ମା ବାପା ଙ୍କୁ ଛାଡ଼ି ଅନ୍ୟ କାହାକୁ ବି
ଆଖି ବନ୍ଦ କରି ବିଶ୍ୱାସ କରି ହେବ ନାହିଁ..!!
କିଛି ଲୋକ କେବଳ ନିଜର ସ୍ଵାର୍ଥ ହାସଲ ପାଇଁ
ସାଥୀ ହେବାର ଅଭିନୟ କରିଥାନ୍ତି ..!!
ନୂତନ ସମ୍ପର୍କ ସୃଷ୍ଠି ହେବା କ୍ଷଣି ପୁରୁଣା ସମ୍ପର୍କର
ମୂଲ୍ୟ ଭୁଲି ଯିବା ସବୁଠୁ ବଡ଼ ମୂର୍ଖାମି..!!
ବାପା ମା ଙ୍କ ଆଖିରେ ଲୁହ ଦେଇ
ଅନ୍ୟ କାହାକୁ ବି ହସେଇବାର ଇଚ୍ଛା ଥିଲେ
ସେ ଇଚ୍ଛା କେବେ ବି ଫଳପ୍ରଦ ହୋଇପାରିବ ନାହିଁ..!!
ସବୁ ଲୁହ ଓଠ ର ଆହାର ହୋଇନଥାଏ
କିଛି ଲୁହ କାହା ପାଇଁ ଅଭିଶାପ ବି ହୋଇପାରେ..!!
ସମସ୍ତଙ୍କ ଆଗରେ ସବୁବେଳେ ହସୁଥିବା ଲୋକଟି
ଅନ୍ତରରେ ଖୁବ୍ ସାରା କୋହ ଭରି ରଖିଥାଏ..!!
ସମ୍ପର୍କର ସୁତାଖିଅ କୁ ଦୁର୍ବଳ କରିବା ପଛରେ
ନିଜ ଲୋକଙ୍କର ସବୁଠାରୁ ବଡ଼ ହାତ ଥାଏ..!!
-
ରକ୍ତ ର ନିବିଡ଼ ସମ୍ପର୍କ ବି
ବେଳେ ବେଳେ କମଜୋର ହୋଇ ପଡ଼େ
ଯେତେବେଳେ ଏ ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଅବିବେକୀ ମଣିଷ ଟେ ଆସିଯାଏ..
ବେଳେ ବେଳେ ମା ର ପଣତ ବି ଅଦରକାରୀ ହେଇଯାଏ
ଯେତେବେଳେ ମା କୁ ମିଛ କହି ପୁଅ ବାହାରକୁ ଯିବାକୁ ଲାଗେ...
କେବେ କେବେ ରାକ୍ଷୀ ର ସେ ଅତୁଟ ଡୋରି ବି ଛିଣ୍ଡି ଯାଏ
ଯେତେବେଳ ଭାଇ ତା ଭଉଣୀ ଠୁ ଅଧିକା ପ୍ରେମିକା କୁ ମହତ୍ତ୍ୱ ଦେଇଥାଏ...-
ସମ୍ପର୍କ ର ସ୍ତର :-
-----------------
ସମ୍ପର୍କ ରେ " କମା " ପଡିଥାଏ ସେତେବେଳେ,
ସମୂଖ ବ୍ୟକ୍ତି ର ସଦଭାବନା କୁ ଆଗକୁ ବଢ଼ିବାରେ
ସହଯୋଗ ମିଳେ ।
🌀
ସମ୍ପର୍କରେ " ପୂର୍ଣ୍ଣଛେଦ " ପଡ଼ିଯାଏ ଯେତେବେଳେ,
ସାମ୍ନା ବ୍ୟକ୍ତି ର ଗୁରୁତ୍ଵପୂର୍ଣ୍ଣ ବାକ୍ୟ କୁ " ବିସ୍ମୟ ସୂଚକ "
ରୂପେ ବ୍ୟବଚନା କରାଯାଇଥାଏ ।
-
ଶବ୍ଦ ଆଶବ୍ଦ ଅପଶବ୍ଦ ର ସମ୍ପର୍କ
କିଛି ମନ ର ତର୍କ, କିଛି ମୋହ ର ବିତର୍କ ।
ଜୀବନ ର ଅଦ୍ଭୁତ ଅନୁଭୂତ ଅର୍କ
କିଛି ସମ୍ପର୍କର ତର୍କ , କିଛି ସତ୍ୟତା ର ବିତର୍କ ।-
যদি সম্পর্ক পোড়ে তরকারির মতো
তবে সুধার করতে হবে
ভালোবাসাযের সুগন্ধ দিয়ে
যদি ছাই (ash)হয়ে যায়
কেমন ভাবে বি সংগ্রহ করা যায় পারেনা-
ଶାଶୁ-ବୋହୂର ସମ୍ପର୍କ ଯେମିତି ବି ହେଇଥାଉ ନା କାହିଁକି, କାଲି କିନ୍ତୁ ସବୁ ବୋହୂଙ୍କ ଷ୍ଟାଟସ୍ ରେ ମାଙ୍କ ସହିତ ଶାଶୁମାଙ୍କର ଫଟୋ ବି ଥିଲା I କିନ୍ତୁ କୌଣସି ଜ୍ବାଇଁଙ୍କର ଷ୍ଟାଟସ୍ ରେ କେବଳ ନିଜ ମାଆଙ୍କର ଫଟୋ, ଶାଶୁମାଙ୍କର ଫଟୋ ନଥିଲା I ବୈବାହିକ ସମ୍ପର୍କ ଯଦି ପରସ୍ପରର, ତାହେଲେ କାହିଁକି ନୁହେଁ..........
ଓହଃ!! ବୋଧେ ଜ୍ୱାଇଁ ମାନଙ୍କର ଶାଶୁମାଙ୍କ ସହିତ ସେଲଫି ନଥିଲା 😂😂😂
-
জটিলতার ধোঁয়াসায়
জীবন স্তব্ধ হয়ে যায়
প্রাণের উত্তাপে
উড়িয়ে কূয়াশা
অশ্রু জলে
ভিজিয়ে ধোঁয়াশা
অমলিন বাতাবরণে
নিশ্বাস নিক
তোমার আমার ভালবাসা-
ତୁମେ ଥିବ ନା ମୁଁ ଥିବି
ହେଲେ ଆମ ସମ୍ପର୍କ ଥିବ
କାରଣ
ଏ ସମ୍ପର୍କ ପରା ଜନ୍ମ ଜନ୍ମର-
କିଛି ସଂପର୍କ ଏମିତି ....
ଯେତେ ଦୁଃଖ ଦିଏ
ସେତେ ନିଜର ଲାଗେ....
ସେ ରକ୍ତରେ ନୁହେଁ ଯୋଡା
ତଥାପି ହୃଦୟ ତା'ପାଇ ଟୁକୁଡା
ପାଖେଥିଲେ ବୁଝିହୁଏନା କି
ଦୂରେଗଲେ ସହି ହୁଏନା....-