◆ତୁମ ପାଇଁ ଚିଠି ଟିଏ◆
(ମୁଁ ଏମିତି ଏକ ସାବିତ୍ରୀ,ମୁଁ ଏମିତି ଜଣେ ପତିବ୍ରତା;
ମୋର ବୈଧବ୍ୟ ହିଁ ମୋ ସତୀତ୍ୱ ର ସାର୍ଥକତା )
(ପଢିବ ନିଶ୍ଚିତ)-
ବୋଉ ଯିବା ପରେ ବି ଚାରିପାଖ ମହକୁଥାଏ ବୋଉ ଦେହର ବାସ୍ନା ରେ। ନଶ୍ଵର ସ୍ଥୂଳସତ୍ତା ସିନା ଲୀନ ହେଇଯାଏ କିନ୍ତୁ ତା ସୁକ୍ଷ୍ମ ସତ୍ତା ର ଉପସ୍ଥିତି ଅନୁଭବ କରିହୁଏ ସବୁଠି।
ବୋଉ କୁ ନେଇ ଗପ ଟିଏ। ନା ଗପ ନୂହେଁ, ସତ ଟିଏ ।
ପଢ଼ନ୍ତୁ ଅନୁଶୀର୍ଷକ ରେ........-
ଅସୀମିତ (ଚତୁର୍ଥ ଭାଗ)
ପ୍ରେମରେ ହୃଦୟ ଭାଙ୍ଗେନା।
ପ୍ରେମ ସବୁବେଳେ ଆନନ୍ଦଦାୟୀ।
ଛଳନା ରେ ହୃଦୟ ଭାଙ୍ଗେ,
ବୁଝାମଣା ରେ ଗଢ଼ା ସମ୍ପର୍କରେ ହୃଦୟ ଭାଙ୍ଗେ।
ପ୍ରକୃତ ପ୍ରେମ ତ ମନୁଷ୍ୟ କୁ ପୂର୍ଣ୍ଣତ୍ବ ର ସ୍ଵାଦ ଚଖାଏ।
ଉପନ୍ୟାସ ର ଚତୁର୍ଥ ଭାଗ ଅନୁଶୀର୍ଷକ ରେ.....
-
ମହାମିଳନ ।
ସତରେ କଣ ଆଧୁନିକ ଦୁନିଆରେ ପ୍ରେମ ପଳାଶ ଫୁଲ ପାଲଟି ଯାଇଛି? ସତ ରେ କଣ କେଦାର ଗୌରୀ, ରୋମିଓ ଜୁଲିଏଟ ଖାଲି ପ୍ରେମ ଗଳ୍ପ? ବାସ୍ତବ ନୂହେଁ? ସତ ରେ କଣ ପ୍ରେମ କେବଳ ବାହ୍ୟ ଚାକଚକ୍ୟ ଆଉ ଶରୀର ରେ ସୀମିତ?
ଅନୁଶୀର୍ଷକ ରେ ଆପଣଙ୍କ ଅପେକ୍ଷାରେ ପ୍ରେମ ଗଳ୍ପ ଟିଏ।
-
ଅସୀମିତ।(ଭାଗ ଏକ)
ଆକାଶ ଅସୀମିତ, ଅସୀମିତ ଏ ବ୍ରହ୍ମାଣ୍ଡ। ଅସୀମିତ ଭାବନା ଆଉ ଅସୀମିତ ବି ପ୍ରେମ। ସୀମାରେଖା ରେ ଅଣନିଶ୍ୱାସୀ ହୋଇଯାଆନ୍ତି ଭାବନା, ଭାବ, ପ୍ରେମ ଆଉ ପ୍ରେମୀ।
ଉପନ୍ୟାସ ଟି ଅନୁଶୀର୍ଷକ ରେ।
-
ଅସୀମିତ(ତୃତୀୟ ଭାଗ)
ସମୟ ର ପ୍ରହାରରେ କ୍ଷତାକ୍ତ ପ୍ରେମ କିନ୍ତୁ ହାର୍ ମାନେନି କେବେ।
ନିୟତି ବିରୁଦ୍ଧରେ, ସମାଜ ବିରୁଦ୍ଧରେ, ସମୟ ବିରୁଦ୍ଧରେ ପ୍ରେମ ପାଇଁ ଯୁଦ୍ଧ କରେ ପ୍ରେମୀ।
ପରିଶେଷରେ ହାର୍ ମାନେ ନିୟତି, ହାର୍ ମାନେ ସମାଜ, ହାର୍ ମାନେ ସମୟ।
ଏଇତ ପ୍ରେମ, ଏଇତ ସ୍ପନ୍ଦନ ।
ଉପନ୍ୟାସ ର ତୃତୀୟ ଭାଗ ଅନୁଶୀର୍ଷକ ରେ।-