Firoj Mohapatra  
18 Followers · 20 Following

Joined 6 May 2020


Joined 6 May 2020
31 AUG 2023 AT 0:40

ମଣିମା ଶୁଣିମା ହେବକି,🙏
ଏ ବୟସରୁ ସ୍ୱର୍ଗଦ୍ୱାରେ ଜୁଇ ମୋର ଜଳେଇ ଦବକି ?
ଦରଦୀ ମନଟା ଝୁରୁଛି ଯାହାକୁ ସିଏକିବା ମତେ ଝୁରିବ
ମୋ ପ୍ରେମକୁ କାଇଁ ଛାତିରେ ସାଇତି ମତେ ସପନରେ ଗଢ଼ିବ ।

ମଣିମା ଶୁଣିମା ହେବକି,🙏
କା ରାସ୍ତାରେ ଯଦି କଣ୍ଟା ସାଜୁଥାଏ ,
ମତେ ରାସ୍ତାରୁ ହଟେଇ ଦବକି ?
ପ୍ରିୟାର ବିଷର୍ଣ୍ଣ ବଦନକୁ ଦେଖି ଆଉ କିବା ନିଦ ଲାଗିବ
ହୃଦୟରେ ଚାପି ଅକୁହା ଦୁଃଖକୁ ତକିଆଟା ଖାଲି ଭିଜିବ ।
😭😭😭🥺


-


29 APR 2023 AT 22:14

ବେଳେବେଳେ ମୋର ବି ମନେ ପଡେ ,
ହୃଦୟକୁ ମିଳୁଥିବା ହୃଦୟ ବିଦାରକ ଯନ୍ତ୍ରଣା
ଆଉ ଯନ୍ତ୍ରଣା ଦେଉଥିବା ହୃଦୟୀ ମଣିଷ ମାନେ ।🥺🥺🥺🙏🙏🙏🙏

-


25 FEB 2023 AT 15:22

ପ୍ରେମ ସବୁ ବିକ୍ରି ହେଲାପରେ
ପ୍ରେମ ବିନା ହୃଦୟଟା ମୃତ୍ୟୁ ଅପେକ୍ଷାରେ ।😔😭

-


20 FEB 2023 AT 20:29

ସେ ବୋଧେ ସବୁ ଜାଣିଥିଲା
ମୁଁ ତା ଜୀବନରେ କିଛିଦିନ ପାଇଁ ବୋଲି.....
ସେଥିପାଇଁ ମୋ ଆଖିରୁ ଲୁହ ,
ଆଉ ତା ଓଠରୁ ହସ ଏକା ସମୟରେ ଝରେ 💔😭 ।

-


26 DEC 2022 AT 9:09

ବୋଧେ ଆଜି ସେଇ ଦିନ,
ଅପେକ୍ଷା କିଛି ଚମତ୍କାରର
ଅପେକ୍ଷା ଅର୍ଥରବି ଅନର୍ଥରବି ........😢

-


23 DEC 2022 AT 14:56

ବାସ ବାର ବାର ଏମିତି ହିଁ ହୁଏ
ତତେ ଦେଖିବା ପରେ, ସବୁ କିଛି ଭୁଲିଯାଏ ....😢

-


14 DEC 2022 AT 23:36

ସ୍ବପ୍ନ ସବୁ ତୋ ପାଖରେ ବନ୍ଧା
ଆଉ ନିଦ ସବୁ ସ୍ବପ୍ନ ପାଖରେ
ଆଉ ଆଖି ଖୋଲିଲେତ ତୁ ଦେଖାଯାଉ,
ଦିବାଲୋକରେ ।
ତାମାନେ ମୋର ରାତି ଦିନ ସବୁ ତୋ ପାଖରେ ବିକ୍ରି ହୁଏ
ହେଲେ ଲୁହ ସବୁ ବନ୍ଧ ଭାଙ୍ଗେ
ଯେବେ ତୁମେ କୁହ, ତୁ ମୋର କିଏ ???😢😢😢

-


1 JUL 2022 AT 7:28

ନା ମତେ ନିଦ ନାହିଁ !
ଶବ୍ଦ ସବୁ ମେଞ୍ଚା ମେଞ୍ଚା ହେଇ ଆସ
ମୁଁ ତୁମକୁ ନେଇ କବିତା ଲେଖିବି,
କାଗଜରେ ହୃଦୟର ଉଦାରତା ବଖାଣିବି ।।

-


28 JUN 2022 AT 23:17

ହଁ ସମୟ ପାଖରେ ହାର ମାନିଯାଏ,
ପ୍ରେମ, ପ୍ରୀତି , ଆତ୍ମବିଶ୍ୱାସ
ଭଗବାନ ନ୍ୟାୟ ଦେବା ବି ବନ୍ଦ କରିଦିଅନ୍ତି ।।

-


19 JUN 2022 AT 11:09

ଶୁଣିଥିଲି ସ୍ବପ୍ନ ଆଉ ସତ ଭିତରେ ଫରକ ଅଛି
କିନ୍ତୁ ଆଜି ଯାଏ ମୁଁ ଉପଲବ୍ଧି କରିନି ।

ଶୁଣିଥିଲି ସ୍ୱପ୍ନ ସତ ହବାକୁ ସମୟ ଲାଗେ
କିନ୍ତୁ ମୁଁ ଏସବୁକୁ ବିଶ୍ୱାସ କରେନି ।

ଯେଣୁ ମୋ ସ୍ବପ୍ନ ସାକାରର ଦାୟିତ୍ୱ ତୁମେ ନେଇଛ
ଆଖିରେ ଲୁହ ଆସିବ କାହିଁକି ,
ସେଥିପାଇଁତ ତୁମ ଖୁସି ସ୍ବପ୍ନ ହେଇ ମୋ ଆଖିରେ ଅଙ୍କା
ବାପା ! ବାପା !! ବାପା !!!😢

-


Fetching Firoj Mohapatra Quotes