QUOTES ON #MU

#mu quotes

Trending | Latest
6 JAN 2021 AT 18:18

ମୁଁ କ'ଣ ଜ୍ଵଳନ ଯେ.. ଜଳିଯିବି ତୁମ ଉତ୍ତାପରେ
କେବେଠୁ ଯେ ନିର୍ବାପିତ ମୁଁ ସାଗର ବକ୍ଷରେ..

-


21 MAY 2020 AT 11:57

Chahte hai tumko
Tumse chupa nahi hai
Fir bhi nadan bante ho
Jaise kuch pata nahi hai

-


2 JUN 2020 AT 15:01

दर्द की भी होती है_ एक दास्ता
जिसे सिर्फ_वही है जानता

जो हर_परिभाषाओ को है समझता
हर रिश्तो को_भी बखूबी मानता

-


30 AUG 2020 AT 19:43

Galti karke woh galti ka naam puchhate hain Dard dekar woh dawa ka naam puchhate hain Mar gaye hum unki isi adaa pe Hokar meri jaan meri jaan ka naam puchhate hain.

-


24 OCT 2020 AT 16:10

Kehte hai kisi k liye kabhi
khud ko badla maat karo...

Sach to yeh hai, samnle wala agar
na samjhe kuch,
To khud ko badal na hi pardta hai.

-


30 AUG 2020 AT 21:06

अब भी बाक़ी है तेरी याद का
पागल पंथी उन्माद सितमगर
उल्लास के हर लम्हे में आता है
बहुत याद बहुत याद सितमगर
( अशोक साहनी )

-


3 JUL 2020 AT 7:01

ସପନର ବିହନ ବିଛାଇ ଚାଲିଗଲି
ମୁଁ ସେ ଗହୀର ବିଲରେ
ଜାଣି ନଥିଲି ହାତେ ମୁଁ ଧରିଛି ବାଳୁଙ୍ଗା
ଧାନ କେରାଟେ ବଦଳରେ !!!

-


28 AUG 2019 AT 10:20

"बस इक तेरा साथ चाहिये........

बेशुमार, बेइंतिहा,बेधङक,

ताउम्र चाहिये......!!"

-


13 JAN 2019 AT 16:16

ମୁଁ ନାରୀ କହୁଛି....
============
ମୁଁ ନାରୀ କହୁଛି......
ଖିଆଲୀ ରେ ନୁହେଁ ଅସରାଏ କୋହ ଆଉ ଯନ୍ତ୍ରଣା ରେ
ମୋ ଉଲଙ୍ଗପଣିଆ ଦେଖିବାକୁ ଚାହଁପରା ଲମ୍ପଟପୁରୁଷଗଣ
ତାହେଲେ ଆଉଥରେ ଶୁଣିନିଅ ମହାଭାରତର ଉଦାହରଣ l
ଯଦି ଆଉ ଜଣେ ଦୁଃଶାସନ ହେବାକୁ ଚାହଁ ରାତି ପାହୁ ପାହୁ
ମୃତ୍ୟୁ ବି ସେମିତି ଦୁର୍ଦ୍ଧର୍ଷ ହେବ ଆଉ କେଉଁ ଭୀମ ପିଉଥିବ ଲହୁl
ମୁଁ ନାରୀ କହୁଛି.....
ରାଗରେ ନୁହେଁ,କ୍ରୋଧରେ ନୁହେଁ ଅସରାଏ କୋହଆଉଯନ୍ତ୍ରଣାରେ
ମୁଁ ଯୋଉଦିନ କ୍ରୋଧରେ ଉନ୍ମତ୍ତ ହୁଏ
ସେଦିନ ମହାକାଳୀ ହେଇ ଜନ୍ମନିଏ,
ଆଉ ମୁଁ ଯୋଉଦିନ ଉଲଗ୍ନ ହୁଏ
ସେଦିନ ଜଣେ ମହିଷାସୁରର ବଦ୍ଧହୁଏ l
ମୁଁ କ୍ଷମା ଦିଏ ସେଥିପାଇଁ ଭାବନା ମୁଁ ଅସହାୟ ବୋଲି
ମୁଁ ଲାଜ କରେ ସେଥିପାଇଁ ଭାବନା ମୁଁ ନିରୁପାୟ ବୋଲି
ଦିଆସିଲିକାଠିର କ୍ଷୁଦ୍ର ରଞ୍ଜକ ବି ସବୁ ଜାଳି ପାଉଁଶ କରିପାରେ,
ମୁଁ ନାରୀ କହୁଛି....
ବିଦ୍ରୋହରେ ନୁହେଁ ଅସରାଏ କୋହ ଆଉ ଯନ୍ତ୍ରଣାରେ l


-


11 APR 2022 AT 17:27

ତମ ନଜର ରେ
ଅନ୍ଧାର ମୁଁ ଅମାବାସ୍ୟା ର
ମୁଁ ଭାବେ
ଜହ୍ନ ତମେ ଭାରି ସ୍ଵାର୍ଥପର. ।

ଆଲୋ...!
ଗୋରୀ ବୋଲି ଏତେ ଅହଂକାର?
ତୋ ବିଧାତା
କଳା ହେଇ ବି କେତେ ସୁନ୍ଦର..?
ମୋତେ ଘୃଣା ....?
ଠିକ୍ ଠିକଣା ନାହିଁ ତୋ ରୂପ ର
କେବେ କାତି ପରି
ଆଉ କେବେ ଫୁଟେ ଓସାର।
ସମୀକ୍ଷା କର
ତୋ ଦେହେ ଲାଗିଥିବା କଳଙ୍କ ର,
ମୁଁ ଜାଣେ...
ସ୍ବଭାବ ତୋର-"ଅଦିଆ କୁ ଉବାର।"


-