जब तुम खुश रहने लगते हो
चाहे कुछ भी होजाए
जब तुम अपनी गलती को समझते हो
ना किसी और के गलती को
तब दुनिया खूबसूरत हीं नहीं
अच्छा भी होजाएगा-
ତୋ ଆଖିର ସେ ନିରୀହ ଛାୟାରେ
ହଜେଇ ଦେବାକୁ ଇଚ୍ଛା ହୁଏ ମୋ ମନକୁ
ପୁଣି ଡର ଲାଗେ ଫେରି ପାରିବି ନା ନାଇଁ,
-
ଅନେକ ଦିନର
ଗୋଲାପ କଢ଼ଟି 🥀🥀
ଆଜି ଫୁଟିଛି🌹
ଲାଜକୁଳୀଳତା ର😌
ସ୍ୱରୂପକୁ ଘେନି 🌺
ନାଲି ନାଲି ସଜ ପାଖୁଡ଼ା🌹🌹
ଶରୀରରେ ତାର🌺
ସୌନ୍ଦର୍ଯ୍ୟ ର🥰🥰🥰
କାହାଣୀ ବିଦ୍ୟମାନ 😍
ପ୍ରକୁତିର ପ୍ରସଂଶାରେ👌👌👌
ବିମୋହିତ ହୋଇ🤣🤣
ନୟନକୁ ମିଶେଇ
ପାରୁନି ତାସହ😔😔😔
ଯାଉଛି ସେ ଲାଜେଇ ଲାଜେଇ 😔😔
((( ଶିଲା ମେହେର )))
-
I hate uhh -----
I use this type of nonsense word
Only for uhhh,
This is called friendship
-
((ବନ୍ଧୁ))
ସମ୍ପର୍କ ର ଅଭିଧାନରେ
ଖୋଜିଲି ମୁଁ ବନ୍ଧୁତ୍ୱର ସ୍ୱରୂପକୁ,
ସମସ୍ତ ରୂପରେ ତାର ଅସ୍ତିତ୍ବ ବିଦ୍ୟମାନ
ଅଜାଣତ ନୁହଁ ଏ କାହାକୁ!
ନା ରହିଛି ବାରଣ- ନା ଭେଦଭାବ,
ଏ ଏମିତି ଏକ ସମ୍ପର୍କ
ନାହିଁ ଏଠି କାହାରି ପ୍ରତିବାଦ!
କେବେ ହୁଏ ସେ ମାଁ ର ସ୍ୱରୂପିଣୀ
କେବେ ସେ ଭଗିନୀ,
ଭାଇର ସେ ସ୍ଵଚ୍ଛ ଉଦାହରଣ
କଳି ଝଗଡା ରେ ନୁହଁ ତା ସହିତ କେ ସମ!
ସବୁ ସମ୍ପର୍କ ର ବନ୍ଧନ ରେ ଥାଏ
ନିର୍ଦ୍ଧିଷ୍ଠ ସମୟ ର ବାଦ,
ଏଭଳି ଏ ବନ୍ଧୁର ମିଳନ
ନାହିଁ ତାର ଜୀବନେ ପୂର୍ଣ୍ଣଛେଦ!
ଖୁସି ରେ ସେ ହୁଏ ଖୁସି,ଦୁଃଖରେ ଦୁଃଖୀ,
ତା ସହ ନା ବାଣ୍ଟିଲେ ଏ ଜୀବନର କଥା ସବୁ
ଅଧୁରା ଅଧୁରା ଲାଗେ ସତେ ଯେମିତି!
ସମ୍ପର୍କ ଠୁ ବଳି ତାଙ୍କ ସମସ୍ତଙ୍କ ସହ
ନାହିଁ କୋୖଣସି ତାର ନାମ
କାଳ କାଳ ପାଇଁ ବିଜୟୀ ହଉ
ବନ୍ଧୁତ୍ୱର ମାନ!
((((ଶିଲା ମେହେର ))
-
ଖୋଜୁଛି ମୁଁ ନିଜକୁ ନିରବତା ଭିତରେ🙇🙇🙇
ରାତିର ନିଃଶବ୍ଦ ନିର୍ଜନ ପ୍ରହରରେ ନୁହେଁ❤️
ଦିନର ଚଞ୍ଚଳ ତାର ସ୍ପର୍ଶରେ🌞🌞
ଖୋଜିପାଏ ମୁଁ ନିଜକୁ ଅନ୍ଧାରିଆ👦
ଛିନ୍ ଛାନ୍ କୋଠରୀରେ ଅତି ସରଳ ଭାବରେ😞
ପୁଣୀ ହଜେଇଦିଏ ମୁଁ 😑😑
ଆଲୋକର ଜନ ଗହଳିରେ😡😡
ଜୀବନରେ ମୋର ସୁଖ ଅଛି ଶାନ୍ତି ଅଛି🤗🤗
ନାହିଁ କମି ଏ ସମୟରେ କିଛି😆
ହେଲେ ମନଟା ମୋର ଭାରି ଚଗଲାମି😔😔
ଯେତେ ହେଲେ ଭି ଲୋଡା ତାକୁ ଆଉ କିଛି😠
ଅଭିମାନୀ ମନଟା ମୋର😠😠
ଟିକେ ଟିକେ କଥାରେ ଅଭିମାନ କରେ ବସି😔
ତାକୁ ମୋର ଶାନ୍ତି କରିବାକୁ ହବ😞
ଜୀବନର ସବୁ ପରିସ୍ଥିତିରେ👍
ମୋ ମନରେ ଚିନ୍ତା ନାଇ ଆଉ କିଛି👍👍
((((( ଶିଲା ମେହେର)))))
-
ଭାଇ--
ଆଜି ତୋର ଜନ୍ମ ଦିନ,🎂🎂
କରୁଛି ଅଭି ନନ୍ଦନ🎉🎉
କୁଆଁ କୁଆଁ କାନ୍ଦୁଥିଲୁ ତୁ,😭
ତୋର କୁନି ଓଠରେ😄
କି ଅପୂର୍ବ ଦିନ ଥିଲା 🌞
ଏ ସମଗ୍ର ସଂସାରେ💐
ବରଷ କରେ ବାର ମାସ👏
ବାର ମାସେ ଗୋଟି ଗୋଟି ଦିନ💝
ସବୁ ଦିନ ଠାରୁ ବଳି ଖୁସି,😄😄
ଆମ ପାଇଁ ତୋ ଜନମ ଦିନ🌹🌹
ତୋର ଜନମ ର ମୂଳ,👐
ବାପା ମାଁ ଙ୍କର କର୍ମର ଫଳ।💑
ଆମ ସଭିଙ୍କର ତୁ ଅନ୍ଧର ଲଉଡି🌷
ତୋର ଜନ୍ମରେ ଆମ ଭାଗ୍ୟ
ବଦଳି ଗଲା କଉଡ଼ି ଖେଳ ପରି।🌅🌇
ବଡ଼ ଭାଇ ତୁ ଆମର👦👦
ବଡ଼ ତୋର ସବୁ ଭାବ ବିଚାର🙇
ଆପତ୍ତି ନାହିଁ କେବେ ତୋର କେଉଁଥିରେ,🙅
ଦେଖାନିଆ ପ୍ରେମ ନୁହେଁ ତୋର,😹
ହେଲେ ତୋ ଭଲ ପାଇବା ଆଗରେ 😍
ଦେଇ ହେବନାହିଁ ମୂଲ୍ୟ କଉ ଜିନିଷର😗
କରୁଛି ମୁଁ ଇଶ୍ୱରଙ୍କ 🙏🙏
ଠାରେ ଏତିକି ପ୍ରାର୍ଥନା 🙏🙏
ପ୍ରାର୍ଥନା ରେ ପୁରା ହଉ 🙏
ତୋର ସବୁ ମନସ୍କାମନା🎁🎁
ଆଜିର ଏ ଦିବସ ରେ କରୁଛି 🙏
ତୋପାଇଁ ଏତିକି ଗୁହାରି😊😊
ରଖିଥାନ୍ତୁ ସେ ବିଧାତା
ତତେ ଖୁସିରେ ଭାରି💐💐🎁-