TIKA GOVIND
0 Followers · 2 Following
Joined 13 December 2021
6 JUN 2024 AT 15:33
ଖୁବ ଦୂରରେ ଥିବ
ଦେଖି ହେଉଥିବ
ହେଲେ ଛୁଇଁ ହେଉ ନଥିବ
କି ପାଇ ହେଉ ନଥିବ....
ତାକୁ ଦେଖି ଖୁସି ହେବା
ବି ପ୍ରେମ .....-
16 JUL 2023 AT 11:12
ବାହାନା ଖୋଜେ ମୁଁ
ବ୍ୟସ୍ତ ରହିବା ର ,
ଯେମିତି ସମୟ ନମିଳୁ
ଦୁଃଖ କି ପଶ୍ଚାତାପର ....-
5 FEB 2023 AT 8:14