"ଚକ ଘୁରୁଥାଏ ,ରାସ୍ତା ଅଧରେ
ଶୁନଶାନ ହେଇଯାଇଥାଏ ଜୀବନ ।(୧)
ଛୁଆଟି ହେଲମେଟ ପିନ୍ଧି କାନ୍ଦୁଥାଏ ...
ମା,ବାପା ରକ୍ତ ଜୁଡୁବୁଡୁ.. ନ ଥାଏ ଆଉ ସ୍ପନ୍ଦନ ।"(୨)-
11 NOV 2018 AT 10:33
12 NOV 2018 AT 15:39
କିଏ ଜାଣେ କେତେବେଳେ ଯିବ ଜୀବନ,
ସମୟ ସୁଅରେ ଭାସିଯିବ ସବୁ ସପନ l
'ସଡକ ସୁରକ୍ଷା, ଜୀବନ ରକ୍ଷା' ର କରି ଗାନ,
ବେଳ ଥାଉ ଥାଉ ଦେଶବାସୀ ମୋର ହୁଅ ସଚେତନ ll
-
11 NOV 2018 AT 12:51
ଚକ ତ ବୁଲୁଥାଏ, ନ ଲାଗୁ କିନ୍ତୁ
ଟାଇଟାନିକ ପରି ଝଟକା
ଯେଉଁ ଦିନ ଗଲା ଅନେକ ଜୀବନ
ହେଲା ତ ଭୁଲ୍ ଭଟକା।-