Bighnesh Parida   (BIGLUCK---)
2.1k Followers · 146 Following

Joined 13 May 2020


Joined 13 May 2020
28 MAY 2024 AT 16:45

ଜୀବନ ଟା ଏମିତି,
କିଛି ଅସଜଡା ଶବ୍ଦ' ତ ପୁଣି କେବେ ପୂର୍ଣ୍ଣ ବାକ୍ୟ ।
କେବେ ଗ୍ରୀଷ୍ମ ଋତୁର ଦେହ ଜଳା ଝାଞ୍ଜି , ତ' ପୁଣି କେବେ କାଳବୈଶାଖୀ ର ମୃଦୁ ପବନ।
କେବେ ଅମାବାସ୍ୟା ର ଅନ୍ଧକାର' ତ, କେବେ ପୂର୍ଣ୍ଣିମା ରାତ୍ରିର ଆଲୋକ,
କେବେ ଶୀତୁଆ ସକାଳ ର ଘନ କୁହୁଡି ତ, କେବେ ଶରତ ସନ୍ଧ୍ୟା ର ନିର୍ମଳ ଆକାଶ,
ଯେତେ ଖୋଜିଲେ ବି ଖୋଜି ହୁଏନା ସେଇ ଗୋଟିଏ ଉତ୍ତର । କି ଜୀବନ ଟା କଣ ଏମିତି ?

-


1 AUG 2023 AT 19:21


Jannab,
Zindegi Hume ek hi baar milta he.
Ager hum isi zindegi ko, sehi tareeke se jeete hein
To yeh ek hi baar kaafi he.






-


31 JUL 2023 AT 19:14

ଜୀବନ ଏକ ପୁସ୍ତକ ପରି !!!
କିଛି ପୃଷ୍ଠା ଦୁଃଖ, କିଛି ଖୁସି ଏବଂ କିଛି ରୋମାଞ୍ଚକର,
କିନ୍ତୁ ଯଦି ଆମେ କେବେ ପୁସ୍ତକ ର ପୃଷ୍ଠା ଖୋଲିବା ନାହିଁ,
ପରବର୍ତ୍ତୀ ପୃଷ୍ଠା ରେ କ’ଣ ଧାରଣ କରିବ ଆମେ କେବେ ବି ଜାଣି ପାରିବା ନାହିଁ ।



-


30 JUL 2023 AT 20:03

ପ୍ରତାରଣା ଏବଂ ମିଛ କହିବା ସଂଘର୍ଷ ନୁହେଁ ,
ଏହା ସମ୍ପର୍କ କୁ ଭାଙ୍ଗିବାର କାରଣ









-


29 JUL 2023 AT 22:11

maut ek dil ka dard chhod jaata hai jise koi theek nahin kar sakta he ,
Or
pyaar ek aisee yaad chhod jaata hai jise koi chura nahin sakta he.






-


28 MAY 2023 AT 12:45

Sab kuchh khareed sakte ho paiso se
Par
Sanskar, maa-baap se hi milta he .


-


10 OCT 2022 AT 12:53

କିଏ ଏଠି ଅନ୍ଧାର କୁ ଦେଖେ ତ କିଏ ଏଠି ଆଲୋକ କୁ
ହେଲେ,
କାହିଁକି ସେଇ ପ୍ରଭାତ ସମୟର ଅନ୍ଧାର, ଆଲୋକ ର ମେଳାପ କୁ ନୁହଁ ?
କାହିଁକି ସେଇ ସନ୍ଧ୍ୟା ସମୟର ଆଲୋକ,ଅନ୍ଧାର ର ସଂଯୋଗ କୁ ନୁହଁ ?



-


17 SEP 2022 AT 10:09

ଦେଖା ହେବା ପାଇଁ ଭାବି ହୁଏ ମୁଁହି
ଦେଖିଲେ ନୀରବ ରୁହେ ।
ଯେତେ କଥା ଥିଲା କହିବାକୁ ବାକି
ସବୁକିଛି ଭୁଲି ଯାଏ ।



-


8 SEP 2022 AT 14:29

Pyar or mohabbat me anxiety hona zaroori he janaab...!
Kyun ki jaha anxiety nehi hota he wahha zyada pyar or mohabbat nehi hota he .

-


5 SEP 2022 AT 15:32

अक्सर बहुत अकेले होते हैं, दुनियां में वो लोग,
जो खुद रूठ कर , खुद हीं मान जाते है ।




-


Fetching Bighnesh Parida Quotes