Smrutimitali Swain  
4 Followers · 6 Following

❤️
Joined 31 July 2021


❤️
Joined 31 July 2021
12 FEB 2022 AT 18:25

Was urs
Now urs
Will be urs
Forever
— % &

-


31 JUL 2021 AT 1:29

ଅତିତ ବିଚଳିତ କରୁଛି
ବର୍ତମାନ ଅାବେଗ ବଡୋଉଛି
ତୋ ଫେରିବା ନେଇ
ଆଶା ଆଶକାଂ
ଦିନ କାଟୁଛି
ତୁ କଣ ସତରେ ଅାଉ ଫେରିବୁ .
ସମୟ ବଦଳିଛି ନା ..ତୁ ..
ଇତି ତୋର ପାଗିଳି
ମିତୁ..

-


19 JAN 2022 AT 19:02

ମୋ ଖାଇବା ପ୍ଲେଟ ରେ ମୁଁ କେବେ ଖାଇବା ଛାଡେନି
ତମେ ତ ମୋର ଏତେ ଫେବ୍ରଟେ ତମକୁ କେମିତି ଛାଡିବି
ତମ (ପୁଚକି)

-


19 JAN 2022 AT 18:57

ମୁଁ ଜାଣିଛି
ତୁମେ ମୋର
ଆଉ ମୁଁ ଜବରଦସ୍ତି ତୁମର
ଦୁନିଆ କୁ ଜଣେଇବା ଦରକାର ନାହିଁ l
ତମ (ପୁଚକି )

-


21 DEC 2021 AT 14:29

21.12.21
Wat a date

-


3 NOV 2021 AT 19:51

ଯିଏ ତୁମ ପାଇଁ ଚେଷ୍ଟା କରିପାରିବନି
ସେ କଣ ତୁମକୁ "ପ୍ରେମ" କରିବ।

-


11 OCT 2021 AT 20:56

ଅପେକ୍ଷା ତୋର ଜନ୍ମ ଜନ୍ମକୁ
ଥରଟେ କହିଦେତୁ ଆସିବୁ
ସଂଜ ରୁ ସକାଳ
ପୂର୍ଣ୍ଣିମା ରୁ ଅମାବାସ୍ୟା
କରିବି ଅପେକ୍ଷା
ତୋ ବାଟକୁ
#ତୁମେମୋର

-


6 OCT 2021 AT 9:27

I am a paper.
Ur my ontoldstory

-


6 OCT 2021 AT 0:58

Jishe ishq kiya
Jis pe muhabat lutaya
Ushne kamwaqat mujhe rulaya
Kya farq tujhe padega o zalim
Ek din tujhe bi koi chod ke jaayega

-


6 OCT 2021 AT 0:53

I am going
Bcz I want to see smiles
On ur face,
Thanks for playing

-


Fetching Smrutimitali Swain Quotes