Think about Univers...
How we create...-
Just be simple🥰
Achi kittaabein aur ache log, Turant samjh mein nahi aate... read more
ସ୍ବପ୍ନ
ସ୍ବପ୍ନ ସରିଯିବାର ଆଶଙ୍କା ନେଇ,
ପାହାନ୍ତି ନିଦର କୋମଳଭରା ସ୍ପର୍ଶ କେତେବେଳେ ଯେ ଶକ୍ତ ଲୌହରେ ପରିଣତ ହୁଏ ତାହା ଭାବନାରେ ବି ନଥାଏ,
ଆଉ ତାହା ପୁଣି ବିନା କିଛି ନିହାଣ ଆଘାତ ପାଇ କର୍ମପୋଯୋଗି ହେବ ତାହା ତ କେବେ ବି ନୁହେଁ !!!-
ଶୀତୁଆ ସକାଳର ପରିଭାଷା,
ଅବିଛିନ୍ନ କୁହୁଡ଼ିର ଅଭିଳାଷା
ଏବଂ
ସେଇ ଅସ୍ପଷ୍ଟ କୁହୁଡି ଆସ୍ତରଣରୁ
ଉଙ୍କିମାରି ପ୍ରସ୍ଫୁଟିତ ହେଉଥିବା ଭାସ୍କରଶ୍ମି
ତରଙ୍ଗିଣୀର ମାନସ ପଟରେ ସୃଷ୍ଟି କରେ ଏକ ଅବିସ୍ମରଣୀୟ ପରିଚୟ...-
Raton ki nind jalakar
Dilon jaan sab laga kar
Jab chamakta nehin kismat ka sitara,
Tab khudko ye yad dilate rehena
Ki kami tuhme nehin he
Bas wakt tuhmara nehin he...-
ଦୀପ ଏଥିପାଇଁ ପୂଜନୀୟ ହୋଇଥାଏ କି ସେ ଅନ୍ୟମାନଙ୍କ ପାଇଁ ଜଳିଥାଏ, ଅନ୍ୟକୁ ଦେଖି ନୁହେଁ...
ନିଜ ଜୀବନକୁ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗ କରି ଦିଅନା ଦେଖିବ ତୁମେବି ବନ୍ଦନୀୟ ହୋଇଉଠିବ।।
🥰ଏହା ହିଁ ଜୀବନ🥰-
Suraj kitane bhi tej chamkte he lekin samundar ko nehin sukha sakta...
-
ମା ର ମମତା ଅତୁଳନୀୟ ଯେ
ତୁଳନା ତାହାର ନାହିଁ,
ପଣତ କାନିତା ସୁରକ୍ଷା କବଚ
ବିପଦୁ ଉଦ୍ଧାରୁ ଥାଇ।
ମାତୃଭୂମି ଯିଏ ଶିର ଗୁଞ୍ଜିବାକୁ
ମେଲାଇ ଥାଏ ଯେ କୋଳ,
ଜୀବନ ଦବାକୁ ପଛାଇବା ନାହିଁ
ହୋଇବା ତା ପାଇଁ ଭୋଳ।
ମାତୃଭାଷା ଯାର ସଳଖ ହୁଅଇ
ନ ହାରେ କେଉଁଠି ସିଏ,
ମାତୃଭାଷା ଶିର ଉଚ୍ଚରେ ରଖିବା
ନ ରଖିବା କିଛି ଖିଅ।
ମାତୃଭାଷା ପାଇଁ ମାତୃଭୂମି ଆଜି ମା ର ସମ୍ମାନ ପାଏ,
ତାହାରି ପାଇଁ ଏ ବୀର ଯବାନ ଲୁହ ଲୋହୁ ଢାଳି ଦିଏ।
-
ମନ ଖୋଲି ଯଦି କହି ପାରନ୍ତେ ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ି ନଥାନ୍ତା।।
-