ତୁମ ମନ ଆଇନାରେ ତ ମୁଁ ପଥର ପରି ଦିଶୁଛି..
ନଚେତ୍
ଏ ମୁକ ବି କଥା କହିବ
ଯଦି ତୁମେ ଶୁଣିବାକୁ ଚାହିଁବ...
-
Title :-
@Majhi
सुना है मेरा जन्मभूमी हमेशा के लिए सभी को आपना कर्म ... read more
तुम्हारी बेवफ़ाई को
कहानी की रुप दे कर
फिर जिन्दा करने की क्षमता हे मेरे पास ।
-
ଜୀବନ ଯୁଦ୍ଧରେ
ହାରିବାର ଭୟ କାହିଁ
ଆଉ
ଜିତିବାର ଖୁସି କାହିଁ
ଆଜି ତମେ ଜିତିଛ
କାଲି ମୁଁ ଜିତିବି..
ମଣିଷର ମିଛ ଛାଇରେ
ଆଉ
ସତ ଛଳନାର ପ୍ରତିଛବିରେ
ଆଜି ତମେ ଠକିଛ
କାଲି ମୁଁ ଠକିବି..
-
ଗୁଟେ ବିଶ୍ବାସ୍ ଲୋକର୍ ପରିଚୟ ନି ଖୋଜେ, ଖୋଜ୍'ସି ଆର୍ ଗୁଟେ ନିବିଡ଼ ବିଶ୍ୱାସ୍...
ଯଦି ଗୁଟେ ବିଶ୍ୱାସ୍ ଥି ବିଷ୍ ମିଶି ଯାଇଛେ ବଏଲେ ଆର୍ ଗୁଟେ ବିଶ୍ୱାସ୍ ଆପେ ଆପେ ସବୁ ଦିନର୍ ଲାଗି ମରିଯାଏସି ।-
🥀ଶୁନ୍ୟ ଏକ ଆଶା👣
ସେ ଦିନ ବି ଆସିବ
ତମେ 'ତମେ' ହୋଇ ରହିଯିବ
ଆଉ..
ମୁଁ 'ମୁଁ' ହୋଇ ରହିଯିବି
ଖାସ୍
ଛିଣ୍ଡା ଗୋଲାପର କାହାଣୀ ପରି
ତୁମେ ଫୁଲ ଭଲି ମଉଳି ଯିବ
ଆଉ..
ମୁଁ କଣ୍ଟା ପରି ଶୁଖି ଯିବି...।
କେତେ ଆଶା ଆକାଂକ୍ଷା
ପ୍ରକୃତିର ଇଛାରେ
ଧୂଳିମୟ ହୋଇ ଉଡିଯିବ
ଆଉ ସେତେବେଳେ..
ତୁମେ.. 'ତୁମେ' ଚାହିଁଲେ ବି ଅଟକି ପାରିବନି
ଆଉ..
ମୁଁ 'ମୁଁ' ସଂପର୍କର ଝଡରେ ବି
ପଥର ପରି ଅଟଳ ରହିଯିବି ।-
सारे आहट , सारे चाहत
सब तो नकली थी
ना जाने असली क्या थी ?
वो रोज मुस्कुराती थी मेरे सामने से
और मुझे क्या पता..
वो मेरा दोस्त को देखकर मुस्कुराती थी ।-