R. Lipsa Reddy  
149 Followers · 29 Following

❤️🤗🥰❤️
Joined 11 February 2020


❤️🤗🥰❤️
Joined 11 February 2020
29 JUL 2021 AT 9:05

ବୁଝନ୍ତି ନି କେହି ମନ ମୋର
ନାହିଁ କାହା ପ୍ରତି କୁବିଚାର
ଅଭିମାନ ଟିକେ ଅଧିକା ମୋର
ଯାହାକୁ କରିନିଏ ମୁଁ ଆପଣାର।
ଭାବ ଭାବ ରେ ମନ ଅଧିର
ଭଙ୍ଗ୍ନ ନାହିଁ ସେ ସାଇତା ର
ସଜାଡ଼ିବା ପରେ ହଜିବାକୁ ମନ ତାର
ଖୋଜିବି କେମିତି ସେହି ଉପହାର
ପାଖେ ରହି ସେ ଅଜଣା ଅଜଣା
ଭାଙ୍ଗି ଥିଲେ ଗଢିଥାଆନ୍ତା ମନ
ଭଙ୍ଗିବ କଣ? ସେ ମୂଳ ରୁ ଉଭାନ
ନଥିଲା ଟିକେ ବି ଘୃଣା ତା ପ୍ରତି
ବୁଖିଲାନି କେମିତି ମନ ର ପରିସ୍ଥିତି
ଏ ସବୁ ତ ସଂସାର ର ପ୍ରକୃତି
ଅଧିକ ଅବୁଝା ଏ ମନ ଟି
ମନ ଆବେଗନା କୁହେନା କାହାରିକି
ବୁଝିବେନି କେହି, ବୁଝିଲି ଏତିକି

-


12 JUL 2021 AT 12:02

ରଥଯାତ୍ରା

-


7 JUL 2021 AT 17:36

ନିଦ ଚୋରା ରାତି
ସ୍ଵପ୍ନ ଭରା ଆଖି
କିଏ ସେ କହୁଚି
ମୁଁ ତୁମ ସଖୀ

-


19 SEP 2021 AT 13:45

Jo kismat mein nahi hai
Phir kyun ye mulakat sahi hai?

Jo khusi apni manjil pe khadhi nehi hein
Usko apna banana jaruri hai?

-


14 AUG 2021 AT 15:19


ମନ ଜମା ଲାଗୁନାହିଁ ଏ ସଂସାରକୁ
ସ୍ବାର୍ଥ ସିନ୍ଧୁ ରେ ସଂସାର ବିନ୍ଦୁ
ମୋହ ମାୟା ରୁ ଉଦ୍ଧାର କୃପାସିନ୍ଧୁ
ସମ୍ମାନ ଏଠି ଜାତି ଭେଦ ଭାବ କୁ
ତୁମରି ସନ୍ତାନ-ସନ୍ତତି ହୋଇ ସୁଦ୍ଧା,
ପ୍ରଭେଦ ତିଆରି କରନ୍ତି ତୁମରି ସୃଷ୍ଟି କୁ
ନ ଜାଣନ୍ତି କେହି ବିନା ସ୍ବାର୍ଥ ରେ କାହାରିକୁ
ସ୍ବାର୍ଥ ଥିଲେ ଆଗେଇ ଆସନ୍ତି ଆପଣାର କରିବାକୁ
ଏପରି ବନ୍ଧନ ର ବାନ୍ଧବୀ ହେବାକୁ ଚାହେଁ ନାହିଁ ପ୍ରଭୁ
ମୁକ୍ତି ଦ୍ଵାର ରେ ପ୍ରବେଶ କରନ୍ତୁ ଏହି ପାପୀକୁ
ଫେରିଆସିବି ଆମରି ଗୃହ କୁ
ବିନମ୍ର ଅନୁରୋଧ ରହିଲା ପ୍ରଭୁ🙏🥺

-


2 AUG 2021 AT 23:13

अब अधूरी नहीं, पुरी भी नहीं होगा ,कुछ तो सूनले जिंदगी ये गुमसुम कहानी बता नहीं सकते फिर समझने के लिए कोशिश कर ले। आज सब बढ़िया है कल को !!!!!!.......

-


1 AUG 2021 AT 23:16

ସବୁ ରଙ୍ଗ ରେ ଭରା ମୟୁରୀ
କଳା ମେଘ ରେ ସେ ନର୍ତ୍ତକୀ
ଅଙ୍କାବଙ୍କା କଳା ମେଘ ରେ ମନ ଟି
ସବୁ ରଙ୍ଗ ଥାଇ ବି, ତା ଲୟ ଅନ୍ୟ କେଉଁଠି

-


30 JUL 2021 AT 19:04

😅
ମିଶିବ ପୁଣି ସେ ଖୁସି ର କାରଣ କୁ ଥରେ
ମନରେ ମିଶିବା ପାଇ ଅଜସ୍ର ଇଛା ଉଙ୍ଗୀ ମାରେ
ସେ ହସ ଆଜି ବି ନାଚି, ତାକୁ ଠାର କରେ
ଲୁହ ତା'ର ବନ୍ଦୀ ସେହି ବିଦାୟ ବେଳା ରେ
ମଗ୍ନ ଚକ୍ଷୁଦ୍ବୟ ସେହି ସୁମଧୂର୍ୟ ହସ ରେ
ଆଖି ଝୁରେ ସେ ହସ କୁ ଦେଖିବାକୁ ଥରେ
ଫେରିଆସେ କେମିତି କହିବ ମନରେ ବିଚାରେ
ସେ ବା ଏବେ ଦୁରେଇ ଦେଇଛି ମନ ରେ!!!..
କାହିଁ ସେ ଭାବନା ଏଠି ଆପଣା ବୋଲି ଅଜଣା
ଥିଲା ପର ଶବ୍ଦ ଦିନେ ବାଟବଣା
ପର ପାଇଛି ଆଜି ତା ଠିକଣା

-


29 JUL 2021 AT 22:30

Odisha

-


28 JUL 2021 AT 18:10

Yes...! ..yes... of course
my best friend is treasure. I haven't found this person here or anywhere else not like that. I got through my wishes and I begged my God to fulfill my wish.I think finally God listen my pray and gifted me also🥰🙏 .
"Thank God" 🙏🙏🙏🥰....
My best friend is my pleasure 😚
My best friend is my happiness 😍....
No words for this person .
How I can explain you how important you are in my life.




-


Fetching R. Lipsa Reddy Quotes