମାନ କର,
ଗେରୁଆ ସବୁଜରେ ଭେଦ ଭାବ ନ କରି,
ତୁମେ ଭାରତୀୟ ବୋଲି ସ୍ୱୀକାର କର !

ଭାଙ୍ଗ ନି ଆଉ ଭାରତର ଭଙ୍ଗା ହୃଦୟକୁ,
ନିଜ ଅହଂ ଭାବନାକୁ ଚୁରମାର କର,
ସତ୍ୟର ପକ୍ଷରେ ନିଜକୁ ସମର୍ପିତ କରି,
ଏ ଭ୍ରଷ୍ଟ ଭାରତକୁ ଏବେ ଅସ୍ୱୀକାର କର !

କି ଅନ୍ତର ଅଛି ରାମ ରହିମ ନାମରେ,
ମଣିଷକୁ ମଣିଷ ଭଳି ବ୍ୟବହାର କର,
ଏ ଅର୍ଦ୍ଧ ଭଗ୍ନ ଭାରତକୁ ପୁଣି ଯୋଡ଼ି ଦିଅ,
ନୂତନ ଭାରତେ ପ୍ରେମର ପ୍ରସାର କର !

-


26 DEC 2020 AT 16:17

ହସ ସେତ ହସ
ବଦଳାଇ ଦିଏ ବେଶ
ହସ ଏଠିକାର ଦିନ ବଦଳାଏ
ହସ ବଦଳାଏ ପାଶ

-


8 OCT 2020 AT 15:54

ବାଃ ବାଃ ରେ ଭାରତ ଉଡାଉଛୁ ନେତ
ସଂସ୍କୃତି ପରମ୍ପରାକୁ ନେଇ
କେଉଁ ବିକାଶରେ ଗର୍ବ ତୁ କରୁଛୁ
ଯହିଁ ନାରୀ ସୁରକ୍ଷିତ ନାହିଁ ।
କାହା ଆନନ୍ଦରେ ଏଇ ବସୁନ୍ଧରେ
କରୁଛୁ ମନ୍ଦିର ନିର୍ମାଣ
ଯେଉଁ ପ୍ରଦେଶରେ ପ୍ରତି ମୁହୂର୍ତ୍ତରେ
ହେଉଅଛି ନାରୀ ଧର୍ଷଣ ।

-


26 JAN 2020 AT 20:44

ଇତି ତୁମ ପ୍ରୀୟା

(ଅନୁଶୀର୍ଷକ ରେ)

-


2 OCT 2020 AT 13:44


(ଅନୁଶୀର୍ଷକ ରେ ପଢନ୍ତୁ )

-