QUOTES ON #କଥାଟିଏମୋକଥା

#କଥାଟିଏମୋକଥା quotes

Trending | Latest
2 OCT 2020 AT 21:42

ସମ୍ପର୍କର ମୃତ୍ୟୁ ତ ହେଇଯାଇଥାଏ
କିନ୍ତୁ ସ୍ମୃତିର କଦାପି ନୁହେଁ।

-


22 JUL 2020 AT 8:49

"ଜୀବନ" କହୁଥିଲୁ ଏବେ "ଜାଣିନୁ"କହୁଛୁ ,
ସେତେବେଳେ ମିଛ କହୁଥିଲୁ ନା ଏବେ ମିଛ କହୁଛୁ ।

#କଥାଟିଏମୋକଥା

-