#ଫେବର୍
ଫେବର୍ ଖବର୍ ଦେଖେଇ ଦେଖେଇ
ନାଇଁନ ମିଡ଼ିଆବାଳାକର୍ ହୋସ୍।।
କଂଗ୍ରେସ୍ ବିଜେଡି ରାଜ୍ ରାସ୍'ତାରେ
ଲୁକେ କୁହାକୁହି ସର୍'କାର୍ ସବୁ ଦୋସ୍।।
କେତେ ଛବିରାନୀ ଅଞ୍ଜନା ଇତିଶ୍ରୀ ବେବିନା
ଜୀବ୍'ନୁ ପାଇଗଲେ ନିସ୍'ତାର୍।।
ମାଏଝି ସୁରକ୍ଷା କାଦୋ ଫିକା ରାଜନୀତି
ଆର୍ କେତେଦିନ୍ ବିରୋଧୀ ସରକାର୍।।-
5 AUG AT 7:56