ତୋ ଦିୱାନା ମୋତେ କଲୁ
*********************
ଶଙ୍ଖା ଦେଲି
ସିନ୍ଦୂର ଦେଲି,
ଦେଲି ମୁଁ ଅଳତା ଗାର
ହେବୁ ତୁ ମୋହର ପାର। ( ୧ )
ନାଲି ଓଢ଼ଣୀ
କଡ଼ ଚାହାଣି,
ସ୍ବପ୍ନ ସୁନ୍ଦରୀ ଅପସରା ପରି
ପାରିଜାତ ବନେ ଭ୍ରମଣ କରି। ( ୨ )
ଟିକି ଓଠ
ନକର ମଠ,
ମଥାରେ ଦେଇ ନାଲି ପାଟ
ବେଳ ଥାଉଁଥାଉଁ ଚାଲ ବାଟ। ( ୩ )
ମୋ ପରଜାପତି
ତୁ ତରକାଅତି,
ଧୂଉଁ ଧୂଉଁ କରି ଚାଲୁ
ଅଳସୀ କନିଆଁ ତୁ ସାଜିଲୁ। ( ୪ )
ଆଖିରେ ତୋର
ସରୁ କଜଳଗାର,
ମନ ଚୋରେଇ ତୁ ନେଲୁ
ତୋ ଦିୱାନା ମୋତେ କଲୁ। ( ୫ )-
30 AUG 2020 AT 18:18