Urmi Upasana   (Urmi upasana)
139 Followers · 3 Following

read more
Joined 6 August 2020


read more
Joined 6 August 2020
12 DEC 2021 AT 18:28

तू मुकाम से दिल लगाकर मुश्किलों से डर नहीं सकती

हासिल करने से पहले हार नहीं सकती

होसके तो तयार ले खुद को उधार की हिम्मत ले कर

क्यूंकि तू यूंही ख्वाब को जाने नहीं दे सकती ।

-


27 NOV 2021 AT 16:05

୨୭/୧୧/୨୧
ସ୍ବପ୍ନ କୁ ସାକାର କରିବାର ପ୍ରଥମ ଲକ୍ଷ୍ୟ ହାସିଲ କରିବାରେ ଲାଗୁଛି ଆଜି ବିଫଳ ହେଇଗଲି ମୁଁ .... ଲକ୍ଷ୍ୟ ସ୍ଥିର ତ କରିଦେଇଥିଲି ମୁଁ ପ୍ରାପ୍ତି ର ପ୍ରୟାସ ରେ ସମ୍ପୂର୍ଣ୍ଣ ରୂପରେ ଯୋଗ ଦେଇ ନଥିଲି।ଶୁଣିଥିଲି ଅଧିକ ବିଶ୍ୱାସ କାହା ଉପରେ କରିବା କଥା ନୁହେଁ , ଆଜି ଏଟା ପ୍ରମାଣ ହେଇଗଲା ନିଜ ଉପରେ ବି କରିବା କଥା ନୁହେଁ ଆଉ ଜାଣିନଥିଲି ଯେ ଶେଷ ମୁହୂର୍ତ୍ତ ରେ ସମର୍ଥନ ମିଳିବନି ସେଦିନ ଭାରି କଷ୍ଟ ହେଇଥିଲା ମୋତେ ହଁ କେତେ ଜଣ ପ୍ରୋତ୍ସାହନ ଦେବା ଦ୍ଵାରା ଦୁର୍ବଳ ହୋଇଆସୁଥିବା ଆତ୍ମ ବିଶ୍ୱାସ ଟା ଟିକେ ଆଶା ବାନ୍ଧି ଧରିଲା ଯେ ବର୍ତ୍ତମାନ ଯାହା ହେଉଛି ହୋଉ ଆଗକୁ ନିଶ୍ଚିତ ସମର୍ଥନ ମିଳିବ , ପ୍ରଥମ ପାହାଚରେ ପହଁଚିବା ମୋର ନିଶ୍ଚିତ•́ ‿ ,•̀ ଦୁଃଖ ଲାଗୁଛି ମୋତେ ଯେ ମୋର ସେଇ ସମୟ ରେ କୌଣସି ବିକଳ୍ପ ଯୋଜନା ମଧ୍ୟ ନଥିଲା ଆଉ ମୁଁ ପୁଣି ଥରେ ହାରିଗଲି ।ଆଜି ଜାଣିପାରୁନି ମୁଁ ଦୋଷ କାହାର ଥିଲା ସେଠି ମୋର ଅଧିକା ଆତ୍ମବିଶ୍ବାସ ର ନା ମୋର ଭାଗ୍ୟ ର । ଛାଡ ଯାହା ହେଲା ତ ମୁଁ କିଛି ସିଖିଲି। ଆଜି ଯାଏଁ କାହାରିକୁ ମୁଁ ମୋର ମନ ଖୋଲି ମୋ ଭିତରେ ଥିବା ଖୁସି , ଯନ୍ତ୍ରଣା କୌଣସି ପ୍ରକାର ଅନୁଭବ କୁ ପରିପ୍ରକାଶ କରିବାକୁ ଚେଷ୍ଟା କରିନି କି ସାହସ ମଧ୍ୟ ହେଇନି , ଡର ଲାଗେ ଭାବନା ର ଅସମ୍ମାନ ହେଲେ ପୁଣି ଭାଙ୍ଗିଯିବ‌ି ମୁଁ। ମୋ ଶ୍ରୀ ଜଗନ୍ନାଥଙ୍କ କୃପା ରୁ ଲକ୍ଷ୍ୟ ସ୍ଥଳେ ପହଞ୍ଚିବାକୁ ଦୃଢ଼ ମନୋବଳ ସହ ନିଜର ଲୋକଙ୍କ ସମର୍ଥନ ସହ ଆଶୀର୍ବାଦ ମିଳିଗଲେ ମୋ ସ୍ବପ୍ନ ସାକାର ହେବା ସହଜ ହବ । ଜୟ ଜଗନ୍ନାଥ 🙏

ଲକ୍ଷ୍ୟ ଅଭିମୁଖେ ମୁଁ ......

-


1 OCT 2021 AT 21:57

सफलता तो अभ्यास की राह पर मिल जाएगा , कोशिश निरंतर जारी रहना चाहिए ।

-


14 APR 2021 AT 18:51

हालातों पे ताने देने वालों कभी हल भी दे दिया करो ।

-


10 JAN 2021 AT 22:16

अरे,लोग क्या सोचेंगे ???

हर एक काम के लिए आत्मनिर्भर भारत में मुझे उन लोगों के बोलने पे निर्भर नहीं होना है , जो मेरी खुशी से नहीं दुःख में खुश होते हैं।

-


9 JAN 2021 AT 18:21

हर एक गुजरता दिन मौत के करीब ले जाता है ।

-


31 DEC 2020 AT 19:10

साल बदल ने को है लेकिन हाल नहीं ,
तकलीफ तो हुई कुछ लेकिन में बेहाल नहीं ।
शुक्रिया तुझे अपनों के करीब लाने के लिए ,
शुक्रिया तुझे कितनों के रंग दिखाने के लिए ।
हां ! शुक्रया तुम्हे मुझे लेखक के नाम पे नया पहचान देने के लिए ।
शुक्रिया तुम्हे गलतियों को सुधारने का नए साल देने के लिए ।

-


29 DEC 2020 AT 14:21

अल्फ़ाज़ बहुत है लेकिन बयान करने की हिम्मत नहीं है,
औरत है ना मन है लेकिन मंजूरी नहीं है।

-


12 DEC 2020 AT 9:42

ज़िद सिर्फ वहीं किया जाता है जहां हक जताया जाता हो, और हमें प्यार करने वालों पे ही हक होता है।

-


25 NOV 2020 AT 16:03

एक सकारात्मक सोच होंसोलों को मजबूत करने के लिए काफी है ।

-


Fetching Urmi Upasana Quotes