May the New crops harvested brings,
the rise of health, wealth & prosperity...
May the wave of this festival brings light & new hopes for a better future for the Framers & everyone around.....
Here's wishing you a happy & joyous
"Nuakhai parab"
-
ନୁଆଁଖାଇ ଜୁହାର୍🙏
ଗୁଟେ ବଛର୍ ପରେ ଇଟା ଆଏଲା ନୁଆଁଖାଇ
ଯେ ଯାହିଁ ଥିଲେ ଘର୍ ମାନ୍-କେ ଆଏସନ୍ ଧାଇଁ
ଆର୍-ସା ପିଠା ଖିରି ଘରେ ମହକ୍ ଛୁଟେଇ ଦେସି
ଭଜା,ତର୍-କାରୀ,ଆମିଲ୍,ଶାଗ୍ ଖାଏବ ବେସି ବେସି
ଟିଁଚୋ ଟିଁଚୋ ଛୁଆ ଠାନୁ ବୁଢ଼ା ବୁଢ଼ୀ କରି
ମାଁ ଘଣ୍ଟାସୁନୀ କେ ଜୁହାର୍ କର୍-ମା ଚାଲ ମିଶି କରି
ଉସଦ୍ ମନେ ଦେଖ ଠୋଲ୍ ହେଲେନ ଭାଇ ଦାଇ
ଛତର୍ ତଲେ ରଖ୍-ବୁ ଆମ୍-କୁ ଗୋ ମାଁ ସମ୍-ଲେଈ
ମେଲନ୍ ମେସନ୍ ପରବ୍ ଆମର୍ ନୁଆଁଖାଇ ତିହାର୍
ମୋର୍ ଗୁରୁଜନ୍ ମାନ୍-କୁ ମୋର୍ ନୁଆଁଖାଇ ଜୁହାର୍-
ବାର୍ ମାସେ ତେର ତିହାର୍,,,
ଆର୍ ସେ ତିହାର୍ ମାନକର୍ ଭିତରେ୍ ଆମର୍ ବଡଖା୍ ତିହାର୍ ହେଉଛେ "ନୂଆଖାଇ",,,
କେତେ ପୁର୍ ଷା୍ ନୁ ଇ ପରମ୍ପରାର୍ ମୂଲ୍ ହେଇଛେ ଯେ କହେବାର୍ ସହଜ୍ ନୂହେଁ,,ପୀଢି ଉତାରୁ ପୀଢି ଜତନେ ଇଟା ଉତରି ଆସିଛେ ।
ଗାଁ ଖୁଲି ମହକି ଗଲା ନ ଢେକି କୁଟାର୍ ଶବଦ୍ ଥିନ୍,,ଗାଁ ମାଁ ର୍ ଡକରା ନେ ଗହକି ମନେ ଫିରୁଛନ୍ ବାହାରେ ରହେଲା ପୋ ବହ,ଆର୍ ଗାଁ ଖୁଲି ନେ ଛୁଆ ପିଲା ଛଥର୍ ଲେଖେଁ ଇନୁ ସେନକେ ହେଇ ଟହଲି ବୁଲୁଛନ୍,,
ବହିଦାର କୁଟୁମ୍ ଆଡୁ ଆପଣ ମାନ କେ ନୂଆଁଖାଇ ର ଜୁହାର ,
ମାଁ ସମଲେଇ ନେ ସବ କର୍ ହସି ଖୁସି ଲାଗି କରୁଛେ ଗୁହାର,,,-
ନ ତୁନ୍ ଛ ଭଜା ସାଙ୍ଗେ
କୁରେଇ ପତର୍ ଦନା ଖଲି,,,
ରାଗ୍ ଋଷା ଭୁଲି,,
ଗୁଟେ ଘରର ହେଇକରି
ନୂଆଖାଇ ମାନ୍ ମା କାଲି🙏🙏🙏🙏🙏-
ନୂଆଁଖାଇ ଜୁହାର ସବ୍ କୁ
🙏🏻🙏🏻
ମାଁ ସମଲେଇ ସବ୍ କୁ ଭଲ ସେ ରଖୁନ୍
🙏🏻 ଜୟ ମାଁ ସମଲେଇ 🙏🏻-
Festivals act as a reinforcement in relationships and 'Nuakhai' festival is one among them which is celebrated in the western districts of "Odisha" state to welcome the newly harvested ' Paddy ' in khariff season. Festivals also act as an enhancer of emotional link among family members and also with the beautiful people who are connected in different ways in our life.
💐 "ନୂଆଖାଇ ଜୁହାର" (Nuakhai juhar) to all.💐-
ଜୁହାର୍ ଜୁହାର୍ ସମଲେଇ ଜଗତର୍ ଜନନୀ
ଜୁହାର୍ ମାଁ ଗୋ ସମଲେଇ ସମ୍ବଲ୍ ମାଟିର୍ ରାନୀ।
ଭଲେ ଭଲେ ରଖିଥିବୁ ଢାପି ପନତ୍ କାନି,
ଜୁହାର୍ ମାଁ ଗୋ ସମଲେଇ ସଙ୍କଟ ହାରିନୀ।
ବନେ ଦିନୁ ଆସିଅଛେ ତିହାର୍ ନୁଆଖାଇ
ଦଦା ଖୁଡ଼ି ଆସ ଆସ ଆସରେ ମୋର୍ ଭାଇ।
ଆରେ
ଢ଼ୋଲ୍ ନିଶାନ୍ ବଜାର୍ ତାଲେ ନାଚ୍ମା ଝୁଲି ଝୁଲି।
ରାଗ୍ ରିସ୍ମି ରୁସା ଫୁଲା ସବୁ ଯିମା ଭୁଲି।
-ଦେବସ୍ମିତା ନାୟକ
-
ଲାଲ ଜର୍ ଜର୍ ପାନ୍ ସଭେ ବିଡେ଼ ବିଡେ଼,
ଆଉ ତାର ସାଙ୍ଗେ ଫ୍ରେମ୍ ଥୁ ଥିବେ ଗୁହୁଡେ ।
ଇଥୁ ଲାଗସି ଜେନ କିସମର ମଜା,
ପରଜା ପାଖେ ଫେଲ୍ ଆୟେ ରଜା ।-
Naye fasal k sath kisan ki ummid nayi
Naye dress k sath sab k mann me asha nayi
Maa samalei ki blessing se har thali me anna ka agaman hai
Sab k sath manane
k ummid se dur se aye har rishtedar hai
Is nuakhai me har chiz
naye k sath ek nayi asha aur Bishwas hai
Har kisi ko sambalpur
k aur se
nukhai juhar hai✍️✍️ priya-