Tapan kumar Sethi   (ତପନ କୁମାର ସେଠୀ)
6 Followers · 9 Following

read more
Joined 8 December 2021


read more
Joined 8 December 2021
9 JUN AT 22:41

ଏ!...ଟିକେ ଶୁଣି ଯାଅ ନା........
ତୁମେ ଜାଣିଛ......ପ୍ରେମ ର ଗଣିତ ବୁଝୁ ବୁଝୁ ନା,
ସବୁ ସୁତ୍ର ଭୁଲିଗଲିଣି ଯେ,
ତୁମେ ଥରେ ଆସି ବୁଝେଇ ଦେଇ ଯାଅନା.....!

-


6 JUN AT 21:47

ମୁଁ' ଏ ରାଜଧାନୀ ରାଜରାସ୍ତାର କଳା ଅନ୍ଧାର ହେଲେ
ତୁମେ' ସେଇ ରାଜରାସ୍ତାରେ ଲାଗି ରହିଥିବା Street Light

-


31 MAY AT 23:11

ତୁମେ.....
ପରିବ୍ୟାପ୍ତ ବାୟୁମଣ୍ଡଳ
ମୁଁ ଧୂଳି କଣିକା ଟିଏ।

-


29 MAY AT 21:22

ଗଣିତରେ, ତୁମେ ମୋର ସମାଧାନ।
ରସାୟନ ବିଜ୍ଞାନରେ, ତୁମେ ମୋର ଅମ୍ଳଜାନ।
ସାହିତ୍ୟ ରେ ତୁମେ ମୋର ଶବ୍ଦ ମଞ୍ଜରୀ।
ଇତିହାସରେ, ତୁମେ ମୋର ରାଣୀ।
ଭୂଗୋଳରେ, ତୁମେ ମୋର ବିଶ୍ବ ।
ଜୀବବିଜ୍ଞାନରେ, ତୁମେ ମୋର ହୃଦୟ।
ପଦାର୍ଥ ବିଜ୍ଞାନରେ, ତୁମେ ମୋର ମାଧ୍ୟାକର୍ଷଣ।
ସଂସ୍କୃତ ରେ ତୁମେ ମୋର ଲବଣ୍ୟବତୀ ।
ଇଂରାଜୀ ରେ ତୁମେ ମୋର Sweetheart.
ହିନ୍ଦୀ ରେ ତୁମେ ମୋର ରଚନା ମାଳା ।

-


28 MAY AT 19:33

ବନ୍ଧୁ!
ଏହି ପୃଥିବୀ ର ସବୁଠାରୁ ବଡ଼ ଯାଦୁଗର ହେଉଛି
"ସମୟ"

-


27 MAY AT 19:19

ପ୍ରେମ!
ଏକ ଅଫୁଟା ଫୁଲ ର ମହକ ଟିଏ
😜

-


4 OCT 2024 AT 7:09

ବନ୍ଧୁ....
'' ହସ ଏବଂ କାନ୍ଦ ହେଉଛି ବିଶ୍ବର ସର୍ବଶ୍ରେଷ୍ଠ ଯୋଡି " କେବେବି ଗୋଟେ ସମୟରେ ସେମାନେ ମିଳି ନ ଥାନ୍ତି। ଆଉ ଯଦି ସେମାନେ ମିଳନ୍ତି, ସେହି ସମୟ ହେଉଛି ତୁମ ଜୀବନର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ।

-


28 SEP 2024 AT 18:51

ଭାଇରେ......
ଜୀବନ ଟା ହେଉଛି ଏକ ମହାସଂଗ୍ରାମ, ଏଠି ନିଜେ ଜଳି ପୋଡ଼ି ପାଉଁଶ ହେଇଗଲେ ମଧ୍ୟ ତୁମର କେହି ନିଜର ହେବେନି

-


23 SEP 2024 AT 20:38

'ଜୀବନ'
ମାତ୍ର ତିନୋଟି ଅକ୍ଷର ,ଏହାକୁ ବୁଝିଲା ବେଳକୁ ଜୀବନ ଶେଷ ହେବାକୁ ବସିଥାଏ ।

-


22 SEP 2024 AT 23:01

'ଜୀବନ'
ବହୁତ ମିଠା ଶବ୍ଦ ଟିଏ ତାକୁ ବୁଝିପାରିଲେ ତ ଭଲ ନହେଲେ ମଲ

-


Fetching Tapan kumar Sethi Quotes