QUOTES ON #JAGANNATH_RATH_YATRA

#jagannath_rath_yatra quotes

Trending | Latest

May LORD JAGANNATH bless you with peace,prosperity & happiness!!

-


12 JUL 2021 AT 21:19

विश्व धरोहर पवित्र नगरी
जगन्नाथपुरी धाम है ।
जग के स्वामी जगन्नाथ
को बारम्बार प्रणाम है ।

जगन्नाथ स्वामी की ज्योति से नूर मिलता है...
सबके दिलो को सुरूर मिलता है...
जगन्नाथ स्वामी जी के द्वार में जो भी जाता है...
उन्हें भी कुछ न कुछ जरूर मिलता है...

-


12 JUL 2021 AT 12:02

ରଥଯାତ୍ରା

-


17 JUL 2021 AT 20:58

ଜଗତ ର ନାଥ ଆହେ ! ଜଗନ୍ନାଥ ।
ଗୁହାରି ଶୁଣ ପ୍ରଭୁ ଭକ୍ତଙ୍କ ପ୍ରାଣନାଥ ।।
ଆସିଅଛି ରଥଯାତ୍ରା ତୁମର ପବିତ୍ର ଉତ୍ସବ ।
ଦୁଇ ଭାଇ ସହ ସୁଭଦ୍ରା ଭଉଣୀ
ଯାଅ ମାଉସୀ ଗୁଣ୍ଡିଚା ମନ୍ଦିର ।।
ରଥ ରେ ବୁଲି ବୁଲି ଶୁଣ ଭକ୍ତଙ୍କର ଡାକ ।
ତ୍ରାହି ତ୍ରାହି ଡାକୁଛନ୍ତି ନିରୀହ ଲୋକ ।।
କେବେଠୁ କୋରୋନା ବ୍ୟାପିଛି ଜଗତେ ।
ରକ୍ଷା କର ଆହେ ମହାବାହୁ ଖୁସି ଢାଳି ଦିଅ ଏହି ସଂସାରେ ।।
ତୁମେ ଆତ୍ମା ଅଟ ତୁମେ ପରମାତ୍ମା ।
ସମସ୍ତଙ୍କ ପ୍ରାଣେ ରହିଅଛ ହୋଇ ଜିବାତ୍ମା ।।
ଦୟା କର ଆହେ ଲକ୍ଷ୍ମୀପତି ।
କଷ୍ଟ ଦୂର କର ଆହେ ବୈକୁଣ୍ଠାଧିପତି ।।

-


23 JUN 2020 AT 10:57

पापियों का करके उद्धार,
लोगों को जिन्होंने सिखाया ज्ञान और प्यार।
रथ पर बलदाऊ और सुभद्रा संग चले,
श्रीकृष्ण अपने मामा के द्वार।।

-


24 JUN 2021 AT 14:21

ହେ ପରମପିତା ପରମାତ୍ମା ପବିତ୍ର ପରମବ୍ରହ୍ମ ! ତୁମେ ହିଁ ମୋ ପ୍ରାଣଦାତା ପ୍ରାଣନାଥ ପରମେଶ୍ୱର । ତୁମେ ସର୍ବସ୍ବ। ତୁମ ସାମ୍ନା ରେ ମୋ ଭାଷା , ଶବ୍ଦ , ଜ୍ଞାନ ସବୁ ଭୂଲୁଣ୍ଠିତ । ମୁଁ ଶୂନ୍ୟ , ତୁମେ ପୂର୍ଣ୍ଣ । ତୁମ ପାଇଁ ମୁଁ ତୁମେ ଦେଇଥିବା ସର୍ବସ୍ବ ତ୍ୟାଗ କରି ଦେଇଛି । ମିଥ୍ୟା ସଂସାରେ ତୁମେ ହିଁ ପରମ ଚିରନ୍ତନ ସତ୍ୟ । ହେ ମହାବାହୁ.. ମୋର ସର୍ବସ୍ବ ଲୁଟି ଯାଉ ପଛେ .. ତୁମ ପାଇଁ ଏ ଭାବ ସର୍ବଦା ରହିଥାଉ । ତୁମ ଦର୍ଶନ ମାତ୍ରେ ସେମିତି ଭକ୍ତି ଭାବ ରସ ହେଇ ନୟନ ପଟେ ବହି ଯାଉ । ତୁମ ସେବା ରେ ଜୀବନ୍ ର ପ୍ରତ୍ୟେକ ଟି ମୁହୂର୍ତ୍ତ ମୋର "ଜଗନ୍ନାଥ" ହେଇ ଯାଉ । ମୋ ପାଖେ ସଦା ସର୍ବଦା ଉପସ୍ଥିତ ହୋଇ ମୋ ଜୀବନସଥୀ ଭାବେ ତୁମକୁ ପ୍ରାପ୍ତ କରିବାର ମାର୍ଗ ଦର୍ଶନ କରାଉ ଥାଅ। ସୃଷ୍ଟି ହୋଇଛି ତୁମ ଠାରୁ.. ମିଶିଯିବି ଦିନେ ତୁମ ଠାରେ । ମୁଁ କି ସଂସାର ସହ ମିଶିବି ଆଉ !! ମୁଁ ତ ତୋ ମୋହ ରେ ବାଇ । ଅଛି ଯେତେ ସଙ୍କଳ୍ପ, ଆକାଂକ୍ଷା, ସ୍ଵପ୍ନ , ଆଶା .. ସବୁ ର ଉତ୍ତର କେବଳ "ଜଗନ୍ନାଥ " । କାଳିଆ ରେ !! ତୁ ହିଁ ଏକା ସାହା ଭରସା । ସକଳ ତୀର୍ଥ ତୋ ଚରଣେ ।

-


24 MAY 2021 AT 10:26

भरोसा है फिर से वहीं दिन दिखेगी
किसी एक रात के बाद फिर से
रथयात्रा में लाखों की भीड़ दिखेगी

-


12 JUL 2021 AT 8:32

हैप्पी जगन्नाथ रथ यात्रा.. भगवान आपकी सारी मनोकानाएँ पूर्ण करें!!
दुःख हरे प्रभु आपकी परम् सुख़ की प्राप्ति हो आपको 🙏

-


2 JUL 2022 AT 0:12

अपलक नेत्रों से निहार रहें हैं,
आज प्रभु इस जग को।
अपने मन की प्यास बुझा लो,
नैनों में भर लो इस छवि को।
दूरी बाधा नहीं बनेगी,
जब मिलन की आस हो हृदय को।
भक्ति की डोरी भावों में भरकर,
खींचो प्रभु के इस रथ को।।
_Nema

-


12 JUL 2021 AT 15:11

ମୋ ଜଗା ର ଦଶାବତାର

ଭାଇ ଭଉଣୀଙ୍କୁ ସାଥିରେ ଧରି,
ଜଗା ମୋ ଆସୁଛି ଭ୍ରମଣ କରି।
ମାଉସୀ ଘରକୁ ଯିବ କାଳିଆ,
ମଝିରେ ସୁଭଦ୍ରା ଆଗେ ବଳିଆ‌।
ଦଶ ଦିନରେ ହେବ ଦଶାବତାର,
ନାଶିବ ଧରାରୁ ପାପର ଭାର।
ମତ୍ସ୍ୟ ଅବତାରେ ବେଦ ଉଦ୍ଧାରଣ,
ରାକ୍ଷସ ରାଜ ହୟଗ୍ରୀବ ସଂହାରଣ।
ଟେକିଲେ ଧରାକୁ ନେଇ କୂର୍ମ ଅବତାର,
ପୃଥିବୀ ଯେବେ ହେଉଥିଲା ରସାତଳ।
ବରାହ ଅବତାରେ ହିରନାକ୍ଷ କୁ ସଂହାରି,
ହିରଣ୍ୟକଶିପୁ କୁ ନରସିଂହ ରୂପେ ବିଦାରି।
ବଳି କୁ କଲେ ରସାତଳ ଧରି ବାମନ ଅବତାର,
ପରଶୁରାମ ଅବତାରେ କ୍ଷତ୍ରୀୟ ସଂହାର।
ରାମ ରୂପ ଧରି ରାବଣ ନିଧନ,
ହଳଧର ଅବତାରେ କଂସ ର ମରଣ।
ଶାନ୍ତି ର ପ୍ରତିଷ୍ଠା କଲେ ଧରି ବୁଦ୍ଧ ରୂପ,
କଳ୍କୀ ଅବତାରେ ନାଶ ପ୍ରଭୂ ସର୍ବ ପାପ।


-