ସେ ସ୍ମୃତି ହୋଇ ଅତର୍କିତ ବହିଗଲା ପରେ
ମନ ଆଉ ଲୁହ ଓଜନିଆ ହେଇଯାଏ
-
Bharat Bhusan Parida
0 Followers · 3 Following
Life is like a poem...And poem z all about Life....
Joined 26 December 2020
12 MAR 2024 AT 10:48
ଦିନେ ସେ କହୁଥିଲା
ମୁଁ ଶୁଣୁଥିଲି
ଆଜି ମୁଁ କହୁଛି
ସେ ଶୁଣିବାକୁ ନାହିଁ 💔-
12 MAR 2024 AT 10:43
ଏ ସଂପର୍କ ବି ଅଜବ
ସେ ଚାହିଁଲା ବେଳେ ଆମେ ନଥାଉ
ଆମେ ଚାହିଁଲା ବେଳେ ସେ-
11 MAR 2024 AT 8:52
ମୁଁ ଚାଲିଯିବା ପରେ
ତୁ କଟକର ନିଛାଟିଆ ସନ୍ଧ୍ୟାରେ
କେବେ ନା କେବେ ଭାବିବୁ
କିଏ ଗୋଟେ ଥିଲା
ଯିଏ ଭଲ ପାଉଥିଲା ପାଗଳ ପରି...-
11 MAR 2024 AT 8:36
ତୁମେ କାହା କାହାଣୀରେ ନାୟକ ହୋଇପାର,
ହେଲେ ଜାଣତ ଅଜାଣତରେ ଅନେକ କାହାଣୀର
ଖଳନାୟକ ତୁମେ ।-