ଏ.... ଶୁନ୍.....ତ
ମୋର୍ ପ୍ରେମ୍ ବହିଥି
ଏନ୍ତା ହିସାବେ ଲିଖମି ନାଁ ତତେ....
ପଢଲା ଲୋକ୍ ଭି ଘେ ତରସି ଯିବା,
ତତେ ଦେଖବାର୍ ଲାଗି....-
ସିକାୟତ୍ ତ ଗୁର୍ଦୁ ଟେ ଅଛେ ତାର୍ ଠାନେ,
ସେ ଯଦି, ଆଖିର୍ ଲହ ନାଇଁ ବୁଝଲା
ମନର୍ ଦରଦ୍ କାଣା ବୁଝବା....!-
କେତେ ମୁସ୍କିଲ୍ ଆଏ ଜିନ୍ଦଗି ଜିଇଁବାର୍ ଟା
ସମଆଁ ସବୁ ଶିଖେଇ ଦେଲାନ....
ଫି-ଦିନ୍ ଗୁଟେ ନୁଆଁ ବୋଝ୍ ମୁଡେ,
ଦୁଃଖ୍ ସହେବାର୍ ଟା ଶିଖେଇ ଦେଲାନ.....
ଚେହେରା ହଁସୁଛେ, ମନ୍ ଟା କାନ୍ଦୁଛେ,
ଭିଡ୍ ଭିତରେ ହଁସବାର୍ ଟା ଶିଖେଇ ଦେଲାନ....
ସବୁ ରିସ୍ତା କିଛି କହିକରି ଯାଏସି,
ମଜବୁରି ଥି ରହେବାର୍ ଟା ଶିଖେଇ ଦେଲାନ.....
ସପନ୍ ଦେଖବାର କେ ଡର୍ ଲାଗସି,
ହକିକତ୍ ଦେଖବାର୍ ଟା ଶିଖେଇ ଦେଲାନ.....
ଝୁମରା ନାଇଁ ଲାଗେ ରାଏତ୍ ଶୁଲ୍'ହ ଘଡି
ଭାବି ଭାବି ଚେତବାର୍ ଟା ଶିଖେଇ ଦେଲାନ.....
ଫେର୍ ଭି ଚାଲୁଥା ସମିଆଁ ସାଙ୍ଗେ ତନୁ
ଜିନ୍ଦଗି ଜିଇଁବାର୍ ଟା ଭି ଶିଖେଇ ଦେଲାନ.....
®_tanu-
ଚାଲ୍,ଇ ଜିନ୍ଦେଗି କେ ଗୁଟେ ନୂଆଁ ମୋଡ୍ ଟେ ଦେ
ଜିଏ ତତେ ନାଇଁ ବୁଝବାର୍, ତାକେ ବୁଝବାର୍ ଟା ଛାଡିଦେ....
କସମ୍ ଉପରେ କସମ୍ ଦେଇ,ହାତ୍ ବାନ୍ଧି ଦେସନ୍ ଲୋକ୍
ନାଇଁ ରହ ଆରୁ ଅନ୍ଧାରେ ,ଭର୍'ଷା କରବାର୍ ଟା ଛାଡିଦେ....
ନିଜର୍ ଭିତରେ ନିଜକେ ଖୁଜ୍, ଭାରି ମତଲବି ଆଏ ଦୁନିଆଁ
ସମକୁ ନିଜର୍ ଭାବିକରି, ଭଲ୍ ପାଏବାର୍ ଟା ଛାଡିଦେ....
ଲୋକ୍ କହେସନ୍ କି,ସଚ୍ଚା ପ୍ରେମ୍ ସବୁ ବୁଝି ଜାଏସି
ହକିକତ୍ ତୁଇ ଭି ଜାନିଜିବୁ,ଘେ କହେବାର୍ ଟା ଛାଡିଦେ....
ସବୁ ସମିଆଁ ସମିଆଁ ର ଖେଲ୍ ଆଏ,ବଦଲି ଜାଏସନ୍ ଲୋକ୍
ଭୁଲିଜିବେ ଦିନେ ସଭେ, ଫୁନ୍ କରବାର୍ ଟା ଛାଡିଦେ....
®_tanu-
"यह कलियुग है, पार्थ !
यहाँ भावनाओं को मज़ाक और
सच्चाई को धोखा समझा जाता है..."
®_tanu
-
"ପ୍ରେମ୍"
ଏତେ ସହଜେ ନାଇଁ ମିଲେ କାହାକେ,
ମହାଦେବ୍ କେ ପାଏବାର୍ ଲାଗି
ସତୀ ଭି ଦିନେ ତଡପି ଥିଲେ.....-
ଜୀବନ୍ ର ପହେଲା ଫରଦ୍ ଥି ତ ତୁଇ ଅଛୁ,
ଆଖ୍'ରି ଭି ତୁଇ ହେଇ ପାର୍'ବୁ କେଁ....?
କହେଲା କଥା ତ ସଭେ ବୁଝି ଜାଏସନ୍,
ମୋର୍ ମନର୍ ଦରଦ୍ ତୁଇ ବୁଝି ପାର୍'ବୁ କେଁ....?
ମାନୁଛେ, ମୁଇଁ ବହୁତ୍ ଟେ ଭୁଲ୍ କରିଛେଁ,
ଭୁଲ୍ କେ ଭୁଲିକରି ମୋର୍ ହାତ୍ ଧରି ପାର୍'ବୁ କେଁ....?
ଅଧା ବାଟେ ଇନୁ ,ହାତ୍ ଛାଡି ଦେସନ୍ ଲୋକ୍,
ତୁଇ ଜୀବନ୍ ଭର୍ ସାଥ୍ ଦେଇ ପାର୍'ବୁ କେଁ....?
ନାଇଁ ମିଲେ ପ୍ୟାର୍ ଏତେ ସହଜେ କାହାକେ,
ଦୁନିଆଁ ସାଙ୍ଗେ ମୋର୍ ଲାଗି ଲଢି ପାର୍'ବୁ କେଁ....?
ମାନ'ମି ତୋର୍ ମାଁ କେ ମୋର୍ ମାଁ ବାଗିର୍
ଏକ୍ ଚୁଟକି ସିନ୍ଦୁର୍ ମତେ ଦେଇ ପାର୍'ବୁ କେଁ....?
®_tanu
-
ତୁମେ ମୋ ଜୀବନ ର ଏମିତି ଏକ ସମୀକରଣ
ଯାହାର ସମାଧାନ ମୁଁ କେବେବି ଚାହିଁନି......
ତୁମେ ମୋ ଜୀବନ ର ଏମିତି ଏକ ହରଣ,
ଯାହାର ଭାଗଫଲ ମୁଁ କେବେବି ଚାହିଁନି.....
ତୁମେ ମୋ ଜୀବନ ର ଏମିତି ଏକ ଉପପାଦ୍ୟ
ଯାହାକୁ ମୁଁ କେବେବି ଭୁଲିବାକୁ ଚାହିଁନି.....
ଆଉ ହଁ....ତୁମେ ମୋ ଜୀବନ ର ଏମିତି ଏକ ଅଂଶ
ଯାହା ବିନା ମୁଁ କେବେବି ବଞ୍ଚିବାକୁ ଚାହିଁନି......
-
ଏକଲା ରହେବାର୍ କେ ଆମ୍'କୁ ଡର୍ କାଏଁଜେ ଲାଗ୍'ସି...?
ଆମେ ଜାନି ତ ଥିସୁ,କି ଜୀବନ୍ ରେ ସବୁ କିଛି "permanent" ନୁହେଁ ବଲିକରି.....-
କାହାକେ ସୁନବାର୍ ନୁ ବେସି, ତାହାକେ ବୁଝବାର୍ ଚେଷ୍ଟା କର,
କାଏଁଯେ କି, ସଭେ ସବୁ କଥା କହି ନେ ପାରନ୍
ହେଲେ ଫିଲ୍ କରିପାରସନ୍....-