ALONE
Emptiness embraced me
On my journey to
Solitude's retreat
in quietude
peace will find me
and rest in it's eternal seat-
Tushar
(yqtushar)
3.0k Followers · 6.6k Following
10th November
Joined 10 December 2018
19 JAN 2024 AT 10:25
11 JAN 2023 AT 17:32
Love is
When nothing is ok
And everything is hurting you a lot
But still you want the same person
Over and over again..-
15 OCT 2021 AT 13:20
ସ୍ଵର୍ଣ୍ଣ ଶସ୍ୟ ସବୁଜିମାର ଆବାହନୀ ମନ୍ତ୍ରରେ
ଶରତ ନୀହାର ବିନ୍ଦୁ ମୁକ୍ତାର ସମ୍ଭାରରେ
ମାଆ ତୁମେ ଆସ ଥରେ
କରୋନା ଗ୍ରାସିତ ବିଶ୍ଵରେ
ହରିନିଅ ବିଷାଦିତ ମନର ବ୍ୟାକୁଳତାକୁ
ଅସଜଡ଼ା ପୃଥିବୀର କରୁଣତା କଳୁଷକୁ
ତୁମରି ଆଲୋକିତାର
ସୁଖ ସମୃଦ୍ଧି ସ୍ପର୍ଶରେ
କାଶତଣ୍ଡୀର ସ୍ଵଚ୍ଛ ନିର୍ମଳ ଭୁରୁଭୁରୁ ବାସ୍ନାରେ
ମାଆ ତୁମେ ପରା ଶକ୍ତିମୟୀ ଅନନ୍ତ ବିଶ୍ଵରେ
ଅନ୍ତ ଘଟା ପ୍ରତିକ୍ଷାର
ତୁମ କରୁଣା ମହକରେ
ପୀଡ଼ିତ-ଲାଂଛିତ-ଦଳିତ ବନ୍ଦୀ ସ୍ଵାର୍ଥ ଯଜ୍ଞରେ
ଭରି ଦିଅ ମାଆ ଅହଂକାର କ୍ଲିଷ୍ଟମନରେ
ଶତ ସୁରଭି ବାସ୍ନାରେ
ଅମୃତ ଆଶିଷ ଛୁଆଁରେ-