ଖାଲି ହାତେ ଆସିଛୁ,ଖାଲି ହାତେ ଯିବୁ
ତଥାପି ଗର୍ବ ଅହଂକାର ନ ଛାଡ଼ିବୁ-
20 MAY 2022 AT 14:52
ନିଜ ହାତରେ କଲି ବହୁ ଅସାଧ୍ୟ ସାଧନ,
ଜନ୍ମିଥିଲି ସତେ ଯେମିତି ଜିତି ଯିବି ଧରା,
ମରଣ ପରଶେ ଆଜି କହି ଯାଏ ପ୍ରାଣ,
ଶୂନ୍ୟ ହସ୍ତେ ଆସିଥିଲି ମୁହିଁ ଯିବି ହୋଇ ନିଃସ୍ୱ ସର୍ବହରା।-
20 MAY 2022 AT 15:35
ସାଥେ କିଛି ଯିବ ନାହିଁ
ଯିବ ଖାଲି କର୍ମ ଫଳ
ଭଲ ମନ୍ଦ ବାଣୀ କହେ
ପ୍ରାଣୀର ମରଣ କାଳ ...-
20 MAY 2022 AT 14:28
ନିଜ ହାତରେ କଲି ବହୁ ଅସାଧ୍ୟ ସାଧନ,
ଜନ୍ମିଥିଲି ସତେ ଯେମିତି ଜିତି ଯିବି ଧରା,
ମରଣ ପରଶେ ଆଜି କହି ଯାଏ ପ୍ରାଣ,
ଶୂନ୍ୟ ହସ୍ତେ ଆସିଥିଲି ମୁହିଁ ଯିବି ହୋଇ ନିଃସ୍ୱ ସର୍ବହରା।-