nirmalya swain   (Nirmalya)
1.1k Followers · 40 Following

⚫⚖⚪ ସତ୍ୟ ମେବ ଜୟତେ📄 🖋🖤
Joined 7 October 2019


⚫⚖⚪ ସତ୍ୟ ମେବ ଜୟତେ📄 🖋🖤
Joined 7 October 2019
3 JUN AT 11:59

ଏ ବର୍ଷା ବି ମୋ ଭଳି
ନୀରବ ରୋଦନ କରି ଚାଲିଥାଏ!

-


2 JUN AT 22:13

ये जिन्दगी के बारे में क्या बोलूं,
गुनाह किये बिना सजा सुना देती है ।।

कसूर पूछूं तो,
मुस्कराकर मुहँ फेर लेती है ।।

-


1 JUN AT 20:39

ମହାଦେବ ଲାଗି ସତୀ ଭିଲ୍ ନିଜ୍'କେ ଜଲେଇ ଦେଇଥିଲେ ଆର୍ ପାର୍ବତୀ ତପସ୍ୟା କରିଥିଲେ ହେଲେ ମାତା ପାର୍ବତୀ କେ ପାଏବାର୍ ଲାଗି ମହାଦେବ କାଣା କରିଥିଲେ ? ପ୍ରେମ୍ ର ପରୀକ୍ଷା ଏତେ ସହଜ୍ ନିସେ, ଯଦି ସହଜ୍ ହେତା ବେଲେ ଇ କଲିଯୁଗେ ବ୍ରେକ୍'ଅପ୍ କି ଛାଡ୍ ପତର୍ ନି ହେତା!

-


22 MAY AT 16:33

Without hard work, sincere effort & willing hands,
No one can attain excellence.

-


22 MAY AT 16:01

ଦଶ କେଜି ସୁନା ପିନ୍ଧିଲା ମଣିଷ
କେବେ ଖାଣ୍ଟି ସୁନା ମୁଣ୍ଡାଟିଏ
ହେଇ ପାରେନି।

-


21 MAY AT 12:07

ପ୍ରେମମୟୀ ରାଧା ପ୍ରେମିକା ପଦବୀର ଦୁରୁପଯୋଗ କରିନଥଲେ ହେଲେ ତୁମେ କାହିଁକି ପ୍ରେମିକ ପଦବୀର ନିୟମ ଉଲ୍ଲଂଘନ କଲ କୃଷ୍ଣ ????

-


19 MAY AT 20:22

ଭଗବାନ ତା ହୃଦୟ ଭାଙ୍ଗିଥାନ୍ତି
ଯାହା ପାଖରେ ଏକା ଲଢେଇ କରିବାର
ଅଦମ୍ୟ ସାହାସ ଥାଏ ଆଉ
ଲୁହକୁ ଲହୁରେ ପରିଣତ କରିବାର କଳା ଥାଏ।

-


17 MAY AT 13:50

ଅଦିନିଆ ଝଡରେ ଭିଜି ସାରିଲା ପରେ ଇଚ୍ଛା ହୁଏନି ଆଉ ଭିଜିବାକୁ ମୌସୁମୀର ପହିଲି ବୁନ୍ଦାରେ!

-


2 APR AT 21:23

"ଅଧିକାର୍" ଭିକ୍ କି ଦାନ୍ ଥି ନି ମିଲେ,
ଲଢ୍'ଲେ ଯାଏ ମିଲ୍'ସି।

-


26 MAR AT 11:39

Is Justice On Sale ?

#corruption

-


Fetching nirmalya swain Quotes