QUOTES ON #SAMBALPURIDIN

#sambalpuridin quotes

Trending | Latest

ମାତୃଭାଷାର୍ ବନ୍ଦନା ରେ
ଏନ୍ତା ସାଜିଥଉଁ ପୁଜାରି ,
ମାଁର୍ ଲାଗି ମୁଇଁ ବଜା ହେଲେ
ତମେ ହଉଥ ମୁହୁରୀ ।
କୋଶଲି ଆମର୍ ମହକୁ ଥଉ
ଦିନ୍ କେ ଦିନ୍ ଆହୁରି ,
ତମେ ସମଲପୁରୀ କେ ଆମେ
ଭି ସମଲପୁରୀ 🙏...ଏସ୍ ଏସ୍ ଏନେ✍️..

🙏 ଜୁହାର୍ 🙏
ଜୟ ମାଁ ସମଲେଇ..
ସମକୁ ସମ୍ବଲପୁରୀ ଦିନ୍ ର୍
ଗୁର୍ଦୁଟେ ଶୁଭେଚ୍ଛା💐💐

-


1 AUG 2022 AT 0:15

................

-


1 AUG 2020 AT 9:50

ଆମର୍ ବୋଲି ଆମର୍ ଚାଲି ଲାଗସି କେତେ ନିଆରା
ଆମର୍ ଶାଢ଼ୀ ଆମର୍ ନାଚି ଦେଖଲେ ଲାଗସି କେତେ ବଢ଼ିଆ
ସମ୍ବଲପୁରୀ ଗୀତ ର୍ ତାଳେ ଝୁମ୍ସି ସବକର ମନ୍
ତିହାର୍ ବାହାର୍ କେ ଦୁଲ୍ କିସି ବଜା ଥି କୋଶଳ୍ ମାଟିର୍ ସବୁ ଗାଁ
ଯାହିଁ ଗଲେ ବି ନାଇଁ ପାସରୁନ ଆମର ମା ମାଏଟ କେ ଆମେ ତ ସମ୍ବଲପୁରିଆ


#August 1st
#Sambalpuri day

-


1 AUG 2020 AT 15:49

ସମ୍ବଲପୁରୀ ଦିନ୍ ଆମର୍ ତିହାର୍!
ସମସ୍ତଙ୍କୁ ମୋର୍ ଜୁହାର୍ 🙏
ଦୁନିଆର କୁନେ କୁନେ ମହକ୍ ସି ଆମର୍ ଭାଷା,
ଝଲ୍ସିଯିସି ସବୁଠାନେ ଆମର୍ ସମ୍ବଲପୁରୀ ବେଶଭୂଷା।
ଆମର୍ ଗୀତ ର୍ ତାଲେ ତାଲେ ନାଚ୍ ସି ସାରା ଜଗତ୍,
ଆମର୍ ଭାଷା, ଆମର୍ ସଂସ୍କୃତି ନୁ ବଢ୍ ସି ଆମର୍ ମାନ୍ ମହତ୍।
ହେ ମାଁ ସମଲେଇ,
ସବୁବେଲେ ଉଢେଇ ରଖିଥା ମାଁ ତୋର୍ କାନିର୍ ପନତ୍!
...
ଜୟ ମାଁ ସମଲେଇ🙏

-


1 AUG 2020 AT 8:35

Happy Sambalpuri Day
1st August
Be Sambalpuri, Wear Sambalpuri and Dance Sambalpuri

-


3 AUG 2024 AT 7:09

See captions....🙏✍️

-


1 AUG 2022 AT 7:19

ଯେନୁ ବହେସି ମହାନଦୀ ର ପାନି ଧାରା
ହେନର୍ ପାନି ମୋତି ଝରା
ସମ୍ବଲପୁରୀ ଟା ଆମର ଭାଷା
ନୁହେଁ ତ ଆମେ ହିନ୍
ଜୟ ଜୟ ମା ସମଲେଶ୍ବରୀ
ଜୁହାର ସମ୍ବଲପୁରୀ ଦିନ
❤️❤️❤️❤️❤️

-


1 AUG 2020 AT 8:31

ସବୁ ସମ୍ବଲପୁରୀ ଭାଇ ବହେନ୍
ମାନଙ୍କୁ ସମ୍ବଲପୁରୀ ଦିନ ର
ଅନେକ ଅନେକ ଅଭିନନ୍ଦନ 🙏🏻

ଆମର ଭାଷା , ଆମର ପରମ୍ପରା,
କହେମା ସମ୍ବଲପୁରୀ,
ପୀନ୍ଧମା ସମ୍ବଲପୁରୀ,
ଖାଇମା ସମ୍ବଲପୁରୀ ।

ଜୟ ମା ସମଲେଇ
ଜୟ ସମ୍ବଲପୁରୀ ।।।

-


31 JUL 2021 AT 23:54

କଥା ଶୁନ୍ ବ କି କଥାନି, ରଜା ହଉ କି ସେ ରାନି
ଥରେ ଶୁନିଦେଲେ ସମ୍ଵଲପୁରୀ ଲାଗିଯିବା ରେ ମହନି
ରସେଁ ରସେଇ ଦେସି ରସର୍ କେଲି
ଡ଼ାଲ୍ ଖାଇ ନଚେଇ ଦେସି
ବିଦେଶେଁ ଲାଗିଛେ ରଙ୍ଗବତୀ ରଙ୍ଗ
ଲୋକ୍ କୁ ନଚେଇ ଦେସି
ଦୁଲ୍ ଦୁଲ୍ ହେଇ ଛାତି ଦୁଲ୍ କି ଯାଏସି
ବାଜିଗଲେ ଦୁଲ୍ ଦୁଲି
କିଏ ଅଟ୍ କାବା ଉଡ୍ ଲା ମନକେ
ନାଚିଦେବା ଗାଁ ର୍ ଖୁଲିଁ
ରଝୋ ରଝୋ କରି ଭିଜେଇ ଦେସୁଁ
ସମ୍ଵଲପୁରୀ ର୍ ରସେଁ
ଝର୍ ଝର୍ ହେଇ ଶାହି ଝରି ପଡ଼ସି
ମୋର୍ ଛୋଟ୍ କଲମର୍ ଧାରେଁ

-


1 AUG 2020 AT 15:49

Meenakshi Sandha

-