' ଆଫ୍ରିକା ଯାତ୍ରା '
ପୋଥିଗତ ବିଦ୍ୟା ଓ ବାସ୍ତବ ବିଦ୍ୟା ।
ବର୍ଷା ବଣ (Rain forest )ରେ ରାତି ।
ଭାଗ -୩-
14 JAN 2020 AT 12:53
20 JUL 2020 AT 15:26
' .....ବିଚ୍ଛେଦ ଜିରାଫ୍ ତାଙ୍କ ଦୀର୍ଘଗ୍ରୀବା
ବଢ଼ାଉଥାନ୍ତି ଜହ୍ନ ଆଡ଼କୁ.... '
ଆଫ୍ରିକା ଯାତ୍ରା
( ଭାଗ -୧୦ )-
15 JUL 2020 AT 8:25
ଆଫ୍ରିକା ଯାତ୍ରା
ଭାଗ -୬
' ଇମୋସ୍କୋ ଟିକେ ରାଗିଯାଇ କହିଲେ 'ଆ ବଳଦ ମୋତେ ବିନ୍ଧ । ପ୍ରୋଟେକ୍ସନ୍ ଦରକାର ହେଉଛି ..ଏବେ ନାମ ନିଅ ।
ଯଦିଓ ଇମୋ ଖରାପ ନୁହଁନ୍ତି ତଥାପି ତାଙ୍କର ଏ କଥା କାହା ମନକୁ ପାଇଲା ନାହିଁ । ଓଲଟି ଜେଫ୍ରିନ୍ ଦୁଇ ଚାରି ପଦ ଶୁଣେଇ ଦେଲେ । ବିରକ୍ତି ଆଉ ରାଗର କଳା ବାଦଲଟା ଯାଇ ଇମୋଙ୍କ ପାଖରେ ବର୍ଷି ଗଲା । ସେ ଚୁପ୍ ହେଇଗଲେ । ଏତେ ଲୋକଙ୍କ ମଝିରେ ନିଜକୁ ଏକାକୀ ମନେ କଲେ । ମୁଁ ଭାବିଲି ଯାଇ ତାଙ୍କ ପାଖରେ ଠିଆ ହେବି ବୋଲି ହେଲେ ଲୁହ ଢଳ ଢଳ ଆଖି ଦୁଇଟାକୁ ସାମ୍ନା କରି ପାରିଲି ନାହିଁ । '-