ନୁହେଁ ଟଙ୍କେଇତ ନୁହେଁ ମୁଁ ପଣ୍ଡିତ
ନୁହେଁ ଚିହ୍ନା ମୁଁ କାହାର
ଘର ନାହିଁ ମୋର ଶ୍ରୀକ୍ଷେତ୍ର ଧାମରେ
କୁଣିଆ ନୁହେଁ ମୁଁ କା'ର।
ଏସବୁ ନିମନ୍ତେ ହାତଗୁଞ୍ଜା ପାଇଁ
ପଇସା କଉଡ଼ି କାଇଁ,
ଯନ୍ତ୍ରଣା କଷଣ ସଂସାରର ବୋଝ
ବୋହେ ନିଶ୍ଵାସଟେ ପାଇଁ।
ନେବ ଯଦି ନିଅ ଯନ୍ତ୍ରଣା କଷଣ
ନିଅ ମୋର ଶ୍ଵାସ ବାୟୁ
ଥରୁଟେ ଦିଅନ୍ତୁ ଦାତା ପଣ ବହି
ମଣିମା ହେ ମହାବାହୁ।
*ଅନୁଶୀର୍ଷକରେ ଅଭିଯୋଗଟିଏ...-
माना तुम्हारा दर्द तुम्हारा है,
पर जब हम एक है, तो ये दर्द हमारा है...-
ଗୋଲାପ ଗଛ ରେ ବହୁତ କଣ୍ଟା,
ସାଙ୍ଗ କଥା ମନେ ପଡ଼େ ଘଣ୍ଟା କୁ ଘଣ୍ଟା
ଥାଳି ରେ ମୋର ଫୁଲ ଚନ୍ଦନ,
ସାଙ୍ଗ କୁ ମୋର ନୂତନ ବର୍ଷ ର ଅଭିନନ୍ଦନ
ହାତୀ ଚାଳେ ଦମ୍ ଦମ୍ ,
ସାଙ୍ଗ କୁ ମୋର welcome
ପାହାଡ଼ ଉପରେ ଘର କରିଥିଲି
ପବନ ଉଡେଈ ନେଲା,
ତୁମ ପରି ସାଙ୍ଗ ପାଇଥିଲି ଝୁରି ଝୁରି ଦିନଗଲା
ବାଡି ରେ ଫଳିଛି ବାଇଗଣ ,
ସାଙ୍ଗ କୁ ମୋର ଅଭିନନ୍ଦନ
-
दो अक्षर की मौत
और तीन अक्षर की जीवन में
ढाई अक्षर के दोस्त
बाजी मार जाते हैं...-
दस्तक और आवाज़ तो कानों के लिए
जो रूह को सुनाई दे,
वो तन्हाई है....-
ये बेस्वाद फिकी सा शहर तेरा
मैं अपनी गांव में भूखा ही अच्छा था...-