"ମିଛ ପାଖେ ସତ ବନ୍ଧା ପଡିଛି
ଦୁନିଆ, ଦୁର୍ନୀତିରେ ଚାଲୁଛି।"-
3 SEP 2022 AT 13:32
ଶସ୍ତା ନାମ.....
ନିଜ କୁ ସବୁ ବିପଦରୁ ଉଦ୍ଧାର କରିବା ପାଇଁ
ମଣିଷ ଭଗବାନ ଙ୍କୁ ଡାକେ । ଆଉ ଉଦ୍ଧାର ବି ପାଏ ,ଖୁସି ଖୁସି ଠାକୁର ଙ୍କୁ ଧନ୍ୟବାଦ ବି ଦିଏ । ହେଲେ ପୁଣି ସେଇ ମଣିଷକୁ ଏମିତି କେଉଁ ପରିସ୍ଥିତି ବିବଶ କରେ ଯେ,ସେ ଠାକୁର ଙ୍କ ରାଣ ପକାଇ ବାକୁ ବି ପଛାଏନି ।
ସେମିତି ଏ ଦୁନିଆଁ ର ଲୋକ ମାନେ ନିଜ ସ୍ବାର୍ଥ ହାସଲ ପାଇଁ କାହିଁକି ଅନ୍ୟ ର ନାମ କୁ ଅପ ବ୍ୟବହାର କରନ୍ତି। କେବେ ବି ଭାବନ୍ତିନି ଅନ୍ୟ ର ସାହାଯ୍ୟ କୁ ,ମନେ ରଖନ୍ତିନି କାହା ଉପକାର କୁ
କେବଳ ମନେ ରଖନ୍ତି ଗୋଟେ ପରେ ଗୋଟେ କାମ ତା ଠାରୁ ହାସଲ କରିବାକୁ ।-
19 MAY 2022 AT 16:57
ନିଜ ପ୍ରେମ ଆଜି ନିଜର ବଇରୀ
ଆଖିକ ସପନ ସାଗ-ମାଛ ପରି
କରୁଥିଲି ବୋଧେ ଏତେ ଶସ୍ତା ପ୍ରେମ
ବିଚ୍ଛେଦ ଆଜି ତା ଶେଷ ପରିଣାମ ।।-