ମୁଁ ଭାବନା ତୁ ଅନୁଭୁତି
ମୁଁ ବର୍ତ୍ତମାନ ତୁ କଳ୍ପନା
ମୁଁ ବାସ୍ତବତା ତୁ କୋହଭରା ଅତୀତ,
ହେଲେ ବି ତୋ ସ୍ମୃତି ରେ ନିଜକୁ ହଜେଇ ଦେବା
ବୋଧେ ମୋ ପ୍ରେମ,
#ମିତୁ-
31 JUL 2021 AT 1:34
ମୁଁ ଭାବନା ତୁ ଅନୁଭୁତି
ମୁଁ ବର୍ତ୍ତମାନ ତୁ କଳ୍ପନା
ମୁଁ ବାସ୍ତବତା ତୁ କୋହଭରା ଅତୀତ,
ହେଲେ ବି ତୋ ସ୍ମୃତି ରେ ନିଜକୁ ହଜେଇ ଦେବା
ବୋଧେ ମୋ ପ୍ରେମ,
#ମିତୁ-