QUOTES ON #ଜୀବନ_ଯାତ୍ରା

#ଜୀବନ_ଯାତ୍ରା quotes

Trending | Latest
20 APR 2024 AT 9:43

ଏଠି ମରିବା ସହଜ, ବଞ୍ଚିବା ବହୁତ କଷ୍ଟ । ତାରା ପାଇଁ ଆକାଶ ଅଛି, ସମ୍ପର୍କ ପାଇଁ ବିଶ୍ୱାସ ଅଛି । ନିଃଶ୍ୱାସ ପାଇଁ ପ୍ରଶ୍ୱାସ ଅଛି । ଏ ଦୁନିଆଟି ହେଉଛି ଏମିତି ଦୁନିଆ, ଏହାକୁ ବୁଝିବା ବହୁତ କଷ୍ଟ । ଏଠି ସ୍ବପ୍ନ ଦେଖିବା ବହୁତ ସହଜ ହେଲେ ନିଦ ଆସିବା ବହୁତ କଷ୍ଟ । ତାହାରି ଭିତରେ, ଯିଏ ଠିକ୍ ଭାବରେ ଚାଲି ଶିଖିଲା, ସେ କେବଳ ଜୀବନ ଯାତ୍ରାରେ ସଫଳ ହୁଏ ।

-