#ଡିଜିଟାଲ୍ ନିଶା
ମଦ୍ ନିଶା କଲଜା ଧରେ ଗଞ୍ଜେଇ ଧରେ ଛାତି।।
ମୁବେଲ୍ ନିଶା ମୁଡ୍'କେ ଖେଳୁଥିଲେ ଦିନ୍'ରାତି।।
ଛୁଆ ପୁତା ନୁ ଜୁଆନ୍ ବୁଢା ଘାରିଛେ ତ ନିଶା।।
ପାଖେ ନେଥିଲେ ଘଡେଛନେ ଲାଗେ ଉଠାବସା।।
ନୁହେ ମଦ୍ ନୁହେ ଗଞ୍ଜେଇ ନୁହେ ସେ ଆଫୁ।।
ଆଁଗ୍'ଠି ସର୍'ଲଉ ଥିଲେ ନାଇଁ ଫିଟେ କାପୁ।।
ଛାଡୁଥା କି ଦେଖୁଥା ରିଲ୍'ସ୍ ସ୍ଟାଟ୍'ସ୍ ଷ୍ଟୋରି।।
ନେପଡେ ଜନା ଛନେକେ ଜାଏ ସମିଆ ସରି।।
ନିଶା ତ ନିଶା ମୁସ୍'କିଲ୍ ଆଏ ଡିଜିଟାଲ୍ ନିଶା।।
ଏକଲା ଥା କି ଗହଳି ଥି ଲାଗସି ମୁଲକି ହଁସା।।
ନିଶା ଲାଗିଥିଲେ ଯାହାକେ ତ ଇନସ୍ତା ଇଉଟୁବ୍।।
ପଢା ବହି ଛାଡି ପଢୁଥିସି ହ୍ବାଟ୍'ସପ୍ ଫେସବୁକ୍।।
ଖେଳୁଥିଲେ ଡିରିମ୍ ଇଲେଭେନ୍ ଫିରି ଫାଜାର୍।।
ଜୀବନ୍ ଜାଏ ଛାଡି କରି ଧର୍ ଧର୍ ମାର୍ ମାର୍ ।।
ମୁନୁଷ୍ ଜୀବନ୍ ଫସିଛେ ଡିଜିଟାଲ୍ ନିଶା ଫାସେ।।
ପାରୁଛ ଯଦି ଦୁରେ ଥ ଜୀବନ୍ ଜିଇଁବାର୍ ଆଶେ।।-
18 JUL AT 22:20