how to estimate life,
You stood as sky...
I tried to be light.-
Candle day-27th March
फूल हैं दिल चुराने के चक्कर में
दिल तो मगर यहां फूल सूंघते हैं,
फूल हो या दिल....
मौसम के मेहमान होते हैं।-
हम तो हैं नहीं किस्मत वाले
तुम जैसी अच्छी पड़े हमारे पाले
मगर यह कभी भी न सोचना
कि हम नहीं दरिया दिल वाले।
सच तो तुम बिक गये हो
किसी शस्ती बाजार में
मगर सही कीमत पकड़े बैठे हैं हम
सिर्फ तुम्हारे इनतजार में।
-
सच में तुम अच्छी हो?
या बात कर लेती अच्छी हो?
सपने में डूबो इनकार नहीं....
पर दिल में पूरा कच्ची हो।
दिदि नमस्ते🙏🙏💐-
ହେଇପାରେ ଉବେଳ,
ସକାଳ ଅବା ବିକାଳ....
ସର୍ବଦା ଆମ ଓଡିଆଙ୍କ ସମ୍ବଳ
ଠକରା ଆମ୍ବୁଲକୁ ବାସୀ ପଖାଳ।
ପଖାଳ ଦିବସରେ ଶୁଭେଚ୍ଛା ଭାଇନା।🙏🙏🙏💐💚
-
💚ଭଟ୍ଟା,💚
ଏଠି ତ ଭିଜନ୍ତି ସଭିଏଁ
ହେଲେ ଦୋଷ କାହାର......?
ଲୁହର ନା କୋହର,ଅବା ସମୟର
ଆରେ,ପଛକୁ ଫେରି ଦେଖ...
ବୁଡ଼ିବାର ସ୍ବପ୍ନ ତ ତୁମର ଥିଲା
ଭୁଲ୍ କ'ଣ ଦରିଆ ପାଣିର....?
ସତରେ ତମେ କ'ଣ ଏତେ ଭଲ?
ହୃଦୟରୁ ସ୍ବଚ୍ଛ ନା କଥା ଇନ୍ଦ୍ରଜାଲ?
ମୁଁ ବି ଥରେ ପରଖି ନେଇଛି ତୁମକୁ
ଯେବେ ତୁମେ ନିଜକୁ କହୁଥିଲ......
ମନେମନେ ଏକା ରାଜା କେତେ ରାଣୀଙ୍କର।
ଆରେ! ତୁମର ବି ହକ୍ ଥିଲା
ମୋ କାହାଣୀରେ ନାୟକ ସାଜିବାର
ତୁମେ କିନ୍ତୁ ଶୁଣେଇ ଚାଲିଗଲ
ଲମ୍ବା ଉପନ୍ୟାସ ତୁମର......।
ଅପେକ୍ଷା ଆଉ କାହା ପାଇଁ
ପୁନେଇଁ ତ ମଉଳି ସାରିଛି
ଭଟ୍ଟାହେଇ ଫେରିଯାଇଛି ଜୁଆର।
-
रात की आंख मिचौली में
अन्धेरा कभी कभी अरमान सुना देता है
आस्मां भी रो पड़ता है,
मिट्टी तो मिट्टी है, भिगोना उसकी तकदीर है।
-
ଆଜି ସେଇ ପଥ
ବନ୍ୟା ରେ ଧୋଇ ଗଲାପରେ
ପ୍ରେମର ତରଳ ବୁନ୍ଦା ଗୁଡ଼ିକୁ
ପଥର କରି ବୁଣି ଦେଇଛି ଛାତିର ପଞ୍ଜରା ଉପରେ।
ତୁମେ ମଉଳି ଆସୁଥିବା ମଲ୍ଲୀ ହେଇ ଯାଇଛ
ମୁଁ କଳା ମେଘ ଉହାଡରେ ଲୁଚି ଯାଇଛି।
-