QUOTES ON #କ୍ଷମା

#କ୍ଷମା quotes

Trending | Latest
10 SEP 2020 AT 14:53

ମନ ରେ ଥିବା ତୋର
ସେ ବିଶ୍ୱାସ ର ମନ୍ଦିର କୁ
ଏ ମୋର କଳଙ୍କିତ ହାତରେ
ଭାଙ୍ଗି ଚୁରମାର କରିଦେଲି ,,☹️,,

ଦେଖୁନୁ ସେଥିପାଇଁ ତ,,
ମୋ ପାଇଁ ତୁ କାହାକୁ
ବି ବିଶ୍ୱାସ କରିବାକୁ
ଚାହୁଁନାହୁଁ,,,, 😭
ମୁଁ ତୋ ବିଶ୍ୱାସ କୁ
ଭାଙ୍ଗିଲିନି ଯେ,,,
ନିଜ ପାଖରେ ସବୁଦିନ
ପାଇଁ ସ୍ୱାର୍ଥପର
ପାଲଟିଗଲି 😔

-


15 MAY 2020 AT 16:50

ଭିକ ମୁଁ ମାଗିବି ତୋ ଦୁଆରେ ବସି, ଭିକ ତ ମିଳିବ ନାହିଁ.
ପାପ ର ଭାର କୁ କାନ୍ଧ ରେ ବୁହାଇ, ହୀନିମାନ ହେବି ମୁହିଁ.


-


21 AUG 2020 AT 21:15

🙏କ୍ଷମା କର ପ୍ରଭୁ🙏

କରିଲି କି ପାପ ଦେଲ ଅଭିଶାପ
କହିଯାଅ ଭୋଳାବାବା,
ମନ ମୋର ଆଜି ହୁଏ ଛଟପଟ
ଦେଖିଯାଅ ବାୟାବାବା ll
ପାପିନୀ ଆଜି କଲା କିସ ପାପ
ପାପିନୀ କୁ ଜଣା ନାହିଁ,
ନିଜ ଭୁଲ କୁ ଆଜି ସାଉଣ୍ଟୁଛି ମୁଁ
ଉତ୍ତର ତ କାହିଁ ମିଳୁନାହିଁ?
ନଥିଲା ଭୋଗ କି ନଥିଲା ଦୀପ
ଦୁଃଖ କୁ ନେଇ ଯାଇଥିଲି,
ତୋ ମନ୍ଦିରେ କାନ୍ଦିବା ପାଇଁ ମୁହିଁ
ଆଳ ଟିକେ ଆଜି ଖୋଜୁଥିଲି ll
ଶୁଖିଗଲା ଲୁହ ଲୁଚିଗଲା କୋହ
ଲୁହ ଆଖିରୁ ବାହାରିଲା ନାହିଁ,
କରିଲୁ କି ଯାଦୁ କଲୁ ଲୋକ ହସା
ହସୁଥିବା ଆଖି କାନ୍ଦିଲା ତହିଁ ll
କେମିତି କହିବି ବାବା ଯେ ତୁମକୁ
ତୁମେ ତ ନାଥ ଅନ୍ତରଯାମୀ,
ଅଜାଣ ରେ ଭୁଲ କରିଥିବି ଯଦି
ଭୁଲ ପାଇଁ ଅନୁତାପ କରେ ଦୁଃଖିନୀ ll

-


7 APR 2020 AT 10:20

ହେବା ଦରକାର

ଭୁଲ୍ କଲେ ଭାଇ କ୍ଷମାତ ମିଳୁଛି,
ଭୁଲର ହଉନି କାଣିଚେ ଅନ୍ତ...
ଭୁଲ୍ ଯେ କରୁଛି କ୍ଷମା ଯେ ଦଉଛି,
ଦଣ୍ଡିତେ କର ଭୁଲ୍ ର ଅନ୍ତ...

-


16 AUG 2020 AT 23:04

ଅନେକ ଦୁଃଖ ର ଭିଡ଼ ରେ ବି ପ୍ରଭୁ ତୁମ ନାମ ଜପୁଥାଏ ,
କିନ୍ତୁ ଖୁସି ରେ ଥିଲା ବେଳେ ତୁମ ଅସ୍ତିତ୍ବ ହିଁ ଭୁଲିଯାଏ..
କୁହ ପ୍ରଭୁ ଏମିତି କାହିଁକି ହୁଏ?
ମୁଁ କଣ ସ୍ୱାର୍ଥପର ହେଇଯାଏ?

-


16 AUG 2020 AT 20:00

ନିଜ ଭୁଲ ପାଇଁ ଅନେକ ସୁନ୍ଦର ସୁନ୍ଦର
ସମ୍ପର୍କ କୁ ମୁଁ କାହିଁକି କେଜାଣି ଭାଙ୍ଗିଦେଉଛି?

କେତେ ନିଷ୍ଠୁର ଏ ମନ ଆଃ 😭😭😭

-


5 JUN 2020 AT 10:25

ହେ ଚକା ଆଖି 🙏

ଥରେ ବ୍ରହ୍ମା ତମ ଶକ୍ତି ପରୀକ୍ଷା କରିଥିଲେ ବୋଲି

କଳିଯୁଗରେ ଅପୂଜା ରହିବାର ଅଭିଶାପ ପାଇଲେ ।

ଆଜିର ମାନବ ତ ବାରମ୍ବାର ତମ ପରୀକ୍ଷା କରୁଛି

ବୋଧେ ସେଥିପାଇଁ ତମକୁ ସ୍ନାନବେଦୀରେ ଦେଖି ନ ପାରିବାର

ଛୋଟ ଦଣ୍ଡ ଟେ ମିଳିଛି, ଆଗକୁ କଣ କଣ ବାକି ଅଛି !

-


21 JUL 2021 AT 23:02

ସୁନା ମହଣରେ ମୋ'ର ସୁନାର ଠାକୁର
ସୁବର୍ଣ୍ଣ କି କହିବି ଏ ଶ୍ରୀମୁଖ ତୁମର
ସୁନା ଫରୁଆରେ ଦେଲ ଏ ଅଧମ ପ୍ରାଣକୁ
ଭରି ପାରିଲିନି କ୍ଷମା ପ୍ରଭୁ ତବ ଶ୍ରୀଭାବକୁ

-


28 JUN 2017 AT 11:57

ଦୟା, କ୍ଷମା, ସ୍ନେହ, ପ୍ରେମ ର ମୂର୍ତ୍ତି ଟେ,
ଗଙ୍ଗାଠାରୁ ଅଟେ ପବିତ୍ର ସିଏ ।
ସବୁରି ସୁଖରେ ସବୁରି ଦୁଃଖ ରେ,
ସବୁ ସମୟରେ ପାଖରେ ଥାଏ ।।

ରାଗ ରୁଷା ଜମା ଜଣାନାହିଁ ତାକୁ,
ଅହଂକାର ର ସେ ଜାଣିନି ନାଆଁ ।
ପ୍ରତି ଟି କଥା ଲାଗେ ତା ମିଠା,
କେହି ନୁହେଁ ଆଉ,
ସିଏ ମୋ ମାଆ ।।

(Full poem in caption)

-


20 JUL 2020 AT 22:42

ଦୁନିଆ ଆଗରେ ଅମାନିଆ ଲୁହ ଲୁଚେଇ ହୁଏ
କିନ୍ତୁ ତୁମରି ଆଗରେ ନୁହେଁ ।।
ଜାଣିଛି ହେ ବନ୍ଧୁ ତୁମେ ସହିପାରିବନି କେବେ
ମୋ ଆଖିର ଲୁହ ଓ ମନର କୋହ
ସେଥିପାଇଁ ଲୁଚିଲୁଚି କାନ୍ଦି ସବୁ ସହିଯାଏ
ତୁମ ଆଖିର ଲୁହକୁ କେମିତି ଦେଖିବି କୁହ ।।
ପ୍ରେମୀକା ଯେତେ ଲୁହ ପଛେ ଦେଲେ ଦେଉ
କାନ୍ଦିବିନି ବୋଲି ପ୍ରତିଜ୍ଞା କରୁଛି ଆଜି
ତୁମ ପରି ବନ୍ଧୁ ପାଖେ ମୋର ଥାଉଥାଉ ।।।।

-