ଅହରହ ମନରେ ବାଜୁଥିବା ଧ୍ଵନିକୁ କାସ୍ କି ତୁମେ ଶୁଣି ପାରୁଥାନ୍ତ
ମୋତେ କବିତାରେ ଲେଖିବାକୁ କଷ୍ଟ କରିବାକୁ ପଡୁନଥାନ୍ତା।
ତୁମ ପାଇଁ ତ ଧରିଲି ମୁଁ କଲମ,ସାରିଲି ଫର୍ଦ୍ଦ ପରେ ଫର୍ଦ୍ଦ
ସଜାଡ଼ିଲି ଅସଜଡ଼ା ଶବ୍ଦ ସବୁକୁ,ଦେଇ ବାକ୍ୟର ରୂପ
ଆଜି ବହୁ ଦିନ ପରେ ମିଳିଲା ଟୁକୁଡ଼ା କାଗଜ ଏକ
ଜୀବନ୍ତ ହେଇଗଲା ସ୍ମୃତି ସବୁ,ଦିନ ଥିଲା ମୁଁ ବି ଥିଲି ଲେଖକ
ମୁଁ ବି ଥିଲି ଲେଖକ.......
#OdiaPost
#ଏଣୁତେଣୁଲେଖା
#ଆର୍ଷ୍ୟୋକ୍ତି
-
ସବୁବେଳେ ଖୁସିରେ ରହିବାକୁ ପସନ୍ଦ କରୁଥିବା... read more
ଆଜି ବି ଚାଲି ରହିଛି
ଆଜି ବି ଜାତିଭେଦ ପ୍ରଥା ରହି ଆସିଛି
ଛୁଆଁ ଅଛୁଆଁ ର ଚିରାଚରିତ ଧାରା ଆଜି ବି ଦେଖିବାକୁ ମିଳୁଛି-
#ଶବ୍ଦ_ପ୍ରେମ
ଭଲପାଇଥିଲି ତୁମ କବିତାର ପଂକ୍ତିକୁ,
ଭଲପାଇଥିଲି ତୁମ ଗଳ୍ପରେ ଥିବା ମର୍ମସ୍ପର୍ଶୀ ବାକ୍ୟକୁ,
ଆଉ ଭଲପାଇଥିଲି ତୁମ ମସ୍ତିଷ୍କରେ ଅହରହ ଆସୁଥିବା ଭାବନା ଗୁଡ଼ାକୁ ଯାହାକି ତୁମେ ଶବ୍ଦ ସଂଯୋଜନା କରି ଜୀବନ୍ତ କରିଦିଅ।ଭାଷା ଦୁନିଆରେ ତୁମେ "ଶୀର୍ଷକ" ହେଲେ ମୁଁ "ଶେଷ ଅକ୍ଷର",ଯାହାର ଦୂରତା ବି ବେଶ୍ ଅଧିକ।ଏଇ ବିଶାଳ ଦୂରତା ମଧ୍ୟରେ ବି ଆମ ଭିତରେ ଏକ ସମ୍ପର୍କ ଗଢି ଉଠିଛି।
ଜାଣିବାକୁ ଚାହୁଁଛ?ତ ଶୁଣ
ହଁ ମୁଁ ପ୍ରେମରେ ପଡ଼ିଛି
ଏଇ ଶୁଣ!!
ତୁମ ପ୍ରେମରେ ନୁହଁ ମ
ତୁମ "ଶବ୍ଦ" ପ୍ରେମରେ ପଡ଼ିଛି।
-
ନୂଆ ବର୍ଷ
ନୂଆ ଆଶା
ନୂଆ ନୂଆ ଶୀତୁଆ ସକାଳ ସହ ସେ ନୂଆ ନୂଆ କଅଁଳ ସୂର୍ଯ୍ୟକିରଣ
ସବୁ କିଛି ନୂଆ ନୂଆ ଆରମ୍ଭ ଭିତରେ ନିଃସଙ୍ଗତାକୁ ନିଜର କରିଥିବା "ମୁଁ" ଆଉ ପୁରୁଣା ତୁମ ଅଭୁଲା "ସ୍ମୃତି",ପୁଣି କିଛି ସମୟ ସେଇ ଅତୀତକୁ ଜାବୁଡ଼ି ଧରିବାକୁ ବାଧ୍ୟ ହେଲା ଏ ବିଚଳିତ ମସ୍ତିଷ୍କ।
ମନରେ ପ୍ରଶ୍ନ ଆସୁଥିଲା: ସେ ପୁରୁଣା ସ୍ମୃତିଟା ଆସନ୍ତାନି କି ପୁଣି ନୂଆ ଏକ ରୂପ ନେଇ!!??
-
तू था तू है तू ही रहेगा,
इस दिल की जमीन में सिर्फ तेरा ही नाम रहेगा,
हां माना की नहीं है अब तू साथ,
तो क्या हुआ जमीन तो तुम्हारी नाम कि खरीदी थी,
तेरा नाम इस दिल की जमीन पे हमेशा है,
तू था तू है तू ही रहेगा।।-
Life is uncertain so just chill and enjoy your life in your own way .
Spread laughter😀 and love.💕
Arshi✍️-
ମୁଁ : କେତେ ଭଲ ପାଅ ମୋତେ??କେବେ ତ ୧୪୩ କହୁନ😕🙈
ସେ : କହିବି କଣ ତୁମେ ତୁମ ହାତର ମେହେନ୍ଦିକୁ ପଚାରିଦିଅ😁💕-
ଶୁଭ ଅବସରେ ଶୁଭ କୁମାର ପୂର୍ଣ୍ଣିମା,
ଅନ୍ଧାର ଆକାଶେ ହସେ ଚନ୍ଦ୍ରମା।
କାହିଁ କେଉଁ ରାଇଜେ ତୁମ ଠିକଣା,
ତୁମପାଇଁ କରୁଛି କେତେ ଯେ ପୂଜାର୍ଚ୍ଚନା।
ନୂଆ ଜାମା ସାଙ୍ଗେ ପାଦେ ଅଳତା ନାଇ,
ରହିଛି ରହିବି ତୁମ ଆସିବା ବାଟକୁ ଚାହିଁ😁
-
ତୁମ ଚେହେରାରେ କି ଯାଦୁ ଥିଲା କେଜାଣି🤔
ଆଖିରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲା😭
-