QUOTES ON #ମିତୁ

#ମିତୁ quotes

Trending | Latest
30 JAN 2021 AT 14:05

ସୁନ୍ଦରୀ ସହର ବାଲେଶ୍ବରରେ
ଜନ୍ମ ହୋଇଲା ଯେବେ
ଆଉ ଏକ ସୁନ୍ଦରୀ
ଘର ଲୋକ ଖୁସି ହୋଇଗଲେ
ତା'ର ବାଛି ବାଛି ନାଁ ଦେଇଦେଲେ ମିତାଲି
କିଏ ପୁଣି ଡାକିଲା ତାକୁ କଣ୍ଢେଇ
ରଖିଲେ ଯେ ତାକୁ ସମସ୍ତେ ମୁଣ୍ଡେଇ
ସେ ହେଇଗଲାଣି ଏବେ ଭାରି ବଡ
କରୁନାହାନ୍ତି ତାକୁ ଆଉ ଆଗଭଳି କେହି ଗେଲ
ମନ ମାରି ବସୁଛି ସେ ଏବେ ଖଟରେ
ପୂଜା କରୁଛି ଜଗାକୁ ସେ ନିତି ସଞ୍ଜ ସକାଳେ
ଜନ୍ମଦିନ ତାର ଆଜି ସେ ପାଳୁଛି
ହ୍ବାଟସ ଆପରେ ମୁଁ ତା ଡିପି ଦେଇଛି
ମିଠା କେକରୁ ସିଏ ମୋତେ ଖଣ୍ଡେ ଖୁଆଇ ଦେବ
ନେଳିଆ ଶାଢୀଟା ମୋ ବ୍ୟାଗରୁ ହାତ ପୁରାଇ ନେବ

-