ଦାନା
ତୋ ବନ୍ଧୁ ସଖାଙ୍କ ପରି
ତୁ ଏତେ ନିଷ୍ଠୁର ହେବୁନି
ଆସୁଛୁ ତ ଆସେ
ହେଲେ ଗଲା ବେଳକୁ ଯେମିତି
କାହା ଘରୁ ସମ୍ପୂର୍ଣ୍ଣ ରୂପେ
ଦାନା ଛଡାଇ ନେବୁନି...
-
ରେ ବାତ୍ୟା
ଟିକେ ଧିମେଇ ଯା
ପାଖେଇ ଆସୁଛି ଦୀପାବଳି
ଘର ଆଗେ ଦୀପଟିଏ ଜାଳିବାକୁ
ଘର ରଖି ଦେଇ ଯା...
-
इस दुनिया में एक आप ही हो
जिनके सामने हम खुले किताब है
एक आप ही हो
जो बिन कहे हमें समझ लेते हो
एक आप ही हो
जो हर मोड पे हमारी हाथ पकड़े रहते हो
एकआप ही हो
जो बिन मांगे प्यार बरसाते हो
एक आप ही हो
जिनके सामने हम जी भर के रो पाते है
क्यू की आप इतने खास हो
इस लिए तो हम आप को ही सिर्फ
बेस्ट दोस्त मानते है।।-
ଅଭିମାନିନୀ
*********
ମୁଁ: ଜାଣିଛ ଆଜି ମୋତେ ତୁମ ଉପରେ ଭାରି ରାଗ ଆସିଥିଲା
ତୁମେ: କାଇଁ ! ମୁଁ ବା କଣ ଟା କରିଦେଲି ଯେ ପୁଣି !
ମୁଁ: ଆରେ ନାଇଁ ତମେ କିଛି କରିନ ବୋଲି ହିଁ ତ ରାଗିଥିଲି
ତୁମେ: କଣ ଯେ କହୁଛ ତୁମେ ମୁଁ ବୁଝି ପାରୁନି ( ଦେହ ଭଲ ଅଛି ତ)
ମୁଁ: ହଁ ହଁ ମୁଁ ସୁସ୍ଥ ଅଛି ଏବଂ ସତ ହିଁ କହୁଛି । ଆଜି ରାଗିଥିଲି । ହେଲେ ସାମାନ୍ୟ ସମୟ ପାଇଁ ।
ତୁମେ: ହଁ ଯେ କାରଣଟା କହିବ ତେବେ ସିନା ଦୋଷ ମୋର ଜାଣିବି ।
ମୁଁ: ପୂରବୀ
ତୁମେ: ସେ ପୁଣି କିଏ ?
ମୁଁ: ସୁବ୍ରତ ବାବୁଙ୍କ ସହପାଠିନୀ ।
ତୁମେ: ଓଃ କଣ କଣ ସବୁ କହୁଛ ! କାହା କାହା କଥା କହୁଛ । ମୋତେ ମୋ ପ୍ରଶ୍ନର ଉତ୍ତରଟା ଦେଲ । କେଉଁଠି ମୋର ଅପରାଧ ବୁଝେଇଲ ।
ମୁଁ: ଆରେ ସେମାନେ ହେଲେ ମୋ ସ୍କୁଲ ବହିର ଚରିତ୍ର । ପୂରବୀ ଯେମିତି ସୁବ୍ରତ ବାବୁଙ୍କ ଲେଖାକୁ ଭଲପାଉଥିଲେ ତୁମେ ସେମିତି ମୋ ଲେଖାକୁ ଭଲପାଅ ନା ନାହିଁ ମୁଁ ତ ଜାଣିନି ଆଜିଯାଏ । ହେଲେ ପରେ ନିଜକୁ ହିଁ ନିଜେ ବୁଝେଇ କହିଲି ...
ତୁମେ: କଣ କହିଲ ଟିକେ କହିଲ ଶୁଣେ
ମୁଁ: ଏଇଆ ଯେ ଭଲ ନପାଇଲେ ମଧ୍ୟ କେବେ ତ ଲେଖା ବନ୍ଦ କରିବାକୁ କହିନ ନା । ସେତିକି ହିଁ ଯଥେଷ୍ଟ । କାରଣ ...
ତୁମେ: ଜାଣେ ଜାଣେ । ତୁମେ ତମ ଲେଖା ବିନା ଅସଂପୂର୍ଣ୍ଣ । ଏଇଆ ତ !
ମୁଁ: ହଁ
ତୁମେ: ଏବେ ଶୁଣ ଆଉ ଗୋଟେ କଥା । ଯଦି ତୁମ ଲେଖା ମୋତେ ପସନ୍ଦ ନଥାନ୍ତା ତେବେ ମୁଁ ବିଚଳିତ ସମୟରେ ତୁମ ଲେଖା ପଢି ଶାନ୍ତି ପାଆନ୍ତି ନାହିଁ ।
ମୁଁ: ସତରେ ! ତମେ ମୋ ଲେଖା ପଢ ତେବେ ।
ତୁମେ: ସବୁବେଳେ-
ସେ
ଏମିତିଆ ରାତିଟିଏ ଥିଲା
ଯେଉଁଠି
ଘନ ଅନ୍ଧାରରକୁ ଭେଦି
ଶୂନ ଶାନ ପରିବେଶ ଭିତରୁ
କେବଳ ଭାସି ଆସିଥିଲା
ଗୋଟିଏ ନିରୀହ ମାଆର
ଆର୍ତ୍ତ ବିଳାପର ସ୍ବର
ଯାହା ପଚାରୁଥିଲା
"କୁଆଡେ ଗଲୁ ରେ ମୋ ଧନ;
ମୋତେ ଏକା କରି !"
-
कहते है की जिंदगी बहुत छोटी है
दो दिन का एक मेला है
कहते है
हर कोई कहते है
पर असलियत यही है की जिंदगी
दो पल मे ही बहुत लंबी सफर तय
कर जाती है ।-
हम कया हीं उसको बयां करे
जब भी वो हमारी सामने होता है, और
उसकी नजरो से हमारी नजर मिलती है
हम रोते रोते भी हस पड़ते हैं,
सारे गीले शिकवे मिटा बैठते हैं ,
बिन प्यार बरसाए रह नही पाते हैं
क्यू की हमारी साँसे भी हरदम
उसके ही नाम से चलते हैं
सुबह से रात तक
शिव शिव जपती हैं ।-
बहुत कुछ है जो हरपल तोड़ देता है हमें
बस एक आप ही हो बाबा जो हरदम जोड़ देते हो ।-