ভালো তো আমারও লেগেছিলো
শুধু বলতে পারিনি
প্রেম তো আমিও করেছিলাম
শুধু দেখাতে পারিনি
মনটা সেই তুমি তাকেই দিলে,
কাঁদলে পরে অশ্রুজলে
হোক না পরে, এলে আমার জীবনে
কথা দিচ্ছি সাজিয়ে রাখবো খুব যত্নে😍😍
-
25 MAR 2019 AT 0:47
21 JUL 2022 AT 17:38
ନବ ଭାରତର ଦ୍ରୌପଦୀ ତୁମେଗୋ,
ବିଜୟ ର ଟୀକା ପିନ୍ଧିଲ |
ଅଗ୍ନିର ପଥରେ ଜୀବନ ଚାଲିକି,
ଦୃଢ଼ ପ୍ରେରଣାଟେ ସାଜିଲ ||
ନିଜ କଥା ଭୁଲି, ଜନସ୍ୱାର୍ଥ ପାଇଁ
ଜୀବନ ଉତ୍ସର୍ଗ କରିଲ |
ରାଇରଙ୍ଗପୁର ରୁ ରାଇସିନା ଯାଇ,
ଉତ୍କଳ ର ମଥା ଟେକିଲ ||
ପ୍ରଥମ ଆଦିବାସୀ ରାଷ୍ଟ୍ରନାୟକ ହେଇକି
ଆଦିବାସୀ ମାନ ରଖିଲ |
ଜାତିପ୍ରଥା ର ବେଡିକୁ ଭାଂଗିକି,
ଉଦାହରଣଟେ ସାଜିଲ ||
ଭାରତ ମା'ର ହୃତ ଗୌରବ,
ଫେରି ଆସୁ ପୁଣି ପାଶେ |
ନିଜ ଝିଅ ହାତେ ଭବିଷ୍ୟତ ଟେକି
ଦେଶବାସୀ ଆଜି ହସେ ||-
18 APR 2019 AT 20:38
ଓଡିଆ ନେତା ମୋ ନବୀନ
ନାୟକ (ପଟ୍ଟ୍ କାଟି)
ହେଲେ ମୁଁ ପ୍ରବାସୀ ଦାଦନ ଶ୍ରମିକ....(ପୁରା ଚଉପଟ୍)
ଲାଜ ଜାଗେ କିଛି କହିବିକି ଅବା
ଭୋଟଟା ଦେବି ଶଙ୍ଖେ ଝଟପଟ୍ ।।ବେଳାଭୂମି-