Chittaranjan Dehury   (©hitt@)
2.7k Followers · 4.0k Following

read more
Joined 20 May 2020


read more
Joined 20 May 2020

ତୁମ ସ୍ମୃତି ହସ୍ତ ପୋଲିଓ ଟୀକା
ଲିଭିବାକୁ ଲୋଡ଼ା ମଶାଣି ଶିଖା।

-


14 AUG AT 19:29

ନିଜ ସୀମା ଜାଣେ ବୋଲି ତ ସାଗର
କୂଳେ ତା'ର ଗଢ଼ି ଉଠେ ଯେ ନଗର..

-


10 AUG AT 4:33

ନିଇତି ଉଣ୍ଡେ ସୂରୁଜ ଆଲୁଅ ଆଶାରେ
ଆଉଟୁପାଉଟୁ ବି ହୁଏ ତୁଚ୍ଛା ଶୋଷରେ ।

-


3 AUG AT 16:28

ବନ୍ଧୁ ହେବା ସହଜ
(ଯଦି)ନେଇ ଶିଖ ଦରଜ।

-


2 AUG AT 12:36

ତୁଚ୍ଛାଟାରେ ମନେ ପକେଇ କାନ୍ଦିବା ହିଁ ବ୍ୟର୍ଥ
ବିଦାୟ ବେଳାରେ କାନ୍ଦିଲୁନି ଯଦି ନାହିଁ ସ୍ବାର୍ଥ..

-


1 AUG AT 13:04

ହୋଇଥିଲେ ଡେଣାଯୁକ୍ତ ସମସ୍ତ ପାଦପ
ହୋଇଥାନ୍ତା କାହାଣୀର ଭିନ୍ନ ରୂପରେଖ।

-


29 JUL AT 4:56

କିଛି ପେଟ ସବୁବେଳେ ଖାଲି ଥାଉ
ନ ହେଲେ କି ଆସିବ ସାଗରେ ଢେଉ ...

-


27 JUL AT 16:22

ତୁମେ ନାହଁ ବୋଲି ପିଆଲା ଇସାରେ
କବାଟ ବି ନାହିଁ ଖିଆଲି ବସାରେ...

-


25 JUL AT 6:09

ଉଦାସୀନତାର ଅସଲ ଗୁମର
ହୃଜ୍ଜନିତ ଦୁରାରୋଗ୍ୟ ବେମାର ।

-


24 JUL AT 6:05

ଏ ବିଜ୍ଞାପିତ ହସର ଗାହୀର୍ଯ୍ୟ
କେଇ ଠୋପା ଲୁହର ତ କରଜ।

-


Fetching Chittaranjan Dehury Quotes