କୁଚନି ବୁଢ଼ୀ
,,,,,,,,,,,,,,,,,,,,,,,,,,,,,,,,,,
ପସରା ଉପରେ ପସରା ମୁଡ଼େ ବୁହି କୁଚନି ବୁଢ଼ୀ,
ଗାଁ ଖୁଲି ଥିନ "ଘିନି ଆସ ଘିନି ଆସ" ବଳି ଡକରା ଦେସି।।।
କୁଚନି ବୁଢ଼ୀର ଗୁଟେ ଡାକେ ବହ ଭୁଆସେନ
ସବକେ ଗୁଟେ ଖୁଲି ଠୁଳ କରିଦେଶୀ ।।।।।।।
ମେନ ମେନସା ତୁନ ଶାଗ ନୁ ଶୁଖା ଝୁରି ସଂଗେ ସୁକୁଆ
ସବ ଭୁଗଲିବାଟେ ବସେଇ ଥିସି ।।।।
ଧାନ ଖେଜେ ହଉ କି ପଇସା ହଉ
ବୁଢ଼ୀ ବଡା ଶରଧା ମନେ ତୁନ ଶାଗ ବିକସି।।।।
ଶାଗ ଟିକେକର ଲାଗି ରୁଙ୍ଗିନେଲେ।।
କୁଚନି ବୁଢ଼ୀ ମୁହୂକେ ଫୁଲେଇ ଦେସି ।।।।
ଯାହା ହଉ କି ତାହା ହଉ ଆମର କୁଚନି ବୁଢ଼ୀ
ନାତିଆ କହି କରି ମୁଲୁର ମୁଲୁର ହସୁଥିସି ।।।।।
ମୁଲୁର ମୁଲୁର ହସୁଥିସି ।।।।-
ସୁନ ରେ ସଜନୀ ତୋର କଥା ମହନୀ
ମନ ଝୁରୁଛେ ରାତି ସାରା ତୋର କଥାନୀ
ସୁନ ରେ ସଜନୀ ତୁଇ ଆଉ ମୋର ରାନୀ
ତୁଇ ମୋର ମନ ର ମଏନା, ମୋର ଫୁଲେଇ ସୁନା
ତୋର ଆଖି ର୍ କଜଳ କହୁଛେ ସୁନା
ମୁଇଁ ତୋର ସୁନାର ପାଉଝଳ, ତୁଇ ମୋର ସଂଗୀନୀ
ସୁନ ରେ ସଜନୀ ତୋର କଥା ମହନୀ
ତୋର କଥା ଭାବି ମୁଇଁ ହଉଛେ ହୁର୍ଗୁନୀ
ତୋର କଥା ମହନୀ
ତୁଇ ମୋର ସଜନୀ
-
ଖୁଲି କେ ଖୁଲି ଚାର୍ହି କୁଦିନେ
ମହ ମହ ଚହ ଚହ
ବୁଢାନୁ ଜୁଆଁନ୍ ଛୁଆପିଲା
ଠାନେ ଠାନେ ଗହ ଗହ ।
ଢୋଲ୍ ନିଶାନ୍ ବାଇଦ୍ ତାଲେ
ଦୁଲ୍କି ଯାଉଛେ ଇ ଛାତି
ଉଷତ୍ ମନେ ତିହାର୍ ଭିଲେ
ଯାଇଛନ୍ ସଭେଁ ମାତି ।
ସମଲେଇ ଠାନେ ପୂଜା କରି
ଚରା ଖାଉଛନ୍ ସଭେଁ
ନୂଆ ପିନ୍ଧନ୍ ପଟାକେ ଉଢି
ନୂଆ ମନେ ନୂଆ ଭାବେ ।
ଧନୀନୁ ଗରିବ୍ ଗାଆଁ ସାରା
ହେଇକରି ଗୁଟେ ଜୋଟ୍
ରାଗ୍ ରିଷ୍ମି ଯେତେ ପାଶ୍ରି କରି
ହେଉଛନ୍ ଭେଟ୍ ଘାଟ୍ ।
ବଡ୍ମାନ୍କେ ନୂଆଖାଇ ଜୁହାର୍
ଆଦର୍ ଦେଇ ସାନ୍କେ
ମଶଗୁଲ୍ ଅଛନ୍ ଗୁଟେନ
ଉଷାସ୍ କରି ମନ୍ କେ ।
ତିହାର୍ ଭିତ୍ରେ ତିହାର୍ ପରେ
ଆମର୍ ଇ ନୂଆଖାଇ
ଶିଖେଇ ଦେସି ଏକ୍ ଜୁଟ୍ ହ
ସଭେଁ ପରେ ଭାଇ ଭାଇ ।
-
ଜୀବନ୍ ଯଉବନ୍ ଦୁଇ ଦିନିଆଁ ଆଏ,
ଆଏଜ୍ ଅଛେ ତ କାଏଲ୍ ନାଇଁ,
କେଁ ଥିର୍ ଏତ୍'କି ଘମଣ୍ଡରେ ଭାଇ,
ଦିନେ ତୁଇଁ ବି ମିଶ୍'ବୁ ଇ ଭୂଇଁ !-
ହେତ୍ ଭକୁଆ....
ଇଟା କାଣା ଫଗୁନ୍ ପୁନିର୍ ଦୁଇ ଟଙ୍କିଆ ଫଗୁ ଯେ,
ଦିହେଁ ଲାଗଲେ ଦୁଇ ଦିନେ ଛାଡିଯିବା ।।।।।।
ଇଟା ପରେ ପ୍ରେମର ରଙ୍ଗ୍ ଏ ଵୋ,
ଦିହଁର୍ ରଙ୍ଗ୍ ଛାଡି ଗଲେବି ହୃଦୟର ସେ ରଙ୍ଗ୍
ହେନ୍ତା ଏକା ଦପ୍ ଦପ୍ ହେଇ ରଙ୍ଗୀନ୍ ଦିଶୁଥିବା ହମେସା।।।
Tan man ki ittu si baat....
-
କେ କହେଲା ସବୁ ଶବଦ୍ ଥି ଦରଦ୍ ଥିସି,
ମନର୍ ଦରଦ୍ କଲମେ କେନୁଁ ଲେଖି ହେସି,
ମନର୍ ଭାବ୍'କେ ଖାଲି ଏକ୍'ଲା ମନ୍ ବୁଝ୍'ସି,
ଭିଡ଼େ ହଜ୍'ଲା ପରେ ଖୁଜ୍'ଲେବି କେନୁଁ ମିଲ୍'ସି !
-
ଦେଖ୍ ଧନ!
ସାରା ଦୁନିଆଁ କେ BLUR କରି କି ମୁଇଁ
ତୋର୍ ଉପ୍'ରେ ଖାଲି FOCUS କରୁଛେ,
ତୁଇ ଫେର୍ ମତେ CROP ନେ କରିଦେବୁ ନ କେଭେ...!
-
ମୋର୍ ଗାଁ ନୁ ତାର୍ ଗାଁ ଦିଶେ
~~~~~~~~~~~~~~~~~~
ମନ୍ ମଏନା ଉଡିଗଲା ଦେଖ୍ ତୋର୍ ଗାଁକେ
ତୋର୍ ଗାଁନୁ ପରେ ତାର୍ ଜୀବନ ଅଛେ,
ମୋର୍ ଗାଁନୁ ଫୁଲ୍ ଫୁଟ୍ ଲେଁ
ତୋର ଗାନୁଁ ପରେ ଅତର୍ ଲେଖେଁ ବାସେ,
ମୋର୍ ଗାଁନୁ ବୁନେ ପଡ୍ ଲେଁ
ତୋର୍ ଗାଁନୁ ଅଛରେ ପରେ ବର୍ଷେ,
ମୋର୍ ଗାଁ ଭିଜଲେ ତୋର୍ ଗାଁ ଉଦା ଲାଗେ ।
ଦର୍ପନ ମୁଇଁ ଦେଖଲେ ତୋର୍ ଗାଁ ଦିଶେ
ତୋର ଗାଁ ଦିଶିଗଲେ......ମନ୍ ମୋର
ଉତ୍-କି ଉତ୍-କି ନାଚେ,
ବୁଢ଼ି ଦେଖିପେଲେଁ ଅଡ଼ଙ୍ଗ ହେଲାନ
ଇ ଅଲହନ୍ ପସ୍ରା ବଲି କେତେ ରଡେ ।
ହେଲେଁ ମନ୍ ଟା କାଣା ବୁଝେ ?
ଇଛେନ୍ ମୋର୍ ଗାଁନୁ ତ ଇଛେନ
ତାର୍ ଗାଁକେ ଦଉଡେ ,
ମୋର୍ ଗାଁନୁ ଓସ୍ ପଡଲେଁ
ତାର୍ ଗାଁ କାକର୍ କାକର୍ ଲାଗେ ,
ମୋର୍ ଗାଁନୁ ବଏଶାଖ୍ ହେଲେଁ
ତାର୍ ଗାଁ ଟାଙ୍ଗର୍ ଟାଙ୍ଗର୍ ଲାଗେ,
ମନ୍ ମଏନା ଚରେ ମୋର୍
ଦଉଡିଧୁପି ଝୁରି ଝୁରି ମରେ ,
ତୋର୍ ଗାଁ ହଁସି ଟପା ମାରେ ।
-
ଦୁନିଆଁ ର୍ ସବୁ ଲୋକ୍ କୁ ଖୁସି ଦର୍'କାର୍!
ଆର୍ ମତେ,
ମୋର୍ ସବୁ ଖୁସି ଥି ତୁଇ 😊-