ଅନୁଶୀର୍ଷକ ରେ ପଢନ୍ତୁ ସମ୍ପୂର୍ଣ୍ଣ କବିତା
-
ଆପଣଙ୍କ ପ୍ରିୟ ମୁଁ #ଶର୍ମିଷ୍ଠା💚
.
💢ମୋର ବଡ଼ #ଭାଇ, ଭଉଣୀ ଓ ... read more
ଜାଣିନି ତୁ ମୋ ଭାଗ୍ୟ ରେ ଲେଖା କି ନାହିଁ,
ତୋତେ ଏତେ ଭଲ ପାଏ ମୁଁ କଣ ପାଇଁ।।
ଆଖିରେ ଆଖିଏ ସ୍ବପ୍ନ ମୁଁ ଦେଖେ କଣ ପାଇଁ,
ଜାଣିନି ମୋ ପ୍ରେମକୁ ଏ ସମାଜ ସ୍ୱୀକାର କରିବ କି ନାହିଁ।।
ମୋ ହାତରେ ତୁ ଲେଖା ଅଛୁ କି ନାହିଁ ମୁଁ ଜଣେ ନାହିଁ,
ମୋ ହାତର ରେଖା ତୋ ନା କୁ ଏତେ ଖୋଜେ କଣ ପାଇଁ।।
ଏ ପ୍ରେମ ଖାଲି ମୋର ନା ତୋର ମୁଁ ଜଣେ ନାହିଁ,
ଏତିକି ଜାଣିଛି ମୋ ଭଲପାଇବା ରହିବ ଚିରଦିନ ପାଇଁ।।-
सच मैं यार खुद को जब Busy रखते हो तो दूसरे लोग आप के बुरा सोचने में एक second भी नहीं लेते हैं ना, सब अछाई भी एक second मैं भूल जाते हैं l
-
ମେଘ ମାୟା ରଚିଛି ଆଜି ସାରା ଓଡିଶା ରେ
ଭିଯୋଉଛି କେତେ ମାଟି କୁ ମନଇଚ୍ଛା ରେ ll
.
ଏଇ ମେଘ ରେ ଧୋଇ ହେଇ ଯାଉ ସବୁ ଦୁଃଖ
ପୁଣି ଥରେ ଫେରି ଆସୁ ସେ ପୁରୁଣା ପ୍ରୀତିର ସୁଖ ll
.
ମେଘୁଆ ମେଘୁଆ ସାରା ଆକାଶ ମୟ
ଧୂଷୁରା ଧୂଷୁରା ଲାଗେ ସଂସାର ସାୟ ll
.
ସୂର୍ଯ୍ୟ ଙ୍କୁ ସୁଯୋଗ ମିଳୁନି ଦିଶିବାକୁ
ମେଘମାଳା ର ଭାରି ମନ ପୃଥିବୀ ସହ ମିଶିବାକୁ ll-
_________________
ବୋଉର ପଣତ କାନି ସତେକି ସରଗ ପୁର
ମନ ରେ ଅନେକ ସେହ୍ନ ସରଧା ର ଆଦର ll
.
ସବୁ କିଛି ସହି ଯାଏ ହୁଁ ପଦେ କହେ ନାହିଁ
ସଂସାରକୁ ସେ ଆଗକୁ ନିଏ ସବୁ ଦୁଃଖ କଷ୍ଟ ସହି ll
.
ଝିଅ ଟିଏ ଦିନେ ଥିଲୁ ତା ପରେ ବୋହୁ ହେଲୁ
କିଛି ଦିନ ପରେ ବୋଉ ଆଖ୍ୟା ପାଇଁ ଆମକୁ ବୋହି ଚାଲିଲୁ ll
.
ତୋର ଜାଗା ତ କେହି ନେଇ ପାରିବେ ନାହିଁ
ତୋ ଭଳିଆ ବୋଉ ଏ ଜଗତ ରେ କେହି ନାହିଁ ll-
ଭାରି ମନେ ପଡେ ସେଇଦିନ, ନ ଥିଲେ ସେଠି ତାରା କି ଜହ୍ନ,ଖାଲି ଥିଲା ସେଇ ଟ୍ରେନ ଆଉ ଲୋକଙ୍କ କୋଳାହଳ ଭିତରେ ତୁମେ ଆଉ ମୁଁ l ସମୟ ପାଖା ପାଖୀ ହେଇଥାଏ 11.22am ତୁମ ଆସି ପହଂଚି ଗଲ ମୋ ପାଖରେ, ମୁଁ ଦେଖିକି ଖୁସି ସହ ଡରିଯାଇଥିଲି ଅଧିକ l ଆଖି ରେ ଆଖି ମିସେଇ କଥା ହବାର ସାହସ ବି ହାରି ଯାଉଥାଏ ସେ ସମୟ ରେ l ଦ୍ୱିତୀୟ ଦେଖାସାକ୍ଷାତ ର ମଜା କିଛି ନିଆରା ଥିଲା l
-