C Saroj Kumar   (©✍️C.ସରୋଜ କୁମାର୍)
84 Followers · 174 Following

read more
Joined 28 March 2019


read more
Joined 28 March 2019
5 AUG AT 7:56

#ଫେବର୍
ଫେବର୍ ଖବର୍ ଦେଖେଇ ଦେଖେଇ
ନାଇଁନ ମିଡ଼ିଆବାଳାକର୍ ହୋସ୍।।
କଂଗ୍ରେସ୍ ବିଜେଡି ରାଜ୍ ରାସ୍'ତାରେ
ଲୁକେ କୁହାକୁହି ସର୍'କାର୍ ସବୁ ଦୋସ୍।।
କେତେ ଛବିରାନୀ ଅଞ୍ଜନା ଇତିଶ୍ରୀ ବେବିନା
ଜୀବ୍'ନୁ ପାଇଗଲେ ନିସ୍'ତାର୍।।
ମାଏଝି ସୁରକ୍ଷା କାଦୋ ଫିକା ରାଜନୀତି
ଆର୍ କେତେଦିନ୍ ବିରୋଧୀ ସରକାର୍।।

-


1 AUG AT 14:16

#ସମ୍ବଲପୁରୀ ଦିନ୍
ଅବ୍'ଗା ଦିନେ ଥି ନାଇଁ ବଢେ ଆଗକେ..
ଚାଳି ଚଳନ୍ ଭାସା ସଁସକୃତି ଗୁନ୍।।
ଦିନେ ପିନ୍'ଧଲେ ସମଲପୁରୀ କୁର୍'ତା
ଦିନେ ଖାଏଲେ କର୍'ଡି ଲେଥା ତୁନ୍।।
ଦିନେ ନାଚଲେ ଡାଳଖାଇ ମାଏଲା ଜଡ
ଦିନେ ଗାଏଲେ ରସରକେଳି ଗୀତ୍'ର ଧୁନ୍।।
ଆମର୍ ପରମ୍'ପରା ବଅଁଚି ଦିଗେ
ଫି ଦିନ୍ ରଂଗବତି ନାମ୍ ଟେକାରୁ ସୁନ୍।।

-


18 JUL AT 22:20

#ଡିଜିଟାଲ୍ ନିଶା
ମଦ୍ ନିଶା କଲଜା ଧରେ ଗଞ୍ଜେଇ ଧରେ ଛାତି।।
ମୁବେଲ୍ ନିଶା ମୁଡ୍'କେ ଖେଳୁଥିଲେ ଦିନ୍'ରାତି।।
ଛୁଆ ପୁତା ନୁ ଜୁଆନ୍ ବୁଢା ଘାରିଛେ ତ ନିଶା।।
ପାଖେ ନେଥିଲେ ଘଡେଛନେ ଲାଗେ ଉଠାବସା।।
ନୁହେ ମଦ୍ ନୁହେ ଗଞ୍ଜେଇ ନୁହେ ସେ ଆଫୁ।।
ଆଁଗ୍'ଠି ସର୍'ଲଉ ଥିଲେ ନାଇଁ ଫିଟେ କାପୁ।।
ଛାଡୁଥା କି ଦେଖୁଥା ରିଲ୍'ସ୍ ସ୍ଟାଟ୍'ସ୍ ଷ୍ଟୋରି।।
ନେପଡେ ଜନା ଛନେକେ ଜାଏ ସମିଆ ସରି।।
ନିଶା ତ ନିଶା ମୁସ୍'କିଲ୍ ଆଏ ଡିଜିଟାଲ୍ ନିଶା।।
ଏକଲା ଥା କି ଗହଳି ଥି ଲାଗସି ମୁଲକି ହଁସା।।
ନିଶା ଲାଗିଥିଲେ ଯାହାକେ ତ ଇନସ୍ତା ଇଉଟୁବ୍।।
ପଢା ବହି ଛାଡି ପଢୁଥିସି ହ୍ବାଟ୍'ସପ୍ ଫେସବୁକ୍।।
ଖେଳୁଥିଲେ ଡିରିମ୍ ଇଲେଭେନ୍ ଫିରି ଫାଜାର୍।।
ଜୀବନ୍ ଜାଏ ଛାଡି କରି ଧର୍ ଧର୍ ମାର୍ ମାର୍ ।।
ମୁନୁଷ୍ ଜୀବନ୍ ଫସିଛେ ଡିଜିଟାଲ୍ ନିଶା ଫାସେ।।
ପାରୁଛ ଯଦି ଦୁରେ ଥ ଜୀବନ୍ ଜିଇଁବାର୍ ଆଶେ।।

-


10 JUL AT 8:43

"ଛାଡ୍"
ବୋଳବମ୍ ଭକତ୍ ଆଏଁସ ଛାଡ୍,
ଷ୍ଟେରିଙ୍ଗ୍ ଛାଡ୍ ଡାଏବର୍ ପିଲା ।।
ଅଫିସର୍ ଅମଲା କଲମ୍ ଛାଡ୍ ,
ଆମ୍ ଆଦମୀ ହୁଏ ଗୁଲ୍'ଗୁଲା।।

-


29 JUN AT 16:29

#ମୋବାଇଲ ଥି ଯାଉ ଜୀବନ୍
ଅଜା ନୁରୁଛେ ରେଡିଓ ସଂଗୀତ୍ ଦୂରଦର୍ଶନ୍।।
ଆଇ ଝୁରୁଛେ ଗୀତା ଭାଗବତ୍ ଟୁଁଗିର୍ ଭଜନ୍।।
ସିରିଏଲ୍ ଦେଖି ମାଁ ରାନ୍ଧୁଛେ ଛ ଭଜା ନ ତୁନ୍।।
ଖାଉଛେ ଛୁଆ ନଟିଆ ଦେଖି କେଭେ କାଟୁନ୍।।
କବାର୍ କରେ ବୁଆ ଦେଖି ସମ୍ବଲପୁରୀ କିର୍ତନ୍।।
ହାଏ କୃଷ୍ଣ ବୋଲି ମୋବାଇଲ୍ ଥି ଯାଉ ଜୀବନ୍।।

-


7 JUN AT 13:50

#ତମେ ଆଏବ ବଲି !!
ଗାଡି ମଟର୍ ଠିଆ ହେଲାନ ଗାଁ'ର ଖୁଲି
ଚଏତୁ ବଲୁଛେ..... ଚାଳ୍ ପିଲା ଆଏମା ବୁଲି।।
ମାଖନୁ ବଲୁଛେ .....ଯାଏତା ଯେ ... କକା !!
ଧାନ୍ ପେଟା ଛପଲୁଛେ ମାଳ୍ ଖେତର୍ ଡୁଲି।।
ଚଏତୁ ବଲୁଛେ... ଘଡେଥି କେନେ ଯିବା ଉଁଚୁଲି ।।
କୁହା କୁହି ହେଉଛନ୍ ପିଲା ......
ବଏଲର୍ ସାଁଗେ ଦୁଇଦୁଇଟା ପାଉଚ୍ ଦେବେ ବଲି।।
ଖିଆପିଆ ନାଁ ଶୁନି ମାଖନୁ ବାବୁ
ବାହାରି ଝଟ୍'ପଟ୍ ଠିଆ ମଝା ଗାଁ ଖୁଲି।।
ମାହାଲିଆ ଖାଇ ପିଇ ପତାକା ଧରି କହୁଛନ୍...
ମୁଖ୍ୟମନ୍ତ୍ରୀ ଆଜ୍ଞା ଧାଇଁଛୁ ଆମେ ତମେ ଆଏବ ବଲି।।

-


4 JUN AT 15:36

"ସାଜୋ"
ମାଏନ୍ ମନ୍'ସା ନୁକୋ ସାଜୋ ଦେଇଥିବା ଯଦି ବୁଆ।।
ଅଠି ପହର ଶାଶ୍ ଘରେ ଝି ମୁଡ୍ ଟେକି ହେସି ଠିଆ।।
ଆଲ୍ ମାଲ୍ ଚାହତ୍ ନୁ କମ୍ ହେଲେ ସାଜୋ ବାଜୋ ।।
ଝି'ର୍ ଆଁଖୁ ଶରାବନ୍'ର ଧାର୍ ଝରୁଥିସି ରଝୋରଝୋ।।
ବର୍'ଘର୍ ବେଭାର୍ ବଦଳି ଯାଏସି ଦେଖି ସାମାନ୍'ପାତି।।
ଟାଁଚା ମାରୁଥିସନ୍ କୁଟୁମ୍ ବସିଆ କାଏଁ ଦିନ୍ କାଏଁ ରାତି।।
ସାଜୋ ସତେ ଜେନ୍ତା ବଢେ ଦରବ୍ ମୁନୁଷ୍ ଜୀବନ୍ ହୀନ୍।।
ଗୁଲ୍'ଗୁଲା ସୁଲ୍'ସୁଲା ମାର୍ ପିଟ୍ କାଏଁ ରାଏତ୍ କାଏଁ ଦିନ୍।।
ରକତ୍ ଝାଲେ ବୁହେଇ ଜୀବନ୍ ଜାକର୍ କମାନି ଧମାନି।।
ବୁଆ ଟେକି ଦେସି ଝି ତାର୍ ରହେବା ହେଇ କରି ରାନୀ।।
ଫ୍ରିଜ୍ କୁଲର୍ ଗାଡି ମଟର୍ ସାଁଗେ ଦେସନ୍ ଟଁକା ପଏସା।।
ସୁଖେ ରହେବା ସଁସାର୍ କରବା କରିଥିସି କେଡେ ଆଶା।।
ସାତ୍ ଜନମ୍ ସୁଖେ ରହେବା ବଳି କର୍'ସି କନ୍ଯା ଦାନ୍।।
ଝି ଟା ତାର୍ ଶାଶ୍ ଘରେ ବୁଆର୍ ନାଁ କେ କରବା ଟାନ୍।।
ଜନମ୍ ନୁ ବିହା ତକ୍ ଖୁଏଇ ମଖେଇ କରିଥିସି ବଡଖା।।
କେନ୍'ଥେଇ ଜାନବା ଜୀବନ୍ ନେବା ମହରା ରସି ପଁଖା।।
ମହରା ରସି ଜୁଏ କୁଆଁ ସୋଚ୍ ହେସନ୍ ସଭେ ଦୋଷୀ ।।
ଉପରେ ଲହ ଅସଲ୍ ସଏତାନ୍ ଭିତରେ ହଁସୁଥିସି ହଁସି।।
ଭାବେ ଜିଇଁଥିଲେ ଆଏଜ୍ ନେ ହେଲେ କାଏଲ୍ ହେବା ।।
ପରର୍ ଝି କେ ହଟ୍'ହଟା କରି କାଏଁଟା ଫାଏଦା ହେବା।।

-


30 MAY AT 20:32

ତମେ ଶୁଇବ ଆରାମ୍ ସେ ଭାଗ୍'ଲା
ଗହଦ୍ ଗୁମକ୍ ଗୁଲ୍'ଗୁଲି।।
ମୌସୁମି ଲଘୁଚାପ୍ ଉତ୍'ପାତ୍ ଥି
ଚଷା ନୀଶାସ୍ ମାରୁଛେ ଡୁଲି।।
ତମର୍ ସିନେ ଉସତ୍ ଆନନ୍ଦ ଭାଇ
ବଁଚିବା ଏସି କୁଲର୍ ବିଲ୍।।
ଚଷା ବୁପରା ସୁହୁରୁଛେ କେନ୍'ତା
କରବା ସାହୁ ସାକାର୍ ଡିଲ୍।।
ତମକୁ ସିନେ ବତର୍ ବରଷା ପାଏନ୍
ନାଇଁ ମାରେ ଖରା ଝାଉ ।।
ଛପଲୁଛେ ପେଟା ଭିଜୁଛେ ଧାନ୍
ଚଷା ଦମ୍ ଧରବା କାଏଁ ଆଉ।।
ଅଦିନିଆ ମେଘ ଛ ମାସର୍ ପରିଶ୍ରମ୍
ଛନେକେ ନେଲା ସଁକ୍'ଲି।।
ଚଷାର୍ ଦୁଖେ କିଏ ହେବା ଦୁଖି
ପରା ପାଟ୍'କେ ଗାଁ'ର୍ ଖୁଲି ??
ସଜେ ହେଉ କି ଅସଜେ
ଚାଷ୍ କାମ୍ ଯା'ର କେଡେ ଦୁଖ୍ ତାର୍।।
ନିଜର୍ ପେଟ୍ ତ ଜଲୁଛେ
କେନ୍ତା ଦେବା ଦୁନିଆଁ କେ ଆହାର୍??

-


26 MAY AT 11:10

"ଲାଇଫ୍ ଗେରେଣ୍ଟି ବ୍ରତ" ଆସିଛେ
ଭାଇ କରିପକା ରିନ୍ଯୁଆଲ୍।।
ମଡନ୍ ସତୀ ବଁଚେଇ ଦେବେ
ଜୀବନ୍ ଗଲେ ଆଲମାଲ୍।।
ଆକାଶଛୁଆଁ ଦର୍'ଦାମ୍ ଫଳମୂଳ୍
ଦୋବ୍'ଲଟା ଆମ୍'ଡାଲ୍।।
ଜେନ୍'ଟା ଯେତେ ସାବିତ୍ରୀ ହାଟେ
ନାଇଁ ଚଲେ ମୂଲଚାଲ୍।।
ଶାଢୀ ଚୁଡି ମେହେନ୍ଦି ଅଏଲତା
ସେନ୍ଦୁର୍ ଜର୍'ଜର୍ ଲାଲ୍।।
ସତ୍ଯବାନ୍ ବୁପୁରା ଭାବି ମୁଡୁ
ନିଥୁରୁଛେ ଗମ୍'ଗମ୍ ଝାଲ୍।।
ଭାବର୍ ଭକତି ଉଏଟ୍ ଫର୍
ଷ୍ଟାଟସ୍ ଷ୍ଟୋରି ଭିଜୁଆଲ୍।।
ଲାଇଫ୍ କାଏଁ ଗେରେଣ୍ଟି ୱାରେଣ୍ଟି
ଫିର୍ ଭି କରିପକା ରିନ୍ଯୁଆଲ୍।।

-


23 APR AT 20:29

ତମେ କହ...... ପଢା ଆଏ କି ଛୁଟି??
ଖରା ବଢଲେ ବଢୁଛେ ତାତି
ଆଘୋନୁ ହେଉଛେ ଖରାଛୁଟି ।।
ବହିପତର୍ ବଁଟା ଗାଡିଏନ୍ କଣ୍ଟାକ୍
ପଡୁଛେ ଏକ୍'ସଟ୍ରା ଡିଉଟି ।।
ମାଷ୍ଟର୍ ବୁପୁରା ବୁଳୁଛେ ଇଘର୍ ସେଘର୍
ଏମ୍.ଡି.ଏମ୍ ରାସନ୍ ବାଆଁଟି।।
ଅନ୍'ଲାଇନ୍ ପାଠ୍ ଅନ୍'ଲାଇନ୍ ଟାକ୍ସ୍
ହ୍ବାଟ୍'ସପ୍ ଥି ହେଉଛେ ଘାଁଟି।।
ଡିଇଓ ଗୁଟେ କେ ବିଇଓ ଗୁଟେ
ସିଆର୍'ସିସି ଛାଡୁଛେ ଚିଠି ।।
ଇ ରିପୋଟ୍ ପଠ ସେ ଡାଟା ଦିଅ
ଛୁଆକର୍ ସିନେ ହେଇଛେ ଛୁଟି।।
ବଗିଚା କାମ୍ ସ୍କୁଲ୍ ସଫାସୁତର୍
ପଡୁଛେ ରୋଷ୍'ଟର୍ ଡିଉଟି।।
ଛୁଆକୁ ତାତି ମାଷ୍ଟର୍ କୁ କାକର୍
ଖରା ତରା ଥି ଯାଉଛେ ଖଟି।।
ପେପର୍ ପଢି ମୋବାଇଲ ଦେଖି
ଲୋକ୍ କହୁଛନ୍ ହେଲାପରେ ଖରାଛୁଟି।।
ମାଷ୍ଟର ବୁପୁରା ଇଥି କାଁ କରବା
ସବୁ ସୁନି କାନ୍'କେ ଦେଉଛେ ଚୁଟି।।
ତମେ କହ........ ପଢା ଆଏ କି ଛୁଟି??

-


Fetching C Saroj Kumar Quotes