ଆମେ ଓଡ଼ିଆ ଭାରି ବଢିଆ
ସୁନ୍ଦର ଆମ ଓଡ଼ିଶା ସୁନ୍ଦର ଆମର ବନ,ଲତା,ପାଣି,ପବନ
ପ୍ରତ୍ୟେକ ଓଡ଼ିଆର ପ୍ରାଣ ଏ ପାଣି ପଖାଳ
ତା ସାଙ୍ଗକୁ କେବେ ବଡିଚୋରା,ଶାଗ ଖରଡା ତ
କେବେ କେବେ ମାଛଭଜା ସହ ଆଳୁ,ଟମାଟୋ ବାଇଗଣ ଚଟଣୀ
ପୁଣି କେବେ ଦହି ପାଣି ସହ ଛୁଙ୍କ ପଖାଳ,
ସୁନ୍ଦର କି ଅବା ଦିଶେ ।
ଗ୍ରୀଷ୍ମ ଋତରେ ପ୍ରଚଣ୍ତ ତାପରେ, ଯେବେ ଏ ଓଡ଼ିଆ ଘରକୁ ଆସେ
ପଖାଳ ଟିକେ ପେଟେ ବାଡେଇଦେଲେ ଆଊ ତା ପ୍ରଭାବ ନ ଦିଶେ ।
ଓଡ଼ିଆର ଯୋଉ ପଖାଳ କଂସା
ଖାଏ ତାକୁ ଧନୀ ଖାଏ ଗରିବ ଚଷା
ଭୁଲି କି ହୋଇବ ପଖାଳ କଂସା
ଖରାରେ ବୁଡେନି ତା ପାଇଁ ହଂସା
ପଖାଳ ପରି କିଏ ହବ ତ କୁହ
Pizza Burger ରେ କାଇଁ ସେ ମୋହ-
Being odia facts💙
In the world full of friedrice
be someone's pakhala-
Rice water (known as pakhal in odia)
you are cooked stale decanted water
you are nostalgic thirst quenching solution
In summer afternoon for stomach a perfect destination
cuttings of coriander, mint and curry leaves increases your efficiency
crushed chilly add to you its pungency
roasted mustard and cumin seeds fulfill your deficiency
inherent sourness of yours is mouthwatering
amplified the taste of yours by pinch of salt adding
slightly alcoholic behavior of your along with infused flavour and aroma is intoxicating-
ଓଡ଼ିଆରେ ଆମେ ଓଡ଼ିଆ,
ଓଡ଼ିଆ ଆମେ ଭାରି ବଢିଆ |
ସୁନ୍ଦର ରାଇଜ ଏ ସୁନ୍ଦର ବନ,
ଆହାଃ କେଡେ ଯେ ସୁନ୍ଦର ମୋ ପାଣି ପବନ |
ପ୍ରତ୍ୟେକ ଓଡ଼ିଆର ପ୍ରାଣ ପଖାଳ ପାଣି,
ତା ସାଙ୍ଗକୁ ଶାଗ ଖରଡ଼ା ଆଉ ବାସି ତୋରାଣି |
ତମେ ହୁଅ ଅଫିସର କି ହୁଅ ପ୍ରଫେସର,
ଭୁଲିବ ନାହିଁ ଗାଥା ଏ ମାଟି ମା'ର |
ତମେ NRO ହୁଅ କି ହୁଅ NRI,
ପଖାଳ କଂସାକୁ କେବେ ଭୁଲିବ ନାହିଁ |
ପିଜା,ବରଗର କଉ ବାଗକୁ ନୁହଁ,
ଖାଇଲେ ପଖାଳ ସତେଜ ରହିବ ଦେହ |
ଓଡ଼ିଆରେ ଆମେ ଓଡ଼ିଆ,
ଓଡ଼ିଆ ଆମେ ଭାରି ବଢିଆ |-
The rest says "Be cool"..
And odiya's says "Have Pakhala "..
Close Enough !-
Others: I Love Chicken Biryani, Mutton Biryani..Falana-Dhikana-Jhimkana😂
Me: Kabhi Pakhaal khaye ho..?❤️
#aameodiasabsebadhiya😉-
I didn't know how much salt would be in the "ପଖାଳ" (rice water).
-