ପ୍ରଥମେ ପ୍ରେମର ଦ୍ୱାହିଦେଇ ସମ୍ପର୍କ ବଢେଇବେ ପୁଣି,
ଚରିତ୍ରର ଦ୍ୱାହିଦେଇ ସମ୍ପର୍କ କୁ ଭାଙ୍ଗିବେ ।।
#ଆଜିରପ୍ରେମ
पहेले प्यार का नाम ले कर रिश्ता आगे बढ़ायेंगे फ़िर,
चरित्र का नाम ले कर रिश्ता तोड़ देंगे !!
#आजकाप्यार-
9 SEP 2020 AT 8:21
9 SEP 2020 AT 8:41
ସଂପର୍କ ବଢିଲେ
ଚରିତ୍ର ନଷ୍ଟ ହୁଏ
ପବିତ୍ରତା କ୍ଷୟ ହୁଏ
ସେ ପ୍ରଥମ ହେଉ କି ଦ୍ବିତୀୟ !!!!😢-
9 SEP 2020 AT 8:38
ମୁଁ "
ଚରିତ୍ର ଦେଖିବା ବଦଳରେ
ତୁମର ଵୟଫ୍ରେଣ୍ଡ୍ କେତେଟା ଅଛି
ସେଇଟା ଦେଖିବି
ପରେ ଯାଇ ପ୍ରେମ କରିବି !!!!😊
-
27 JUL 2019 AT 12:19
ଶୁଶୁ (ପରିସ୍ରା)🚽 , ଆଉ ପ୍ରେମ😉
କେତେବେଳେ କୋଉ ପରିସ୍ଥିତିରେ ମାଡି ଆସିବ....
ତାହା କଳନା କରିବା କାଠିକର ପାଠ !!😂😂-